Browsing author

SATYA SANDHANA DESK

ଶନିବାର ସନ୍ଧ୍ୟାରେ ମହାନଦୀରେ ବନ୍ୟା !

୧. କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ସମ୍ପନ୍ନ, ମାଁ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗିଲା । ୨. ୧୩ ଘଣ୍ଟା ସତର୍କ ସଙ୍କେତ ଉପରେ ରହିବାପରେ କମୁଛି ବ୍ରାହ୍ମଣୀର ଜଳସ୍ତର । ୩. ଡକ୍ଟର ଉର୍ମିଳା ମିଶ୍ର ହେଲେ ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶିକା । ୪. ଟାଫେ ପକ୍ଷରୁ ଓଡିଶାରେ ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକ -୪ଡବ୍ଲୁ ଟ୍ରାକ୍ଟରର ବଜାର ପ୍ରବେଶ । ୫. Heavy Rain Alert: ବଙ୍ଗୋପ ସାଗରରେ ସାଗରରେ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୭ ତାରିଖ ୨୦୨୧ ମସିହା(ଶୁକ୍ରବାର)ଭାଦ୍ରମାସ-ଶୁକ୍ଳପକ୍ଷ,,ତିଥି- ଏକାଦଶୀ, ବିଶ୍ଵକର୍ମା ପୂଜା,ସିଂହ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତ ବାର,ଦ୍ଵାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ,ପୋଇ ଭକ୍ଷଣ ନିଷେଧ । ମେଷ :-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ […]

ଆଜିର ଅନୁଚିନ୍ତା

ଆଜିର ସାଧୁବାଣୀ-ଶୋଇବା ଖଟ ବା ପଲଙ୍କ ପାଖରେ ଜୋତା କିମ୍ବା ତେଲ ପାତ୍ର ରଖନ୍ତୁ ନାହିଁ | ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଜୋତା-ଚପଲ ରଖନ୍ତୁ ନାହିଁ । 🔔ଶୋରିସ ତେଲ ରେ ସିନ୍ଦୁର ମିଶାଇ ଘର ର ମୁଖ୍ୟ ଦ୍ୱାରରେ ଟୋପାଟିଏ ଲାଗାଇଲେ ଶୁଭ ଫଳ ମିଳିଥାଏ । 🔔ଧାରୁଆ କିମ୍ବା ମୂନିଆ ଜିନିଷ କାହାକୁ ଉପହାର ଦିଅନ୍ତୁ ନାହିଁ । 🔔ତ୍ରୟୋଦଶୀ ତିଥିରେ ପିତା,ମାତା ମାନେ ବାଇଗଣ ଖାଆନ୍ତୁ ନାହିଁ। ସନ୍ତାନ ମାନଙ୍କର ଅମଙ୍ଗଳ […]

ନନ୍ଦନକାନନରେ ଗୟଳ ଶାବକ ସଂଖ୍ୟା ୬ କୁ ବୃଦ୍ଧି

ବାରଙ୍ଗ,୧୬/୯(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୪୨ନଂଖୁଆଡ଼ରେ ରହୁଥିବା ଏକ ମାଇ ଗୟଳ ଆଜି ଏକ ଶାବକ ଜନ୍ମ ଦେଇଛି।ଜନ୍ମ ଦେବାପରେ ଉଭୟ ମା ଓ ଶାବକ ସୁସ୍ଥ ଅଛନ୍ତି।ଶାବକ ଟିର ଲିଙ୍ଗ ଲିଙ୍ଗ ନିରୂପଣ ହୋଇପାରିନାହିଁ।ଉଭୟ ମା ଓ ଶାବକ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ରହିଛନ୍ତି।ପୂର୍ବରୁ ପ୍ରାଣୀ ଉଦ୍ୟାନରେ ୩ ଟି ଅଣ୍ଡିରା ୨ ଟି ମାଇ ଗୟଳ ଥିଲେ।ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୬ କୁ ବୃଦ୍ଧି ପାଇଛି।

ବାହାର ରାଜ୍ୟରୁ କାମ କରିବାକୁ ଆସି ଯୁବକ ନିଖୋଜ

ବାରଙ୍ଗ,୧୬/୯(ଏସ ଏସ ନିୟୁଜ)ରଘୁନାଥପୁର ଅଞ୍ଚଳର ଏକ ଘୋରୋଇ ଲଣ୍ଡ୍ରୀ ଦୋକାନ ରେ କାର୍ଯ୍ୟ କରୁଥିବା ବିହାର ରାଜ୍ୟର ଜଣେ ଯୁବକ ନିଖୋଜ ଥିବା ପରିବାର ପକ୍ଷରୁ ଗୁରୁବାର ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ବିହାର ରାଜ୍ୟ ମୁଜାଫରପୁର ଜିଲ୍ଲା କରଜା ଥାନା ଅଧୀନସ୍ଥ ପକଡି ପକୋହି ଗ୍ରାମର ମୁକେଶ ରଜକ୍ (୩୮) ଦୀର୍ଘ ପାଞ୍ଚ ବର୍ଷ ଧରି ରଘୁନାଥପୁର ଅଞ୍ଚଳରେ ବିଚିତ୍ର ସେଠୀଙ୍କ ଲଣ୍ଡ୍ରୀ ଦୋକାନରେ କାର୍ଯ୍ୟ କରୁଥିଲେ।କରୋନା ମହାମାରୀ ଯୋଗୁଁ ଦୋକାନ ବନ୍ଦ […]

