ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ,୧୨ ଟ୍ରେନ୍ ବାତିଲ
ଭୁବନେଶ୍ବର,୧୪/୯(ଏସଏସନିୟୁଜ) ଅନୁଗୁଳ- ତାଳଚେର ରୋଡ୍ ରୁଟ୍ରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ଟ୍ରେନ ସେବା ପ୍ରଭାବିତ ହୋଇଛି। ଏହାସହ ୧୨ଟି ଟ୍ରେନ ବାତିଲ ଓ ୮ଟି ଟ୍ରେନର ଗତିପଥ ବଦଳିବା ନେଇ ପୂର୍ବତଟ ରେଲଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲାରୁ ୦୮୧୦୫ ରାଉରକେଲା- ପୁରୀ ସ୍ପେଶାଲ୍ ଟ୍ରେନ୍, ପୁରୀରୁ ୦୮୧୦୬ ପୁରୀ-ରାଉରକେଲା ସ୍ପେଶାଲ୍ , ଭୁବନେଶ୍ୱରରୁ ୦୨୮୬୨ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ.,୦୮୪୯୪ ନମ୍ବର ବଲାଙ୍ଗୀରରୁ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୫୧ ନମ୍ବର ହାଟିଆରୁ […]