ବନ୍ଧାହେଲେ ୮, ଜବତହେଲା ୮ଲକ୍ଷ ୬୩ହଜାରଟଙ୍କା
ବ୍ରହ୍ମପୁର,୧୧/୧୦(ଏସଏସନିୟୁଜ)ବ୍ରହ୍ମପୁରରେ ଚାଲିଥିବା ବଡ଼ଧରଣର ଅନ୍ଲାଇନ୍ ବେଟିଂ ରାକେଟ୍ କୁ ଠାବ କରିବା ସହ ରାକେଟ୍ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ତଥା ଷ୍ଟକିଷ୍ଟ୍ ସମେତ ୮ଜଣଙ୍କୁ କାବୁ କରିଛି ପୁଲିସ। ଏମାନଙ୍କ ନିକଟରୁ ମୋଟ ୮ଲକ୍ଷ ୬୩ହଜାର ୨ଶହ ଟଙ୍କା , ୧୧ଟି ମୋବାଇଲ ଜବତ କରିଛି ପୋଲିସ । ବୈଦ୍ୟନାଥପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ଦେଇଥିବା ସୁଚନାମୁତାବକ ଦୁଇଟି ୱେବ୍ସାଇଟ୍ ଜରିଆରେ ଅନ୍ଲାଇନ୍ରେ ଏହି କାରବାର ଚାଲୁଥିଲା । ଜଗନ୍ନାଥ […]