Browsing author

SATYA SANDHANA DESK

ଆଜିର ରାଶିଫଳ

ଅକ୍ଟୋବର ମାସ ୧୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ,ନକ୍ଷତ୍ର- ଉତ୍ତରଭାଦ୍ର,ମକର ରାଶିର ଘାତବାର,ଧନୁ ରାଶିର ଘାତଚନ୍ଦ୍ର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ,ବିରି ରତ୍ରିବ ଘ୦୭/୧୦ ଗତେ ଆମିଷ ଭକ୍ଷଣ ନିଷେଧ । ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ବୃଷ-ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି […]

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ

ଢେଙ୍କାନାଳ, ୧୮/୧୦(ଏସଏସନିୟୁଜ) ଗ୍ରାମ ନିକଟସ୍ଥ ଜଙ୍ଗଲକୁ ସକାଳେ ଶାଳପତ୍ର ତୋଳିବାକୁ କାମାକ୍ଷାନଗର ଥାନା ଅର୍ନ୍ତଗତ ରାଏବୋଲ ପଞ୍ଚାୟତ ହାଡ଼ଗରି ଗ୍ରାମର ପାର୍ବତୀ ପଧାନ ନାମକ ମହିଳା ଯାଇଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ପାର୍ବତୀ ଅଚେତ ହୋଇ ପଡ଼ିଥିଲେ ।ପରିବାର ଲୋକ ଚିକିସ୍‌ାପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ।ଡାକ୍ତର ସେଠାରେତାଙ୍କୁ ମୃତ ଘୋଷଣା କରିଥିଲେ।

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଭୁବନେଶ୍ବର,୧୮/୧୦(ଏସଏସନିୟୁଜ) ଶତାଧିକ ସମର୍ଥକଙ୍କ ସହ ରାଜ୍ୟ କାର‌୍ୟ୍ୟାଳୟରେ ବିଦ୍ଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ୩ ଥର ବିଜେଡିର ବିଧାୟିକା ହୋଇଥିବାବେଳେ ଦୁଇ ଥର ମନ୍ତ୍ରୀ ହୋଇଛନ୍ତି । ୨୦୧୪ରେ ତାଙ୍କୁ ଦଳୀୟ ଟିକଟ ମିଳିନଥିଲା । ବିଜେଡି ତାଙ୍କୁ ପରେ ଦଳ ବିରୋଧୀ କାର‌୍ୟ୍ୟ ଅଭିଯୋଗରେ ଦଳରୁ ବହିଷ୍କାର କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ସେ ଯୋଗଦାନ କରିଛନ୍ତି ।

ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା

ଭୁବନେଶ୍ବର,୧୮/୧୦(ଏସଏସନିୟୁଜ) ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି‘ପ୍ରାରମ୍ଭ’ ଯୋଜନା । ଏଥିପାଇଁ ପୋଲିସ ପକ୍ଷରୁ ହେଳ୍ପ ଲାଇନ ଟୋଲ ଫ୍ରି ନମ୍ବର ୨୫୪୫୪୪୫ ଜାରି କରାଯାଇଛି। ଏହି ସହାୟତା କେନ୍ଦ୍ର ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ଯାଏ ଖୋଲା ରହିବ ।ବସ୍ତିକୁ ଯାଇ ଲୋକଙ୍କୁ ବୁଝାଇବ ପୋଲିସ । ପ୍ରତି ସ୍କୁଲ କଲେଜରେ କର୍ମଶାଳା କରାଯିବ । ସୋସିଆଲ ମିଡିଆ କ୍ୟାମ୍ପେନ ସହ ପରିବାର ଲୋକଙ୍କୁ […]

