ବାଲେଶ୍ୱର,୧୪।୨(ଏସଏସ ନିଉଜ) ଡ୍ୟୁଟିରେ ଖିଲାପ ପାଇଁ ଅବକାରୀ OIC ନିଲମ୍ବିତ ହୋଇଛନ୍ତି।OIC ଭଗବାନ ମହାନନ୍ଦିଆଙ୍କୁ ନିଲମ୍ବନ କରିଛନ୍ତି ଅବକାରୀ କମିଶନର। ଅଫିମମାଫିଆକୁ ଗିରଫ କରି ଛାଡ଼ିଥିବା ଅଭିଯୋଗରେ ନିଲମ୍ବନ ହୋଇଥିବାର ଜଣାପଡିଛି।ଖବରପ୍ରସାରଣ ପରେ ଆଉ ଜଣଙ୍କୁ ଉଠାଇ ଆଣିଥିଲେ OIC।