Browsing author

SATYA SANDHANA DESK

ଉଦଯାପିତ ହେଲା ଜେପିଏଲ କ୍ରିକେଟଟୁର୍ଣାମେଂଟ

ବାରଙ୍ଗ,୨୨/୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଜରିପାଟଣା ଗାଁରେ ମା ସୁନାଦେଇ କ୍ରିକେଟକ୍ଲବ ଆନୁଲୁଲ୍ୟରେ ଚାଲିଥିବା ଜେପିଏଲ କ୍ରିକେଟଟୁର୍ଣାମେଂଟ ରବିବାରଦିନ ଉଦଯାପିତ ହୋଇଯାଇଛି ।ଦିନିକିଆ ଏହି ଟୁର୍ଣାମେଂଟରେ ଅଯୋଧ୍ୟା ୱାରିୟର,ସାଇଲେଂଟକିଲର ଓମଗହାବୀରଫାଇଟର ନାମକ ତିନଟି ଟିମ ଅଂଶଗ୍ରହଣ କରିଥିଲା ।ଏଥିରେ ଅଯୋଧ୍ୟା ୱାରିୟର ବିଜୟ ଲାଭ କରିଥିବାବେଳେ ସାଇଲେଂଟକିଲର ରନ୍ସର୍ସଅପ ହୋଇଥିଲା ।ସନ୍ଧ୍ୟାରେ ଆୟୋଜିତ ପୁରସ୍କାରବିତରଣୀ ସଭାରେ ମୁଖ୍ୟଅତିଥିଭାବେ ଆଇନଜୀବୀ ତଥା ପୂର୍ବତନ ସରପଞ୍ଚ ସୁବ୍ରତ ମହାପାତ୍ର ଯୋଗଦେଇ ବିଜୟୀଦଳକୁ ଟ୍ରଫିସହ ନଗଦ ୫ହାଜରେଟଙ୍କା ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପବିତ୍ର […]

୧୨ବର୍ଷପରେ ମିଳିଲା ହଜିଲା ପୁଅ

ଖୁଣ୍ଟୁଣୀ,୨୨/୫(ଏସଏସନିଉଜ) ପରିବାର ଚଳାଇବା ପାଇଁ କଲିକତାରେ ଯାଇ ହୋଟେଲରେ କାମକରୁଥିଲେ ।ସେଠାରେ ମାନସିକ ବିକୃତି ଦେଖାଦେଇଥିଲା ।ଯାହାଫଳରେ ରାସୋଳ ଥାନା ଅଧିନ କଳିଙ୍ଗା ଅଞ୍ଚଳର ମୋହନ ଗୋଚ୍ଛାୟତ ନାମକ ଯୁବକ ସେଠାରୁ ନିଖୋଜ ହୋଇଯାଇଥିଲେ ।ବହୁ ଖୋଜାଖୋଜି କରିବାପରେ ପରିବାର ଲୋକ ନିଖୋଜ ହେଇଥିବା ଏକମାତ୍ର ପୁଅର ସନ୍ଧାନ ପାଇପାରିନଥିଲେ ।ଏହାଭିତରେ ୧୨ବର୍ଷ ବିତିଯାଇଥିଲା ।ତେବେ ମୋହନଙ୍କ ଘରପାଖର ଜଣେ ମହିଳା ବାପଘର ଖୁଣ୍ଟୁଣୀ ଥାନା ଡାଳୁଆ ଗ୍ରାମକୁ ଆସିଥିବାବେଳେ ମୋହନକୁ ଖୁଣ୍ଟୁଣୀ ବସ୍‌ଷ୍ଟାଣ୍ଡରେ ଦେଖିବାକୁ ପାଇଥିଲେ […]

ବାରାକ୍ ନମ୍ବର ୧୦ରେ ସିଦ୍ଧୁ

ଭୁୁବନେଶ୍ୱର,୨୨/୫(ଏସଏସନିଉଜ) ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ଅନ୍ୟ ୮ କଏଦୀଙ୍କ ସହ କଂଗ୍ରେସର ନବଜୋତ ସିଂହ ସିନ୍ଧୁଙ୍କ ଦିନ କଟୁଛି । ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା ।ହେଲେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଖାଇନଥିଲେ । କେବଳ ସାଲାଡ ଓ ଫଲ ଖାଇଥିଲେ ।