ଗୋବିନ୍ଦ ସାହୁ ପୁଲିସ୍ ବ୍ୟାରେକରୁ ଖସିବାଘଟଣାରେ ୩ କନଷ୍ଟେବଲ୍ ନିଲମ୍ବିତ

କଳାହାଣ୍ଡି,୧୮/୧୦(ଏସଏସନିୟୁଜ) ଶିକ୍ଷୟତ୍ରୀ ମମିତା ମେହେରଙ୍କ ନିଖୋଜ ଘଟଣାରେ ପୋଲିସ ସନସାଇନ ପବ୍ଲିକ ସ୍କୁଲ ଓ କଲେଜର ମାଲିକ ତଥା ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ।କିନ୍ତୁ ଗତକାଲି ରାତିରେ ଗୋବିନ୍ଦ ସାହୁପୁଲିସ୍ ବ୍ୟାରେକ୍ରୁ ଚମ୍ପଟ ହୋଇଯାଇଥିଲେ ।ଗୋଟେପଟେ ଶିକ୍ଷୟତ୍ରୀଙ୍କ ନିଖୋଜ ଘଟଣା ପୋଲିସପାଇଁମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ଅନ୍ୟପଟେ ଅଟକ ଗୋବିନ୍ଦ ସାହୁ ଫେରାର ହୋଇଯିବା ଘଟଣାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଯୋର ଧରିଛି । ଦାୟିତ୍ୱରେ ଥିବା ୩ ପୁଲିସ୍ କନଷ୍ଟେବଲ୍ଙ୍କୁ କର୍ତ୍ତବ୍ୟରେ […]

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୮/୧୦(ଏସଏସନିୟୁଜ)ଘରେ କେହି ନଥିବା ସୁଯୋଗରେ ଗତକାଲି ଝରକା ଗ୍ରିଲ୍ ତାଡ଼ି ବୈରାଗୀନଗର ପ୍ଲଟ୍ ନମ୍ବର-୨୩୩/୩ର ଉପର ମହଲାରେ ରହୁଥିବା ହରୀଶ ଜେନାଙ୍କ ଘରୁ ୫ଶହ ଗ୍ରାମ୍‌ର ସୁନା ଅଳଙ୍କାର ଓ ନଗଦ ୨୮ ହଜାର ଟଙ୍କା ଲୁଟି ନେଇଯାଇଥିବାର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏକ ମକଦ୍ଦମାରୁଜୁକରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ତଦନ୍ତ ଆରମ୍ଭ କରିଛି ।

ସାଇବର୍ ଠକଙ୍କ ହାବୁଡରେ ପଡିଲେ ଦୁଇଯୁବକ

ଚନ୍ଦ୍ରଶେଖରପୁର, ୧୮/୧୦(ଏସଏସନିୟୁଜ) ଶସ୍ତାରେ ପୁରୁଣା ଗୃହ ଉପକରଣ ବିକ୍ରି ଲୋଭରେ ଠକାମିରେ ପଡିଲେ ଦୁଇଯୁବକ ।ଲୋଭ ଯୋଗୁ ୭୦ହଜାରେଟଙ୍କା ହରାଇବାକୁ ପଡିଥିଲା ।ଏହିଭଳିଘଟଣାଚନ୍ଦ୍ରଶେଖରପୁରଥାନା ଅଧିନସ୍ଥ ଶୈଳଶ୍ରୀବିହାରରରେ ଘଟିଛି । ଶୈଳଶ୍ରୀବିହାରର ରାମଚନ୍ଦ୍ର ପତି ଓ ବିଡିଏ କଲୋନିର ଅରୁଣ ମହାପାତ୍ର ନାମକ ବ୍ୟକ୍ତି ସୋସିଆଲ ମିଡିଆରେ ଘୁରିବୁଲୁଥିବା ବିଜ୍ଞାପନକୁ ଆଧାରକରି ବଦଳି ହୋଇଯାଇଥିବା ଜଣେ ଯବନାଙ୍କ ଆସବାସପତ୍ର କିଣିବାପାଇଁ ଯୋଗାଯୋଗ କରିଥିଲେ ।ବିଜ୍ଞାପନରେ ପ୍ରଦତ ମୋବାଇଲ ନମ୍ବରରେ ଯୋଗାଯୋଗକରି ପୃଥକପୃଥକଭାବେ ରାମଚନ୍ଦ୍ର ଓ ଅରୁଣ ଫ୍ରିଜ୍‌, ଖଟ, […]

