ଭୁବନେଶ୍ୱର,୧/୬(ଏସଏସ ନିଉଜ)ଏଥର ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବେ ସରଜାର । ବିଶ୍ବର ୩୦ଟି ଦେଶରେ ମଙ୍କି ପକ୍ସ ବ୍ୟାପିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ
ତତ୍ପରତା ପ୍ରକାଶ ପାଇଛି । ଏବେ ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ କରିବ ସ୍ବାସ୍ଥ୍ୟ ବିଭାଗ। ବିଶେଷ କରି ଆକ୍ରାନ୍ତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବ ସ୍ବାସ୍ଥ୍ୟ ବିଭାଗ ।