ଗୋରୁ ପାଇଁ ଗୁଳିମାଡ଼

ଯଶିପୁର, ୨୨/୫(ଏସଏସନିଉଜ) ଗୋରୁ ବୋଝେଇ ଟ୍ରକ୍‌କୁ ରୋକିବା ଯୋଗୁ ଗୁଳିମାଡର ଶିକାର ହୋଇଛନ୍ତି କଟକ ଖପୁରିଆ ଅଞ୍ଚଳର ଦୀପକ ସାହୁ, ରାଣୀହାଟ ଅଞ୍ଚଳର ଶଶିକାନ୍ତ ବେହେରା ନାମକ ୨ ଜଣ ଗୋସୁରକ୍ଷା କର୍ମୀ । ଶନିବାର ଭୋର୍ ସମୟରେ ଯଶିପୁର ବଜାରଠାରୁ ୭ କିମି ଦୂର ୪୯ ନଂବର ଜାତୀୟ ରାଜପଥର ବେଗୁନିଆ ଗାଁ ପାଖରେ ନିର୍ମାଣାଧୀନ ଏକ ଟୋଲ୍‌ଗେଟ୍ ନିକଟରେ ଆସୁଥିବା ଗୋରୁ ବୋଝେଇ ଟ୍ରକକୁ ରେକିବା ସହ ପ୍ରତିବାଦ କରିଥିଲେ ।ଏହିସମୟରେ ଗୋରୁଗାଡ଼ିକୁ ସୁରକ୍ଷା […]

ଗଛରେ ପିଟି ହେଲା କାର୍ ଚାଲିଗଲା ୨ଜଣଙ୍କ ଜୀବନ

ବ୍ରହ୍ମଗିରି, ୨୨/୫(ଏସଏସନିଉଜ) ପୁରୀ-ସାତପଡ଼ା ରାସ୍ତାର ହଳଦିଆ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। କରଟି ଭାରସମ୍ୟ ହରାଇ ଗଛରେ ପିଟିହୋଇଯିବାରୁ ଡ୍ରାଇଭର ଓ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି ।ବିଳମ୍ବିତ ରାତିରେ ବ୍ରହ୍ମଗିରିକୁ ଫେରୁଥିବା ବେଳେ ରାଜପଥର ମଠପାଟଣା ଛକଠାରେ ଏହି ଦୁର୍ଘଟଣ।। ଘଟିଛି । ମୃତ୍ୟୁ ଡ୍ରାଇଭର ବ୍ରହ୍ମଗିରି ଥାନା ଭଗବାନପୁରରେ ହୋଇଥବା ବେଳେ ଅନ୍ୟ ଜଣେ ମୃତକ ଅରଖକୁଦା ମେରାଇନ ଥାନା ସହଦେଵପୁରରେ ବୋଲି ଜଣାପଡ଼ିଛି।

ଧକ୍କାଦେଲା ଟ୍ରକ-ଚାଲିଗଲା ବାଇକ୍ ଚାଳକର ଜୀବନ

ମାଲକାନଗିରି ,୨୨/୫(ଏସଏସନିଉଜ) ଆଜି ସକାଳେମୋଟୁ ଥାନା ଅନ୍ତର୍ଗତ ଏମଭି ୮୨ ଗ୍ରାମ ନିକଟରେ ଗଙ୍ଗା ପଡିଆମୀ ନାମକ ଯୁବକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଖବରପାଇ ମୋଟୁ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।  

