Browsing author

SATYA SANDHANA DESK

ଆଜି ବାଲେଶ୍ବର ବନ୍ଦ

ବାଲେଶ୍ବର,୧୬/୬(ଏସ ଏସ ନିଉଜ)ଆଜି ୧୨ ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା ।ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ୨୦ଟି ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଛି ।ଏହାକୁ ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ସଂଗଠନର ସମର୍ଥନ ମିଳିଥିବାର ଜଣାପଡିଛି ।

୪ ମାସ ପାଇଁ ଶିମିଳିପାଳ ବନ୍ଦ

ଭୁବନେଶ୍ୱର,୧୬/୬(ଏସ ଏସ ନିଉଜ)ଆଜିଠୁ ୪ ମାସ ପାଇଁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ବନ୍ଦ କରାଯାଇଛି ।ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ ଶିମିଳିପାଳ। ଏନେଇ ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ ଏସିଏଫ ସୂଚନା ଦେଇଛନ୍ତି ।

ଆଜିର ରାଶିଫଳ

ଜୁନ ମାସ ୧୬ ତାରିଖ ୨୦୨୨ ମସିହା(ଗୁରୁବାର)ଆଷାଢ଼-କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୯/୨୯ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା,ଶେଷରଜ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୫୯, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୧୯ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ, ରାଶିର ଘାତବାର, ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ବୋଇତିକଖାରୁ ଦିବା ଘ ୦୯/୨୯ ଗତେ ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ […]

ଜିତିଲେ ରାହୁଲ

ଭୁବନେଶ୍ୱର୧୫/୬(ଏସ ଏସ ନିଉଜ)ଜୀବନ ଯୁଦ୍ଧରେ ରାହୁଲର ‘ମହାବିଜୟ’ ହୋଇଛି। ସଫଳ ହୋଇଛି ୧୦୦ ଘଣ୍ଟାର ଅପରେସନ।୧୦୦ଘଣ୍ଟାରୁ ଅଧିକ ସମୟର ଅପରସେନ ପରେ ଉଦ୍ଧାର ହେଲା ରାହୁଲ । ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ଯବାନ ଅନୀଲଙ୍କ ହାତରେ ରାହୁଲକୁ ଉଦ୍ଧାର କରାଯାଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ବାହାରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ମେଡିକାଲ ସହାୟତା ଯୋଗାଇଥିଲେ । ବାଧକ ସାଜିଥିବା ପଥର […]

ଆଜିର ରାଶିଫଳ

ଜୁନ ମାସ ୧୫ ତାରିଖ ୨୦୨୨ ମସିହା(ବୁଧବାର)ଆଷାଢ଼-କୃଷ୍ଣପକ୍ଷ ,ତିଥି- ପ୍ରତିପଦ .ରଜସଂକ୍ରାନ୍ତି ,ସୁର୍ୟୋଦୟ -ପ୍ରାତଃ ଘ୦୫/୧୧/୪୯ ,ସୂର୍ଯ୍ୟାସ୍ତ  -ସନ୍ଧ୍ୟା ଘ୦୬/୨୨/୨୯ ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଦିବା ଘ ୦୧/୧୯ ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ । ମେଷ:ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। […]

ଉଦ୍‌ଯାପିତ ହେଲା ରୁଦ୍ରମହାଯଜ୍ଞ

ଚୈାଦ୍ୱାର,୧୪/୬(ଏସଏସନିଉଜ)ଓଟିଏମ କଲୋନୀରେ ଥିବା ଶ୍ରୀଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ବିଜେସ୍ଥଳୀରେ ସବୁବର୍ଷ ଭଳି ଚଳିତବର୍ଷ ୧୧ତମ ବାର୍ଷକ ରୁଦ୍ର ମହାଯଜ୍ଞ ପହିଲିରଜଦିନ ଉଦଯାପିତ ହୋଇଯାଇଛି ।୬ଦିନଧରି ଚାଲିଥିବା ଏହି ଯଜ୍ଞସ୍‌ବର ପ୍ରଥମଦିନ ଅର୍ଥାତ ଗୁରୁବାରଦିନ ଅଙ୍କୁରାରୋପଣ, ଦେବତାଗର୍ଭଧାନ ସଂସ୍କାର ,ଶୁକ୍ରବାରଦିନ ଜଳସାଧିବାସ,ଯଜ୍ଞାରମ୍ଭ ହୋଇଥିଲା । ବିଶ୍ୱର କଲ୍ୟାଣପାଇଁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞ ଦେବସ୍ନାନ ପୁର୍ଣୀମାଦିନ ପୁର୍ଣାହୁତି ହୋଇଥିଲା ।ରୁଦ୍ରକୃପା ଉଦ୍ଦେଶ୍ୟରେ ଏଥିରେ ଆଖାପାଖ ଅଂଚଳର ଶହଶହ ନରନାରୀ ଯୋଗଦେଇଥିଲେ ।ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା […]

