ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର,୪/୯(ଏସ ଏସ ନିଉଜ)ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ହୀରାକୁଦର ୨ଟି ଗେଟ୍ ଖୋଲିଛି । ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି ।
ପର୍ଯ୍ୟାୟ କ୍ରମେ ଆଜି ହୀରାକୁଦର ମୋଟ ୬ଟି ଗେଟ୍ ଖୋଲିବ ବୋଲି ଜଣାପଡିଛି ।

Comments (0)
Add Comment