ବୁଧବାରରୁ ଶନିବାର ସିଂହସଫାରୀ ବନ୍ଦ
ବାରଙ୍ଗ,୨/୧୧(ଏସଏସନିୟୁଜ)ନନ୍ଦନକାନନର ସିଂହସଫାରୀ ୩ତାରିଖବୁଧବାର ଠାରୁ ୬ତାରିଖ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ସିଂହସଫାରୀରର ରାସ୍ତା ମରାମତି ପାଇଁ ଏହାକୁ ବନ୍ଦ ରଖାଯାଇଛି ।ଯାହାଫଳରେ ପର୍ଯ୍ୟଟକମାନେ ସିଂହସଫାରୀ ପରିବର୍ତେ ଅନ୍ୟ ୩ଟି ତୃଣଭୋଜି,ଭାଲୁ ଓ ବାଘ ସଫାରୀ ଦେଖି ମଜ୍ଜା ଉଠାଇପାରିବେ ।ସେହିଭଳିଭାବେ ଉଦ୍ଘାଟନ ହେବାଠାରୁ ଏକପ୍ରକାର ଯାନ୍ତ୍ରିକ ତୃଟି ଦେଖାଦେଇଥିବା ଶିଶୁରେଳଗାଡିର ମରାମତି କାମ ଏକପ୍ରକାର ସରିଛି ।ଏହାକୁ ଅନୁଧ୍ୟାନ କରିବାପାଇଁ ଆଉ ୪ଦିନ ସମୟ ଶିଶୁରେଳଗାଡି ଯୋଗାଇଥିବା ସଂସ୍ଥା ନେଇଛି ବୋଲି […]