ପୁଣି ଧରିଲେ ସାପ

ମେଣ୍ଢାଶାଳ,୧୪/୬(ଏସଏସନିଉଜ)ଗିରିଙ୍ଗାପୁଟ ଗ୍ରାମର କୁସଜେନାଙ୍କ ଘରେ ପଶିଥିବା ଏକ ୫ଫୁଟ ଲମ୍ବର ନାଗସାପ ଓ ବିଂଝଗିରି ଗ୍ରାମର ନାରାୟଣ ଲାବ୍ରାଙ୍କ ଘରୁ ଏକ ଏକ ବିଶାଳକାୟ ତମ୍ପସାପ ଟି ଉଦ୍ଧାର ହୋଇଛି ।ସାପଟି ଘର ଭିତରେ ଥିବାର ଜାଣିବାପରେ ମେଣ୍ଢାଶାଳ ଗ୍ରାମର ସାପଧାରାଳି ସଂଯୁକ୍ତପାତ୍ରଙ୍କ ପାଖକୁ ଖବର ଦିଆଯାଇଥିଲା ।ସେ କାଳବିଳମ୍ଭ ନକରି ସାପଟିକୁ ଧରିବାପାଇଁ ତାଙ୍କ ଘରପାଖରେ ପହଁଚିଥରଲେ ।ସାପଦୁଇଟିକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାର ଜଣାପଡିଛି । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)  

ରାତାରାତି ବଦଳାଇଦେଲେ ଲେଖା

ବାରଙ୍ଗ,୧୪/୬(ଏସ ଏସ ନିଉଜ)ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ମରାଯାଇଥିବା ସୂଚନା ଫଳକରେ ତ୍ରୁଟିକୁ ରାତାରାତି ବଦଳାଇଦେଲେ ।ଏ ସମ୍ପର୍କରେ ଗତକାଲି କଟକ କୋଠା ଓ ରାସ୍ତା ବିଭାଜନ ର ଏଜକ୍ୟୁଟିଭ ଇଂଜିନିୟର ଅନୁପ ବେହେରାଙ୍କୁ ପଚରାଯିବାସହ ହୋଇଥିବା ଭୁଲକୁ ସତ୍ୟସନ୍ଧାନ ପକ୍ଷରୁ ଦୃଷ୍ଟିକୁ ଅଣାଯାଇ ଏ ସକ୍ରାନ୍ତରେ ଖବର ପ୍ରକାସ କରାଯାଇଥିଲା । ଘଟଣା ଥିଲା ଏମିତି ।ରବିବାରଦିନ ବାରଙ୍ଗ ପ୍ରେସକ୍ଳବ ସାମ୍ନା ବାରଙ୍ଗ-କଟକ ମୁଖ୍ୟରାସ୍ତାରେ କଟକ କୋଠା ଓ ରାସ୍ତା ବିଭାଜନ ପକ୍ଷରୁ ସୂଚନା ଫଳକ […]

୧୪୪ ଧାରା ଜାରି

ରାଉରକେଲା,୧୪/୬(ଏସଏସନିଉଜ) ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାଉରକେଲାରେ ଜିଲ୍ଲାପ୍ରଶାସନ ୧୪୪ ଧାରା ଜାରି କରିଛି । ପାନପୋଷ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ଲାଣ୍ଟସାଇଟ, ଉଦିତନଗର, ରଘୁନାଥପାଲି, ବ୍ରହ୍ମଣୀତରଙ୍ଗ ଓ ୧୫ ନମ୍ବର ସେକ୍ଟର ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଉପରେ ଏହି କଟକଣା ଲାଗୁ ହବାସହ ଲାଠିକଟା, ବନ୍ଧମୁଣ୍ଡା ଓ ବିଶ୍ରା ଥାନା କ୍ଷେତ୍ରରେ ମଧ୍ୟ ଧାର୍ମିକ ଶୋଭାଯାତ୍ରା ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ଜୁନ ୧୩ରୁ […]

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

ପୁରୀ,୧୪/୬(ଡିଏନଏ) ଦେବସ୍ନାନ ପୂର୍ଣ୍ଣିମାରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ ଶ୍ରୀଜିଉ । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦୀରୁ ଗଜବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନ ।ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ।ତେଣୁ ସଂପୂର୍ଣ୍ଣ ନୀତିବିଧି ସହକାରେ ଏହା ଅନୁଷ୍ଠିତ ହୋଇଥିଲା । ଦୁଇବର୍ଷ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି । ରାତି […]