Browsing author

SATYA SANDHANA DESK

ମହାନଦୀରେ ଫ୍ଲୋଟି˚ ରେଷ୍ଟୁରାଣ୍ଟ୍‌

କଟକ,୧୨/୧୦(ଏସଏସନିୟୁଜ) ମହାନଦୀରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଫ୍ଲୋଟି˚ ରେଷ୍ଟୁରାଣ୍ଟ୍ । ମହାନଦୀ କୂଳରେ ଗଢି ଉଠିଥିବା ସିଲଭର୍ ସିଟି ବୋଟ୍ କ୍ଲବ୍‌ରେ ଓଟିଡିସି ପକ୍ଷରୁ ଏହି ଏକ ନୂଆ ଧରଣର ରେଷ୍ଟରାଣ୍ଟ୍ ଖୋଲାଯାଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଫ୍ଲୋଟି˚ ରେଷ୍ଟୁରାଣ୍ଟରେ ଏକ ସମୟରେ ୮ ଜଣ ବସିବାର ବ୍ୟବସ୍ଥା ହୋଇଛି । ସନ୍ଧ୍ୟା ସମୟରେ ପର‌୍ୟ୍ୟଟକମାନଙ୍କୁ ଆକର୍ଷଣ କରିବାପାଇଁ ରେଷ୍ଟୁରାଣ୍ଟ ଉପରେ ସୋଲାର ପ୍ୟାନେଲ୍ ଲାଗିବା ସହ […]

ଟଳିପଡିଲେ ୩ ମାଓବାଦୀ

ମାଲକାନଗିରି,୧୧/୧୦(ଏସ ଏସ ନିଇଜ) ମାଥିଲି ଥାନା ତୁଳସୀ ଫରେଷ୍ଟ ରେଞ୍ଜରେ ଗୁଳି ବିନିମୟ ରେ ୩ ମାଓବାଦୀ ନିହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବାର ଜଣାପଡିଛି ।ଏହାସହ ଘଟଣାସ୍ଥାଳରୁ ୨ଟି ବନ୍ଧୁକ ଜବତ କରାଯାଇଛି ।ଏନେଇ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ ସୂଚନା ଦେଇଛନ୍ତି ।

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ) ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଶ୍ରୀକାନ୍ତ ହେତା ଭିଜିଜାଲ ହାତରେ ଧରପଡିଛନ୍ତି।ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ କାର୍ଯ୍ୟାଳୟ ରେ ମୃତ ଧରୋ ବାର୍ଲାଙ୍କପୁଅ ପାତ୍ରାସ ବାର୍ଲାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡି ଗିରଫ ହୋଇଛନ୍ତି ଶ୍ରୀକାନ୍ତ ହେତା ।୨୦୧୯ରେ ବାଲିଶଙ୍କରା ବ୍ଲକ ଦେଓଭୁବନପୁରର ଧରୋ ବାର୍ଲାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା […]

ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ

ଗଞ୍ଜାମ,୧୨/୧୦(ଏସ ଏସ ନିୟୁଜ)ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିର ପରିସରରେ ଥିବା ତିନୋଟି ଦୀପଦାନ ଗୃହରେ ନିଆଁ ଲାଗି ଯାଇଛି । ଫଳରେ ଦୁଇଟି ଦୀପଦାନ ଗୃହ ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି ଶ୍ରଦ୍ଧାଳୁ ମାନେ ନବରାତ୍ର ପୂଜା ଲାଗି ମହାଦୀପ ଜାଳି ଥିବାବେଳେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଭକ୍ତଙ୍କ କ୍ଷୟକ୍ଷତି ହୋଇ ନଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ […]

ପିଲାଙ୍କୁ ମିଳିବ କରୋନା ଟିକା

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ) ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ କରୋନା ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି । ପିଲାମାନେ କୋଭାକ୍ସିନ ଟିକାର ୨ଟି ଯାକ ଡୋଜ୍ ପାଇବେ।ତେବେ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହେବ ବୋଲି ଜଣାପଡିଛି। ଟ୍ରାଏଲରେ ପିଲାଙ୍କର କୌଣସି କ୍ଷତି ହୋଇନଥିବା ପ୍ରମାଣିତ ହୋଇସରିବା ପରେ ପିଲାଙ୍କୁ ଟିକା ଲଗାଯିବାନେଇ ନିଷ୍ପତି ହୋଇଥିବାର ଜଣାପଡିଛି ।

