ଆମ୍ବ ଗଛରେ ଚାଷୀ
ନୟାଗଡ଼,୧୪/୯(ଏସଏସନିୟୁଜ) ଆମ୍ବ ଗଛରେ ବସିଛନ୍ତି ଚାଷୀ ।ବିଲକୁ ଯାଇଥିଲେ । ହଠାତ ଅଧରକ ବନ୍ୟାଜଳ ପଶିଆସିବାରୁ ନିଜକୁ ରକ୍ଷା କରିବାକୁ ଯାଇ ଏକଆମ୍ବଗଛରେ ଚଢିଯାଇଥିଲେ ।ଏହିଦୃଶ୍ୟ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୁଞ୍ଜ ବିହାରୀପୁରରେ ଦେଖିବାକୁ ମିଳିଛି । ନୂଆସାହାସ ପୁର ଗାଁର ଚାରି ଜଣଚାଷୀ ବିଲ ଦେଖୀ ବାକୁ ଯାଇଥିଲେ।ହଠାତ ବନ୍ୟାଜଳ ପଶିଆସିଥିଲା ।ସୈାଭାଗ୍ୟବଶତ ୩ଜଣ ଚାଷୀ ପଳାଇଆସିଥିବାବେଳେ କିଶୋର ଚନ୍ଦ୍ର ପ୍ରଧାନ ନାମକ ଚାଷୀ ଘରକୁ ଫେରିପାରିନଥିଲେ ।ବାଧ୍ୟ ହୋଇ ନିଜ ଜୀବନକୁ […]