Browsing author

SATYA SANDHANA DESK

ଆଜିଠୁ ଆଂଶିକ ଲକ୍‌ଡାଉନ୍‌ର ନୂଆ କଟକଣା ଲାଗୁ

ଭୁବନେଶ୍ୱର, ୧/୭(ଏସଏସନିୟୁଜ) ଆଜିଠୁ ଆଂଶିକ ଲକ୍‌ଡାଉନ୍‌ର ନୂଆ କଟକଣା ଲାଗୁ ହୋଇଛି ।ରାଜ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ କଟକଣା ଅବଧିକୁ ବୃଦ୍ଧି କରାଯାଇଛି । କାଟାଗୋରୀ A ଓ B ରେ ଜିଲ୍ଲାଗୁଡିକୁ ବିଭକ୍ତ କରାଯାଇଛି । କାଟାଗୋରୀ A ରେ ୨୦ଟିଜିଲ୍ଲା ଓ B ରେ ୧୦ଟିଜିଲ୍ଲା ସାମିଲ କରାଯାଇଛି । କାଟାଗୋରୀ A ରେ ଆସୁଥିବା ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର […]

ଅଣ୍ଡାରୁ ଫୁଟିଲେ ଅଜଗର ଛୁଆ

ଖୋର୍ଦ୍ଧା, ୧/୭(ଏସଏସନିୟୁଜ) ଖୋର୍ଦ୍ଧା ଜିଲ୍ଲା ଗଡ଼ନିଆଳ ଗାଁ ନିକଟ ଜଙ୍ଗଲର ଏକ ପଥର କୋରଡରୁ ବନବିଭାଗ ଉଦ୍ଧାର କରିଥିଲା ୩୦ଟି ଅଜଗର ଅଣ୍ଡା । ପଥର କୋରଡ଼ରୁ ସବୁ ଅଣ୍ଡା ଗୁଡିକୁ ବନବିଭାଗ ଆଣି ନିଆଳ ପ୍ରାଥମିକ ସ୍କୁଲରେ ଆଣି ରଖିଥିଲେ ମଧ୍ୟ ଅଣ୍ଡାରେ ପିମ୍ପୁଡି ଲାଗିବାରୁ ଅଣ୍ଡାସବୁକୁ ମିଞ୍ଚିନିପାଟଣା ରେଂଜ୍ କାର‌୍ୟ୍ୟାଳୟରେ କୃତ୍ରିମ ଉପାୟରେ ରଖାଯାଇଥିଲା ।ଏହି ଅଣ୍ଡା ଫୁଟି ଛୁଆ ବାହାରିବା ଆରମ୍ଭ ହୋଇଛି । ମଙ୍ଗଳବାର ୪ଟି ଛୁଆ ଅଣ୍ଡାରୁ ଫୁଟିଥିବା ବେଳେ […]

ବଲିଉଡ଼ର ବରିଷ୍ଠ ଅଭିନେତା ନାସିରୁଦ୍ଦିନ୍ ଶାହା ଅସୁସ୍ଥ

ଭୁବନେଶ୍ୱର,୧/୭(ଏସଏସନିୟୁଜ) ବଲିଉଡର ବରିଷ୍ଠ ଅଭିନେତା ତଥା ତିନି ତିନି ଥର ରାଷ୍ଟ୍ରୀୟ ପୁରସ୍କାର ଜିତି ସାରିଥିବା ୭୦ ବର୍ଷୀୟ ନାସିରୁଦ୍ଦିନ ଶାହା ଅସୁସ୍ଥ ହେବାରୁ ମୁମ୍ବାଇର ମୁମ୍ବାଇ ଖାର ସ୍ଥିତି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ କୌଣସି ରୋଗ ହୋଇନଥିବାବେଳେ ଫୁସ୍‌ଫୁସ୍ ନିମୋନିଆରେ ସଂକ୍ରମିତ ହୋଇ ଥିବାର ତାଙ୍କ ପତ୍ନୀ କହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାର ଜଣାପଡିଛି ।

ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ କରିବ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର,୧/୭(ଏସଏସନିୟୁଜ) ଦେଶରେ ମହାମାରୀ କରୋନାର ପ୍ରଭାବ କମିନଥିବାବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତଭାବେ ବୃଦ୍ଧି କରିବାଫଳରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ଡାଲି ଜାତୀୟ ଦ୍ରବ୍ୟ, ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ।ଏହାର ବିରୋଧରେ ଆସନ୍ତା ୭ ଜୁଲାଇ ବୁଧବାର ଠାରୁ ୧୭ […]

ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା

୧. କୋଭାକ୍ସିନ୍‌ ଚୁକ୍ତି ବାତିଲ କଲା ବ୍ରାଜିଲ୍‌: ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ୍‌ କୌଣସି ଆଡଭାନ୍ସ ପେମେଣ୍ଟ୍‌ ହୋଇନି । ୨. ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା । ୩. ଲୋୟର ସୁକତେଲ ପ୍ରକଳ୍ପ: ଦ୍ୱିତୀୟ ଦିନ ସୁଦ୍ଧା ୧୫୦ ପରିବାର ସ୍ଥାନାନ୍ତର । ୪. କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି । ୫. ରାଉରକେଲାରେ ଭୂତଳ ଜଳସ୍ତର ବୃଦ୍ଧି ଲାଗି ‘ବର୍ଷା ଜଳ […]

ଆଜିର ଅନୁଚିନ୍ତା

?କାହା ମୁହଁରେ ଉଚିତ୍ କଥା କହିଲେ ଆପଣ ଖରାପ କାରଣ ପ୍ରତିବାଦୀମାନେ ସବୁବେଳେ ଅପରାଧୀ ସେ ଘରେ ହେଉ କି ବାହାରେ ?ଝିଅ ମାନଙ୍କର ରୂପ ଆଉ ପୁଅ ମାନଙ୍କର ପକେଟ୍ ଭର୍ତ୍ତି ଟଙ୍କା ନ ଥିଲେ ସମାଜ ତାଙ୍କୁ ଭଲ ନଜରରେ ଦେଖେ ନାହିଁ । ?ଅଲଗା ହେବା ପାଇଁ ତ ବାହାନା ଦରକାର । ସମ୍ପର୍କ ନିଭେଇ ପାରିଲେ ମୃତ୍ୟୁ ବି ଅଲଗା କରି ପାରେନାହିଁ । ?”ପ୍ରେମ” ଆଉ “ବନ୍ଧୁତା” ଏହି ଦୁଇଟି […]

ଆଜିର ରାଶିଫଳ

ଜୁଲାଇ ମାସ ୦୧ ତାରିଖ ୨୦୨୧ ମସିହା(ଗୁରୁବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ, ଧନୁ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଶ୍ରାଦ୍ଧ , ତାଳ ନଡ଼ିଆ ଭକ୍ଷଣ ନିଷେଧ । ମେଷ=ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ବୃଷ=ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସମ୍ଭାବନା ରହିଛି ।ପ୍ରତ୍ୟେକ ପ୍ରତିବନ୍ଧକକୁ […]

କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି […]

ଲାଞ୍ଚ ନେବାବେଳେ ଧରାପଡିଲେ ABEO

କେନ୍ଦୁଝର,୩୦/୬(ଏସଏସନିୟୁଜ) ପାନାସାଦେ ୟୁ.ପି. ସ୍କୁଲର ପ୍ରଧାନଶିକ୍ଷକ ଙ୍କଠାରୁ ୧୦ହଜାରେ ଟଙ୍କା ଲାଂଚ ନେବାବେଳେ ଧରାପଡିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ABEO  ଅଭିମନ୍ୟୁ ସାହୁ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବାଲେଶ୍ୱର ଡିଭିଜନର ଅଧିକାରୀମାନଙ୍କ ହାତରେ ଧରାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ବାସଭବନରେ ଚଢ଼ାଉ କରାଯାଇଥିବାର ଜଣାପଡଛି ।

ଏବେ ୧୦୨ବଦଳରେ ୧୦୮ କଲ କରିବାକୁ ପଡିବ

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ୱୁଲାନ୍ସ ସେବା ପାଇଁ ଏବେ ୧୦୮ ନମ୍ୱରକୁ କଲ କରିବାକୁ ପଡିବ । ଆଗରୁ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କ ପାଇଁ ଉପଲବ୍ଧ ୧୦୨ ଆମ୍ୱୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲକୁ ଯାଉଥିଲେ ।ଏବେ କିନ୍ତୁ ଏଥିରେ ପରିବର୍ତନ ହୋଇଛି । ଏଥର ୧୦୮ ଆମ୍ୱୁଲାନ୍ସରେ ଗର୍ଭବତୀ,ଛୋଟ ଶିଶୁଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ । ଏଥିନିମନ୍ତେ […]