ଆଜିର ରାଶିଫଳ
୨୦୨୨ ମସିହା ଜୁନ ମାସ ୩ ତାରିଖ,ଜେଷ୍ଠ ମାସ- ଶୁକ୍ଳ ପକ୍ଷ,ତିଥି- ଚତୁର୍ଥୀ, ସୁର୍ୟୋ ଦୟ-ପ୍ରାତଃ ଘ୫/୧୦/ ୨୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୧୮/୦୩,ବିଛା, ଧନୁ ଓ ମୀନ ରାଶି ର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ଚର୍ତୁଥିର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୂଳା ଭକ୍ଷଣ ନିଷେଧ। 🐏ମେଷ👉ଆପଣ ସୁସ୍ଥ ସବଳ ରହିବେ। ସବୁ କାମ ଭଲ ଭାବରେ ସ˚ପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। 🐮ବୃଷ👉ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଜୀବନସାଥୀଙ୍କ […]