ଅବକାରୀ OIC ନିଲମ୍ବିତ!

ବାଲେଶ୍ୱର,୧୪।୨(ଏସଏସ ନିଉଜ) ଡ୍ୟୁଟିରେ ଖିଲାପ ପାଇଁ ଅବକାରୀ OIC ନିଲମ୍ବିତ ହୋଇଛନ୍ତି।OIC ଭଗବାନ ମହାନନ୍ଦିଆଙ୍କୁ ନିଲମ୍ବନ କରିଛନ୍ତି ଅବକାରୀ କମିଶନର।
ଅଫିମମାଫିଆକୁ ଗିରଫ କରି ଛାଡ଼ିଥିବା ଅଭିଯୋଗରେ ନିଲମ୍ବନ ହୋଇଥିବାର ଜଣାପଡିଛି।ଖବରପ୍ରସାରଣ ପରେ ଆଉ ଜଣଙ୍କୁ ଉଠାଇ ଆଣିଥିଲେ OIC।

- Advertisement -

Leave A Reply

Your email address will not be published.