Browsing author

SATYA SANDHANA DESK

ଜେଲ୍ ପାଚେରୀ ଡେଇଁ ଆସାମୀ ଫେରାର୍

ଢେଙ୍କାନାଳ, ୨/୭(ଏସ ଏସ ନିୟୁଜ) ହିନ୍ଦୋଳ ଜେଲ୍ରେ ଥିବା ଜଣେ ବିଚାରାଧୀନ ଆସାମୀ ଆଜି ସକାଳୁ ପାଚେରୀ ଡେଇଁ ଫେରାର୍ ହୋଇଯାଇଛି । ପରିସରରେ ଥିବା ଏକ ବାଉଁଶ ଦ୍ୱାରା ଜେଲ୍ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବାର କୁହାଯାଉଛି । ଫେରାର ଆସାଢ଼ି ହେଉଛନ୍ତି ହିନ୍ଦୋଳ ବ୍ଳକ ରାସୋଳ ଥାନା ଦଣ୍ଡିରୀ ଗ୍ରାମର ବିରଞ୍ଚି ବେହେରା । ଗତ ୨୫ ତାରିଖରେ ଜନ୍ତୁ ମାଂସ ଭାଗବଣ୍ଟା କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା । […]

ଆରମ୍ଭ ହେଲା ମୁକ୍ତା’ ଯୋଜନା

➡️୧-ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗର ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ ପାଇଁ ହେଲା ‘ମୁକ୍ତା’ ଯୋଜନା । ➡️୨-ଆସନ୍ତା ସପ୍ତାହରେ ହୋଇପାରେ ମୋଦୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ,ଏଥିପାଇଁ ଗତ କିଛି ଦିନ ହେଲା ଚାଲିଛି ଜୋରଦାର ପ୍ରସ୍ତୁତି । ➡️୩-ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ➡️୪-ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା । ➡️୫-ଏଣିକି […]

ଆଜିର ଅନୁଚିନ୍ତା

?ନିଜ ଜୀବନର ସଂଘର୍ଷ ନିଜେ ହିଁ ଲଢିବେ, ଜ୍ଞାନ ଅନେକ ଦେବେ କିନ୍ତୁ ସଙ୍ଗ କେହି ଦେବେ ନାହିଁ । ?ଜୀବନର ଅର୍ଥ କେବଳ ଖୁସିରେ ରହିବା ନୁହେଁ, ନିଜ ଅନୁଭବ ଜରିଆରେ କିଛି ଶିଖିବା । ?ଜୀବନ ହେଉ ବା ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି ସମୟ ସ୍ରୋତରେ ସମସ୍ତେ ଦିନେ ହଜିଯାଆନ୍ତି । ?ଅନ୍ୟର ଭୁଲ୍ ଠିକ୍ ର ହିସାବ ରଖିବା ଅପେକ୍ଷା ପ୍ରଥମେ ନିଜ ଭୁଲ୍ ଠିକ୍ ର ହିସାବ ରଖିବା […]

ଆଜିର ରାଶିଫଳ

ଜୁଲାଇ ମାସ ୦୩ ତାରିଖ ୨୦୨୧ ମସିହା(ଶନିବାର),ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ନବମୀ,ଧନୁ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର, ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କଳମଶାଗ ଭକ୍ଷଣ ନିଷେଧ। ମେଷ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ବୃଷ: ଏକ ତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। କୌଣସି କାମରେ ବ୍ୟସ୍ତ ରହିବେ। ବ୍ୟବସାୟୀଙ୍କୁ ଉନ୍ନତିର ସୁଯୋଗ ମିଳିବ। ବିବାହିତଙ୍କୁ ସନ୍ତାନ ସୁଖ ପ୍ରାପ୍ତି […]

ବାହାହେଲେ ବିଜେଡି ବିଧାୟକ

ଭୁବନେଶ୍ୱର,୨/୭(ଏସ ଏସ ନିୟୁଜ) ବିବାହ ବନ୍ଧନରେ ଆବଦ୍ଧ ହେଲେ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ । ବିଧାୟକ ରାୟ ଆଜି ନିଜ ଜନ୍ମଦିନରେ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଚିଲିକାର ଏକ ରିସୋର୍ଟରେ କୋଭିଡ କଟକଣାଭିତରେ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ।ବିଧାୟକ ଶ୍ରୀ ରାୟଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ତାରିଖରେ ମୃତ୍ୟୁ ଘଟିଥିଲା। ନିଜର ଦୀର୍ଘଦିନର ବାନ୍ଧବୀ ନିଳିମା ପ୍ରଧାନଙ୍କୁ ୨୦୧୪ ମସିହାରେ ଶ୍ରୀ […]

