ମୃତ ବାଘରହେଲା ଦାହ-ସତ୍କାର

ଦଶପଲ୍ଲା, ୨/୭(ଏସଏସନିୟୁଜ) ଶାଳଭଙ୍ଗା ଜଙ୍ଗଲରେ ଦୁର୍ଘଟଣାରେ ମୃତବରଣ କରିଥିବା ବାଘର ଦାହ-ସତ୍କାର କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରେ ଏକ ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘଟିର ମୃତ୍ୟୁ ହୋଇଥିଲା । ଗୁରୁବାର ଦିନ ମୃତଦେହ ବ୍ୟବଚ୍ଛେଦ ପରେ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବାଘଟିର ଦାହ-ସତ୍କାର କରାଯାଇଥିଲା ।ମୃତ ବାଘଟିର ବୟସ ୧ବର୍ଷ ହେବାବେଳେ ଓଜନ୬୦ରୁ୭୦କିଲୋ ହେବ ବୋଲି ଜଣାପଡିଛି ।

Comments (0)
Add Comment