ବିବାହ ଉସ୍‌ବ ଥିଲା ଜୀବନର ଶେଷ ସମୟ

ଭୁବନେଶ୍ୱର,୨୨/୫(ଏସଏସନିଉଜ) ବିବାହ ଉସ୍‌ବରେ ଯୋଗ ଦେଇ ଫେରୁଥିଲେ ।କିଏ ଜାଣିଥିଲା ସେମାନ୮୍‌କ ଜୀବନ ଚାଲିଯିବ ଓ ଆଉ ଘରକୁ ଜିବିତ ଅବସ୍ଥାରେ ଯାଇପାରିବେନାହିଁ ।ଏହିଭଳି ଏକ ଦୁଃଖଦ ଦୁର୍ଘଟଣା ଆଜି ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ଦେଇ ପଡ଼ିଥିବା ‌ନୌଗଡ଼-ବାଂସି ରାସ୍ତା ପାର୍ଶ୍ବରେ ଘଟିଛି ।ରାସ୍ତା ପାର୍ଶ୍ବରେ ଥିବା ଟ୍ରେଲର୍ ଟ୍ରକ୍ ସହିତ ବୋଲେରୋ କାର୍ ଆସି ଧକ୍କା ଦେବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ଆହତ ହୋଇଛନ୍ତି।୧୧ଜଣଙ୍କୁନେଇ ବୋଲୋରୋଟି ଫେରୁଥିବାବେଳେ ଚାଳକର ଆଖି ଲାଗିଯିବାରୁ […]

ଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ପାଇଁ ପ୍ରସ୍ତୁତି

ବ୍ରହ୍ମଗିରି,୨୨/୫(ଏସଏସନିଉଜ) ଆଜି ପବିତ୍ର ଭଉଁରି ।ଆରମ୍ଭ ହୋଇଛି ଶ୍ରୀଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ । କର୍ପୁର, କେଶର, ଜାଇଫଳ, କୁଙ୍କୁମ, କସ୍ତୁରୀ ଆଦି ଦ୍ରବ୍ୟ ମିଶି ପ୍ରସ୍ତୁତ ଚନ୍ଦନ ଘୋରା ଆରମ୍ଭ କରିଛନ୍ତି ୧୧ ଜଣ ବିମାନବଡୁ ସେବାୟତ ଓ ଶ୍ରୀ ଜୀଉଙ୍କ ବେଶ ୫ଜଣ ସେବାୟତ କରୁଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ବେଶ ଶେଷ ହେବ ବୋଲି ଜଣାଯାଇଛି।  

ଝୁଲନ୍ତା ଅବସ୍ଥାରେ ବେଲଗଛରୁ ମୃତଦେହ ଉଦ୍ଧାର

ବାରଙ୍ଗ,୨୨/୫(ଏସଏସନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ରାମଦାସପୁରର କାଳିଆଶୁଣିଠାକୁରାଣି ପଛପଟରେ ଥିବା ଏକ ବେଲଗଛରୁ ଏକ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିର ମୃତଦେହକୁ ବାରଙ୍ଗଥାନାପୋଲିସ ଉଦ୍ଧାର କରିଛି ।ମୃତ ବ୍ୟକ୍ତି ହେଉଛନ୍ତି କଲିକତାର ଦିଲିପ ହାସଦା(୪୨) । ସେ ରାମଦାସପୁରର କାଳିଆଶୁଣିଠାକୁରାଣି ପଛପଟରେ ଥିବା ଏକ ଘରୋଇ ପାଇପ କମ୍ପାନୀରେଶ୍ରମିକଭାବେ କାର୍ଯ୍ୟକରିବା ସହ ପିଲାଛୁଆଧରି କମ୍ପାନି ପକ୍ଷରୁ ମିଳିଥିବା ଘରେ ରହୁଥିଲେ ।ରବିବାର ସକାଳେ ରହୁଥିବା ଘରଠାରୁ ଅଳ୍ପଦୁରରେ ଥିବା ଏକ ବେଲଗଛରେ ଗାମୁଛା ଲଗାଇ ଝୁଲୁଥିବାର ଶୈାଚପାଇଁ ଯାଇଥିବା କିଛି […]

ଆଜିର ରାଶିଫଳ

ମଇ ମାସ ୨୨ ତାରିଖ ୨୦୨୨ ମସିହା(ରବିବାର)ଜ୍ୟେଷ୍ଠ-କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୧/୧୮ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୩୯,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୬/୫୨ ଗତେ ଘ୦୯/୧୩ ମଧ୍ୟେ ଓ ରାତ୍ରି ଘ୦୭/୫୨ ଗତେ ଘ୦୧/୦୩ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଦିବା ଘ୦୩/୩୪ ଗତେ ଘ୦୪/୨୪ ମଧ୍ୟେ, ତାଳ ଦିବା ଘ ୦୧/୧୮ଗତେ ନଡିଆ ଭକ୍ଷଣ […]