ମୃତ ବାଘରହେଲା ଦାହ-ସତ୍କାର

ଦଶପଲ୍ଲା, ୨/୭(ଏସଏସନିୟୁଜ) ଶାଳଭଙ୍ଗା ଜଙ୍ଗଲରେ ଦୁର୍ଘଟଣାରେ ମୃତବରଣ କରିଥିବା ବାଘର ଦାହ-ସତ୍କାର କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରେ ଏକ ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘଟିର ମୃତ୍ୟୁ ହୋଇଥିଲା । ଗୁରୁବାର ଦିନ ମୃତଦେହ ବ୍ୟବଚ୍ଛେଦ ପରେ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବାଘଟିର ଦାହ-ସତ୍କାର କରାଯାଇଥିଲା ।ମୃତ ବାଘଟିର ବୟସ ୧ବର୍ଷ ହେବାବେଳେ ଓଜନ୬୦ରୁ୭୦କିଲୋ ହେବ ବୋଲି ଜଣାପଡିଛି ।

ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି , ୨/୭(ଏସଏସନିୟୁଜ) ଗାଁପାଖ ଜଙ୍ଗଲରେ ୨୫ବର୍ଷବୟସ୍କା ସାବିତ୍ରୀ ଖିଲନାମକ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ପରିବାରଲୋକ ଏହାକୁ ଆମ୍‌ହତ୍ୟା ବୋଲି କହୁଥିବାବେଳେ ଝିଅକୁ ମାରିଦିଆଯାଇଛି ବୋଲି ମୃତକଙ୍କ ବାପା ଚିତ୍ରକୋଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।ଦିଶାରୀଗୁଡ଼ା ଗ୍ରାମର ସୁବାଷ ଖିଲଙ୍କ ୨୮ବର୍ଷିୟ ପୁଅ ରାଜୁ ଖିଲଙ୍କ ସହ ଚାରି ବର୍ଷ ତଳେ ମାଥିଲି ବ୍ଲକ ଅନ୍ତର୍ଭୁକ୍ତ ବାରିଆବାଲ ଗ୍ରାମର ରାମ ଚନ୍ଦ୍ର ବିଶୋଇ ଙ୍କ ୨୫ ବର୍ଷିୟା […]

ସ୍ତ୍ରୀର ଶବ ବୋହିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ କର୍ତୁପକ୍ଷ

ଭୁବନେଶ୍ୱର,୨/୭(ଏସଏସନିୟୁଜ) କନ୍ଧମାଳ ଫିରିଙ୍ଗିଆ ବ୍ଳକ୍ ମତିଙ୍ଗିଆ ଗାଁର ଋତୁମତି କଅଁରଙ୍କର ରକ୍ତହୀନତା ସହ କିଡନୀ ରୋଗଥିବାରୁ ଚିକିତ୍ସା ପାଇଁ ଗତ ୨୯ ତାରିଖରେ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତି କରାଯାଇଥିଲା । ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତଦେହକୁ ହସପିଟାଲରୁ ମହାପ୍ରୟାଣ ଗାଡ଼ି ପାଖକୁ ଆଣିବାକୁ କେହି ହେଲେବି ସାହାର୍ଯ୍ୟ କରିନଥିଲେ ।ହସ୍ପିଟାଲର କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ହସ୍ପିଟାଲରେ ଉପସ୍ଥିତ ସାଧାରଣ ଲୋକ ମଧ୍ୟ ସହାୟତାର ହାତ ବଢାଇନଥିଲେ ।ବାଧ୍ୟହୋଇ କାନ୍ଧରେ […]

ଆଜି ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍

ଭୁବନେଶ୍ୱର,୭/୨(ଏସଏସନିୟୁଜ) ଆଜି ଓଡିଶା ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍ । ଅଧିକ ସଂକ୍ରମଣ ମାମଲା ଆସୁଥିବା କେରଳ, ଅରୁଣାଚଳ ପ୍ରଦେଶ,ତ୍ରୀପୁରା, ଓଡିଶା, ଛତିଶଗଡ ଓ ମଣିପୁର ଆଦି ୬ ଟି ରାଜ୍ୟକୁ ଗ୍ରସ୍ଥ କରିବେ । ଅଧିକ ସଂକ୍ରମଣ ଆସିବାର କାରଣ ଓ ଏହାକୁ ନିୟନ୍ତ୍ରଣ କରିବାର ଉପାୟ ଖୋଜିବାକୁ କେନ୍ଦ୍ର ପକ୍ଷରୁ ୬ ଟି ରାଜ୍ୟକୁ ଟିମ୍ ପଠାଯାଇଛି । କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରିବାସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ରିପୋର୍ଟ ଦେବ । […]

୭୦ ପ୍ରତିଶତ ସିଲାବସକୁ ନେଇ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୭/୨(ଏସଏସନିୟୁଜ) ମାଟ୍ରିକ ପରୀକ୍ଷା ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ୭୦ ପ୍ରତିଶତ ସିଲାବସକୁ ନେଇ ପୁଣି ଥରେ ହେବାକୁ ଥିବା ଅଫ୍‌ଲାଇନ୍‌ମାଟ୍ରିକ ପରୀକ୍ଷା ଦିଅନ୍ତୁ । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ପରୀକ୍ଷା ହେବାସହ ଆସନ୍ତା ୫ ତାରିଖରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ  ଫର୍ମ ଫିଲପ୍ ଚାଲିବ। ବୋର୍ଡ ପକ୍ଷରୁ ୧୫ ଦିନ ଭିତରେ ତାଙ୍କର ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ଉଦ୍ୟମ କରାଯିବ । […]