ଉଦ୍ଧାର ହେଲେ ଶିଶୁ ଶ୍ରମିକ

ଚୌଦ୍ୱାର,୧୬/୯(ଏସ ଏସ ନିଉଜ)ଟାଙ୍ଗୀ ଥାନା ମଙ୍ଗୁଳି ଛକ ଅଂଚଳରୁ ଶିଶୁ ଶ୍ରମିକ ଉଦ୍ଧାର କରିଛି ଟାଙ୍ଗୀ ଥାନା ପୋଲିସ ।ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ପୋଲିସ ଆଜି ଟାଙ୍ଗୀ ଥାନା ଅଞ୍ଚଳରେ ପୋଲିସ ବିଭିର୍ଣ ସ୍ଥାନରେ ଚଢାଉ କରିଥିଲେ। ଟାଙ୍ଗୀଥାନା ଅଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ ଙ୍କ ନିର୍ଦେଶରେ ମଙ୍ଗୁଳିଛକର ବିଭିନ୍ନ ବଜାରରେ ଥିବା ଗ୍ୟାରେଜ, ସର୍ଭିସ ସେଣ୍ଟର, ଜଳଖିଆ ଦୋକାନ ଓ ହୋଟେଲ ରୁ ୬ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିଲା।ପରେ […]

ମାଡି ବସିଲେ ତଟରକ୍ଷୀ ବାହିନୀ

ସେପ୍ଟେମ୍ବର ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ:– ୧. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ୨. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୩. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ୪. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୫. ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ୨. ଅଟୋ, ଡ୍ରୋନ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ସରକାରଙ୍କ ମଞ୍ଜୁରି:ନୂଆଦିଲ୍ଲୀ । ୩. ଦୂରସଞ୍ଚାରର ବୃହତ ସଂସ୍କାର: ନିଯୁକ୍ତି, ବିକାଶ, ସୁସ୍ଥ ପ୍ରତିଯୋଗିତା ସହ ଉପଭୋକ୍ତାଙ୍କ ହିତକୁ କରିବ ପ୍ରୋତ୍ସାହିତ […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା ➡️”ଯେତେବେଳେ ମଣିଷ ଅନ୍ୟ କାହାକୁ ଅସମ୍ମାନ ବା ଅପମାନ କରୁଥାଏ , ସେତେବେଳେ ସେ ଗୋଟିଏ ଜିନିଷ ଭୁଲିଯାଏ ଯେ ସେତେବେଳେ ସେ ଅନ୍ୟ କାହାର ନୁହେଁ ବରଂ ନିଜର ସମ୍ମାନ ହରାଉଥାଏ !! ➡️”ନିଜର ଆତ୍ମବିଶ୍ଵାସ କୁ ସବୁବେଳେ ସୁଦୃଢ କରନ୍ତୁ କାହିଁକିନା ଆତ୍ମବିଶ୍ବାସ ସୁଦୃଢ ଥିଲେ ଉଚ୍ଚପଦସ୍ଥ ଲୋକମାନେ ମଧ୍ୟ ଆପଣଙ୍କ ଆଗରେ ହାର୍ ମାନିବାକୁ ବାଧ୍ୟ ହେବେ !! ➡️”ସମୟ ଏଠି ପ୍ରତିମୁହୂର୍ତ୍ତରେ ଆମ ମାନଙ୍କ ସହ ଲୁଚକାଳି ଖେଳୁଛି […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୬ ତାରିଖ ୨୦୨୧ ମସିହା(ଗୁରୁବାର)ଭାଦ୍ରମାସ-ଶୁକ୍ଳପକ୍ଷ,ତିଥି-ଦଶମୀ ,ନକ୍ଷତ୍ର- ଉତ୍ତରାଷାଢ଼,ସୁଦଶା ବ୍ରତ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ଓ ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମଶାଗ ଶିମ୍ବ ଭକ୍ଷଣ ନିଷେଧ । ମେଷ:-ଆଶା ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। […]

ଭାଙ୍ଗିଲାବନ୍ଧ, ଜଳମଗ୍ନ ହେଲା ଛଅଟି ଗାଁ

କଣାସ, ୧୪/୯(ଏସଏସନିୟୁଜ) ମଲାଗୁଣି ନଦୀର ପ୍ରାୟ ୩୦ ଫୁଟ ର ବନ୍ଧ ଭାଙ୍ଗିଯିବାଫଳରେ କଣାସ ବ୍ଲକ ଅର୍ନ୍ତଗତ ଦିବ୍ୟସିଂହ ପୁର ଗ୍ରାମ ପଞ୍ଚାୟତର ୬ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ହଳଦୀ ପଦର ,ତୈଲା,ଭଗବତୀପଡା,ଦିବ୍ୟସିଂହ ପୁର, ବାରମାଣ ,ଅଵ୍ୟପୁରୁ,ବରାଗଡ଼ ଆଦି ଗ୍ରାମ ଗୁଡିକରେ ଅନେକ ପରିବାର ପାଣି ଘେରରେ ରହିଛନ୍ତି ।ଯାହାଫଳରେ ଲୋକମାନେ ନାହିଁନଥିବା ଦୁର୍ଦଶା ଭୋଗକରୁଛନ୍ତି ।