ମିଳିଲା ଭାସମାନ ପଥର

ପୁରୀ,୧୮/୧୦(ଏସଏସନିୟୁଜ)ମହୋଦଧିରୁ ମିଳିଲା ଭାସମାନ ପଥର ଖଣ୍ଡ।ଏହିଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଚାଲିଛି ।ଲୋକମାନେ ଏହାକୁ ସେତୁବନ୍ଧ ଶିଳା କହୁଥିବାବେଳେ କେହି କେହି ଭିନ୍ନ ମତ ପୋଷଣ କରିଛନ୍ତି ।ତେବେ ସନ୍ତୋଷ କୁମାର ଜାଲି ନାମକ ଜଣେ ବ୍ୟକ୍ତି ମୂର୍ତ୍ତି ବିସର୍ଜନ ପାଇଁ ସମୁଦ୍ରକୁ ଯାଇଥିବା ବେୁଳେ ଭାସମାନପଥରଟିକୁ ଆଣି ଜଣେ ସେବାୟତଙ୍କୁ ଦେଇଥିଲେ । ମାର୍କଣ୍ଡେୟ ପୁଷ୍କରିଣୀରେ ବିଶେଷତ୍ବକୁ ପରଖିବା ପାଇଁ ପଥରଟିକୁ ଭସାଇବାରୁ ପଥରଟି ଭାସିଥିଲା।ଯାହାକୁ ନେଇ ଏବର ଚର୍ଚ୍ଚ ଯୋର ଧରିଛି ।

ଧୂପକାଠି କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ

କଟକ,୧୮/୧୦୯ଏସଏସନିୟୁଜ)ରବିବାର ସନ୍ଧ୍ୟାରେ ଜଗତପୁର ଶିଳ୍ପାଞ୍ଚଳରେ ନିକଟରେ ଥିବା ଧୂପକାଠି କମ୍ପାନି ‘ ଏସ୍ ଏସ୍ ଏଣ୍ଟପ୍ରାଇଜର୍ସ’ରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି ।ରବିବାରଥିବାରୁ କର୍ମଚାରୀମାନେ ଶିଘ୍ରକାମସାରି ଅପରାହ୍ନରେ ଫେରିଯାଇଯାଇଥିବାବେଳେ ସନ୍ଧ୍ୟା୬ଟାସୁଦ୍ଧା ଅଚାନକ ଧୂପକାଠି ପ୍ରସ୍ତୁତ ହେଉଥିବା ପ୍ରକୋଷ୍ଠରେ ନିଆଁ ଲାଗି ସମଗ୍ର କାରଖାନାକୁ ବ୍ୟାପି ଯାଇଥିଲା। କମ୍ପାନୀରେ ମହଜୁଦ ଥିବା କଞ୍ଚାମାଲ, ବ୍ୟବହାର ହେଉଥିବା କେମିକାଲ, ଯନ୍ତ୍ରାଂଶ ସହିତ କାର୍ଯ୍ୟାଳୟର ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବାର ଜଣାଯାଇଛି। ନିଆଁର […]

ହଟହଟା ହେଲେ ଯୁବରାଜ

୧. ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭାଇରାଲ୍ ପୋଷ୍ଟରକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ୨. ଜାମ୍ମୁ-କାଶ୍ମୀର: ୭୬ ଦିନ ପରେ ମିଳିଲା ଦ୍ଵିତୀୟ ପାଇଲଟ୍‌ଙ୍କ ମୃତଦେହ, ଅଗଷ୍ଟରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା ।୩. ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ । ୪. ଅଣ କାଶ୍ମୀରିଙ୍କ ପାଇଁ ଜାରି ହେଲା ଗାଇଡଲାଇନ । ୫. ଉତ୍ତରାଖଣ୍ଡରେ […]