ୟୁଟର୍ଣ୍ଣ ମାରିଲେ ନେତା

୧-ରାଜ୍ୟ କ୍ୟାବିନେଟ୍‍ ବୈଠକ ; ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା ।ଚିକିତ୍ସା ସୁବିଧା ବି ମିଳିବ । ୨-ଆରସିବି ବିରୋଧରେ କେକେଆର ବିଜୟୀ । ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଟିକେଟ୍ ପକ୍କା । ବୁଧବାର ଦିଲ୍ଲୀ ସହ ହେବ ମୁକାବିଲା । ୩-ପିଲାଏ ପଢ଼ୁଛନ୍ତି ଅନ୍ଧବିଶ୍ୱାସର ପାଠ, ୪ର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭ୍ରମାତ୍ମକ ତଥ୍ୟ । ୪-ମନୀଷ ହତ୍ୟା ଘଟଣାର ଶୀଘ୍ର ରହସ୍ୟ ଉନ୍ମୋଚନ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଯାହାର ଅଳ୍ପଅଛି ସେ ଦରିଦ୍ର ନୁହେଁ,ଯେ ବେଶି ଆଶା କରେ ସେ ହିଁ ପ୍ରକୃତ ଗରିବ ଓ ଦରିଦ୍ର !! ➡️”ବଞ୍ଚିବା ପାଇଁ ଯଦି ଚାହୁଁଚ ସବୁବେଳେ ଗୋଟିଏ ଲକ୍ଷ୍ୟ ରଖ,ଯିଏ ତୁମକୁ ଗୁରୁତ୍ୱ ଦେଉନାହିଁ ତାକୁ ଜୀବନରୁ ଦୂରେଇ ଦିଅ.. !! ➡️”ମନରେ ଥିବା କାର୍ଯ୍ୟ କାହା ଆଗରେ ପ୍ରକାଶ କରାଯିବା ଉଚିତ ନୁହେଁ, କିନ୍ତୁ ସେହି କାର୍ଯ୍ୟକୁ ଆପଣଙ୍କ ମନରେ ରଖି ସମ୍ପୂର୍ଣ୍ଣ କରିବା ଉଚିତ୍ !! ➡️”କୁହାଯାଏ ପ୍ରେମ ଆଉ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ଅକ୍ଟୋବର ମାସ ୧୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ତିଥି- ସପ୍ତମୀ,ନକ୍ଷତ୍ର- ମୂଳା, ପିଠେ ମହାଷ୍ଟମୀ ଓ ମୃଣ୍ମୟୀ ଦେବୀଙ୍କ ତ୍ରିଦିନାତ୍ମକ ସପ୍ତମୀ ପୂଜା,ମକର ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ,ତାଳ,ନଡ଼ିଆ ଭକ୍ଷଣ ନିଷେଧ । ମେଷ :-ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ […]

ଟାୟାର ଜାଳି ରାସ୍ତାରୋକ କଲେ ବିଜେପି କର୍ମୀ

କେନ୍ଦୁଝର,୧୧/୧୦(ଏସଏସନିୟୁଜ) କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ । ୪୯ ନମ୍ବର ଜାତୀୟ ରାଜପଥର ଗାନ୍ଧୀଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।ଯାହାଫଳରେ ଯାତାୟତରେ ବାଧକ ସୃଷ୍ଟିହୋଇଥିଲ।। ଶହଶହ ଗାଡ଼ି ରାଜପଥର ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ଅପରାହ୍‌ଣରେ ଏସ୍‌ପି ମିତ୍ରଭାନୁ ମହାପାତ୍ର ପହଞ୍ଚି ଉତ୍ତ୍ୟକ୍ତ କର୍ମୀମାନଙ୍କୁ ବୁଝାସୁଝା କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି […]

ଧରାପଡିଲେ ଲୁଟେରା,ଜବତହେଲା ୧ କୋଟିରୁ ଅଧିକ ଟଙ୍କା

ଆଠଗଡ,୧୧/୧୦(ଏସଏସନିୟୁଜ) ଏଟିଏମ୍ ଗାଡିରୁ ଟଙ୍କା ଲୁଟ୍ ଘଟଣାରେ ଆଠଗଡଥାନାପୋଲିସ ୩ ଲୁଟେରାଙ୍କୁ ଗିରଫ କରିବା ସହ ୧ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଆଠଗଡଥାନା ଅନ୍ତର୍ଗତ ଆଙ୍କୁଲା ଛକ ପଟାସ ବଣୀ ନିକଟରେ ମୁଖା ପିନ୍ଧି କିଛି ଦୁର୍ବୃତ୍ତ ଏକ ଗାଡିରେ ଆସି ଟଙ୍କା ଭର୍ତ୍ତି ଏଟିଏମ୍ ଗାଡିକୁ ରୋକିବାସହ ଭୁଜାଲି ଓ ବନ୍ଧୁକ ଦେଖାଇ ଭୟଭିତକରି ଗାଡିକୁ ଲୁଟକରିନେଇ ପରେ ଗାଡିକୁ ଛାଡି ଟଙ୍କାନେଇ ଚମ୍ପଟ ମାରିଥିଲେ। ଶଙ୍କରପୁର ଢେଙ୍କାନାଳ ରାସ୍ତାରେ ଗାଡିଟିକୁ ଛାଡି […]