Browsing author

SATYA SANDHANA DESK

ଆଜିର ରାଶିଫଳ

ଫେବୃଆରୀ ମାସ ୧୩ ତାରିଖ ୨୦୨୬ ମସିହା (ଶୁକ୍ରବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ଦିବା ଘ୦୨/୪୫ ଗତେ ଦ୍ଵାଦଶୀ,ନକ୍ଷତ୍ର- ମୂଳା ଦିବା ଘ୦୫/୧୦ ଗତେ ପୁର୍ବାଷାଢ଼।,ସୁର୍ୟୋଦୟ-ପ୍ରାତଃଘ୦୬/୨୧/୧୫, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୪୬,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୪୫ ଗତେ ନୈରୁତକୋଣେ,ତୁଳା ଓ କୁମ୍ବ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର, ଏକାଦଶୀର ଏକୋଦିଷ୍ଟଶ୍ରାଦ୍ଧ,ମୃତେ ଦିବା ଘ୦୨/୪୫ ଗତେ ଏକ ପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୯/୦୬ଗତେ ଘ୧୧/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୮ ମଧ୍ୟେ ଓ ଘ୦୮/୪୪ ଗତେ ଘ୦୯/୦୫ ମଧ୍ୟେ […]

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭଞ୍ଜନଗର,୧୨।୨(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡ଼ିଲେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର।ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ।୪୦ ହଜାର ଟଙ୍କା ଫାଇନ୍ ନେଇ ୩୦ ହଜାରର ରସିଦ୍ କାଟିବା ବେଳେ ଧରାପଡ଼ିଲେ।ବାଲିବୋଝେଇ ଟ୍ରାକ୍ଟରକୁ ଜବତ କରି ୪୦ହଜାର ଫାଇନ୍ କାଟିଥିଲେ।୪୦ ହଜାର ଟଙ୍କା ଫାଇନ୍ ନେବା ସତ୍ତ୍ବେ ୩୦ ହଜାରର ରସିଦ୍ କାଟିଥିଲେ।ମାମଲାରେ ଆଉ ୩ RIଙ୍କୁ ଉଠାଇ ନେଲା ବ୍ରହ୍ମପୁର ଭିଜିଲାନ୍ସ।ଅଧିକ ଜେରା ପାଇଁ ଗୋବରା, ପାଇଲିପଡ଼ା ଓ ବେଲଗୁଣ୍ଠା RIଙ୍କୁ ଉଠାଇ ନେଲା।

ସନାତନ ପାଇକରାୟଙ୍କ ପ୍ରତିମୂର୍ତି ଉନ୍ମୋଚନ

କଟକ,୧୨।୨(ଏସଏସନିଉଜ)ବାରଙ୍ଗ ମେଡ଼ିକାଲ ଛକରେ ସମାଜସେବୀ ତଥା ଦାରୁଠେଙ୍ଗ ଗ୍ରାମର ସ୍ଵର୍ଗତ ସନାତନ ପାଇକରାୟଙ୍କ ପ୍ରତିମୂର୍ତି ଉନ୍ମୋଚନ ଓ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଗୁରୁବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଅବିନାଶ ପାଇକରାୟଙ୍କ ସଭାପତିତ୍ଵରେ ଅନୁଷ୍ଟିତ ଶ୍ରାଦ୍ଧବାର୍ଷିକସଭାରେ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଜଟଣି ବିଧାୟକ ବିଭୁତି ଭୁଷଣ ବଳବନ୍ତ ରାୟ, ଆଇନିଜିବି ମନ୍ମଥ ଛୋଟରାୟ, ମୁରବୀ ପିତବାସ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପାଇକରାୟ ଜଣେ ସମାଜସେବି ଭାବରେ ବାରଙ୍ଗ ଅଞ୍ଚଳରେ ବେଶ୍ […]

ଆଜିର ରାଶିଫଳ

ଫେବୃଆରୀ ମାସ ୧୧ ତାରିଖ ୨୦୨୬ ମସିହା (ବୁଧବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ନବମୀ ଦିବା ଘ୧୦/୦୬ ଗତେ ଦଶମୀ,ନକ୍ଷତ୍ର- ଅନୁରାଧା ଦିବା ଘ୧୧/୪୧ ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃଘ୦୬/ ୨୨/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୪୬, ଯୋଗିନୀ ପୂର୍ବେ ଦିବା ଘ୧୦/୦୬ ଗତେ ଉତ୍ତରେ,କର୍କଟ ରାଶିର ଘାତବାର,ଦଶମୀ ପାର୍ବଣ ଶ୍ରାଦ୍ଧ,ମୃତେପୁଷ୍କର ଦୋଷ ନା ସ୍ତୀ,କାଳବେଳା-ଦିବା ଘ୦୯/୦୭ ଗତେ ଘ୧୦/୩୪ ମଧ୍ୟେ,ବାରବେଳା- ଦିବା ଘ୧୧/୫୭ ଗତେ ଘ୦୧/୨୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୭ ମଧ୍ୟେ ଓ ଘ୦୧/୨୫ଗତେ ଘ୦୨/୨୨ ମଧ୍ୟେ ଓ ରାତ୍ରି ଘ୦୬/୨୭ ଗତେ […]

