ଆଜିର ରାଶିଫଳ
ମାଁ ପରମେଶ୍ବରୀ ନମଃ,ଅକ୍ଟୋବର ମାସ ୨୧ ତାରିଖ ୨୦୨୧ମସିହା (ଗୁରୁବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ,ନକ୍ଷତ୍ର- ଅଶ୍ଵିନୀ ,ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ କର୍କଟ ତୁଳା ବିଛା ମକର କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମେଷ ରାଶିର ଘାତ ଚନ୍ଦ୍ର,ପ୍ରତିପଦ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ, ପାଣିକଖାରୁ, ବୋଇତି କଖାରୁ ଭକ୍ଷଣ ନିଷେଧ.କାର୍ତ୍ତିକ ବ୍ରତ ଆରମ୍ଭ ।👉🏿ମେଷ: ଶ୍ରୀଚନ୍ଦ୍ର👉🏿ବୃଷ: ବ୍ୟୟ ଯୋଗ👉🏿ମିଥୁନ: ଆୟଯୋଗ👉🏿 କର୍କଟ: ସୁଖସମ୍ମାନ👉🏿 ସିଂହ: ସେବାପୂଜା👉🏿 କନ୍ୟା: ଦୁଃଖ […]