ଅଭିଭାବକ ମହାସଂଘର ୫ ପ୍ରଶ୍ନ
ଭୁବନେଶ୍ୱର,୨୯/୬(ଏସଏସନିୟୁଜ)ମାଟ୍ରିକ ଫଳା ଫଳ ପ୍ରକାଶ ପାଇବା ପରେ ଏଥିରେ ବ୍ୟାପକ ତ୍ରୁଟି ରହିଥିବାର ନଜର ଆସିଛି । ରାଜ୍ୟର ଶହ ଶହ ସ୍କୁଲର ହଜାର ହଜାର ମେଧାବୀ ଛାତ୍ର ଛାତ୍ରୀ ସେମାନଙ୍କର ରେଜଲ୍ଟ ନେଇ ଘୋର ଆପତ୍ତି ଉଠାଇଛନ୍ତି । କିଛି ପିଲା ମଧ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ଓ କିଛି ନେବାପାଇଁ କହୁଥବା ଗଣମାଧ୍ୟମ ରେ ପ୍ରକାଶ ପାଉଛି ।ଅଳ୍ପ କିଛି ସରକାରୀ ସ୍କୁଲକୁ ଛାଡିଦେଲେ ବିଶେଷ କରି ଅଧିକାଂଶ ଘରୋଇ ସ୍କୁଲରେ […]