ସାବଧାନ ! କପି କଲେ ୫ ବର୍ଷ ଜେଲ୍

ଭୁବନେଶ୍ୱର,୧୦।୨(ଏସଏସନିଉଜ) ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇ ପରୀକ୍ଷାରେ କପି କଲେ ୫ ବର୍ଷ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ।ଏହାସହ କପି ରୋକିବାକୁ AI ଏବଂ QR କୋଡ୍ ବ୍ୟବହାର ହେବ। AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର ।ପ୍ରଶ୍ନପତ୍ରର […]

ରାସ୍ତା କଡ଼ରେ ଲାଗିଲା ନିଆଁ

କଟକ, ୯।୨(ଏସଏସନିଉଜ)ନରାଜ ଗାଁ ମୁଣ୍ଡ ରାସ୍ତା କଡ଼ରେ ଲାଗିଥିବା ନିଆଁକୁ ଆୟତ କରିଛି ବାରଙ୍ଗ ଅଗ୍ନିଶମ ବାହିନୀ। ସୋମବାର ଅପରାହ୍ନ ସାଢେ ୧୨ଟା ସମୟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ନରାଜ ଗ୍ରାମମୁଣ୍ଡ ବଙ୍ଗଳା ଛକ ନିକଟ ରାସ୍ତାକଡ଼ରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ସମଗ୍ର ଅଞ୍ଚଳରେ ଥିବା ଶୁଖିଲା ଘାସ ପତ୍ର ସବୁ ଜଳିବା ସହିତ ନିକଟସ୍ଥ ମୟୁର ଜଙ୍ଗଲ ଆଡ଼କୁ ନିଆଁ ମୁହାଁଇଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ବାରଙ୍ଗ ଅଗ୍ନିଶମ […]

ତଳକୁ ଖସିଲେ ରୋହିତ ଶର୍ମା ଓ ବିରାଟ

ଭୁବନେଶ୍ୱର,୧୦୨(ଏସଏସନିଉଜ)BCCIର କେନ୍ଦ୍ରୀୟ ଖେଳାଳି ଚୁକ୍ତିନାମା ଘୋଷିତ ହୋଇଛି।ମୋଟ ୩୦ ଖେଳାଳିଙ୍କ ନାଁ ଘୋଷଣା କରିଛି BCCI।ନୂଆ ଚୁକ୍ତିନାମାରେ A+ ଗ୍ରେଡ୍‌ ଉଚ୍ଛେଦ କରାଯାଇଥିବା ବେଳେ A, B, C ଗ୍ରେଡ୍ କୁ ରଖାଯାଇଛି।ତେବେ B-ଗ୍ରେଡ୍‌କୁ ଖସିଲେ ରୋହିତ ଶର୍ମା ଓ ବିରାଟ କୋହଲି ବୋଲି ଜଣାପଡିଛି।

ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ

ଭୁବନେଶ୍ଵର,୧୦।୨(ଏସଏସନିଉଜ)ଉମରକୋଟ ସଂଗ୍ରାମ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି।ଯାହାଫଳରେ ଉମର କୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡିରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି।ମେଡିକାଲ କଲେଜ ପ୍ରତିଷ୍ଠା, ଭୂ-ବନ୍ଦୋବସ୍ତ, ମକା ପ୍ରକ୍ରିୟା କରଣ ୟୁନିଟ୍ ସ୍ଥାପନ ଦାବି ନେଇ ବନ୍ଦ୍ ଡାକରା ଦିଆଯାଇଛି।

ଆଜିର ରାଶିଫଳ

ଫେବୃଆରୀମାସ ୧୦ତାରିଖ ୨୦୨୬ମସିହା (ମଙ୍ଗଳବାର)ଫାଲଗୁନମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ୦୭/୨୫ ଗତେ ନବମୀ ,ନକ୍ଷତ୍ର- ବିଶାଖା ଦିବା ଘ୦୮/୩୫ ଗତେ ଅନୁରାଧା ,ସୁର୍ୟୋଦୟ-ପ୍ରାତଃଘ୦୬/୨୨/୪୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୪୦/୧୫ ,ଯୋଗିନୀ ଐଶାନ୍ୟା ଦିବା ଘ୦୭/୨୫ ଗତେ ପୂର୍ବେ ,ମକର ରାଶିର ଘାତବାର ,ନବମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ଦ୍ଵି ପାଦ ଓ ଦିବା ଘ୦୮/୩୫ ଗତେ ଏକପାଦ ପୁସ୍କର ଦୋଷ ,କାଳବେଳା-ଦିବା ଘ୦୧/୨୫ ଗତେ ଘ୦୨/୫୦ ମଧ୍ୟେ ,ବାରବେଳା- ଦିବା ଘ୦୭/୪୫ ଗତେ […]