ବାରଙ୍ଗ,୧୪/୬(ଏସ ଏସ ନିଉଜ)ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ମରାଯାଇଥିବା ସୂଚନା ଫଳକରେ ତ୍ରୁଟିକୁ ରାତାରାତି ବଦଳାଇଦେଲେ ।ଏ ସମ୍ପର୍କରେ ଗତକାଲି କଟକ କୋଠା ଓ ରାସ୍ତା ବିଭାଜନ ର ଏଜକ୍ୟୁଟିଭ ଇଂଜିନିୟର ଅନୁପ ବେହେରାଙ୍କୁ ପଚରାଯିବାସହ ହୋଇଥିବା ଭୁଲକୁ ସତ୍ୟସନ୍ଧାନ ପକ୍ଷରୁ ଦୃଷ୍ଟିକୁ ଅଣାଯାଇ ଏ ସକ୍ରାନ୍ତରେ ଖବର ପ୍ରକାସ କରାଯାଇଥିଲା ।
ଘଟଣା ଥିଲା ଏମିତି ।ରବିବାରଦିନ ବାରଙ୍ଗ ପ୍ରେସକ୍ଳବ ସାମ୍ନା ବାରଙ୍ଗ-କଟକ ମୁଖ୍ୟରାସ୍ତାରେ କଟକ କୋଠା ଓ ରାସ୍ତା ବିଭାଜନ ପକ୍ଷରୁ ସୂଚନା ଫଳକ ମରାଯାଇଥିଲା ।ଯେଉଁଥିରେ ତ୍ରିଶୂଳିଆ,କଟକ ଓ ଗୋବିନ୍ଦପୁର ପର୍ୟ୍ୟନ୍ତ ରାସ୍ତାର ଦୂରତା କୁ ଲେଖାଯାଇଥିଲା ।ସେଥିରେ ଗୋବିନ୍ଦପୁରର ଦୂରତା ୩୫କିମି ଲେଖାଯାଇ