Browsing author

SATYA SANDHANA DESK

ଏଥର ୫ଦିନ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ

  କଟକ,୧୯।୧୦(ଏସଏସନିଉଜ) ଚୁଡଙ୍ଗଗଡର ପୂର୍ବ ଐତିହ୍ୟ ଓ ପରମ୍ପରାର କଥାକୁ ଲୋକଲୋଚନକୁ ଆଣିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଏଥର ୫ଦିନ ଧରି ଚାଲିବ । ପୁରାତନ ଲୋକକଳା , ପାଇକ ଆଖଡ଼ା ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରୁ ନାମୀଦାମୀ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ରବିବାର ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି।ରବିବାରଦିନ ବାରଙ୍ଗ ମେଡିକାଲ ଛକଠାରେ ଥିବା ଏକ ଘରୋଇ […]

ଉଦଯାପିତ ହେଲା ପୋଲିସ ବୃତ୍ତିଗତ ପ୍ରତିଯୋଗିତା

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ଗତ ତିନିଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରବିବାର ଅପରାହ୍ନରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେଯେ, ଏକ […]

ଓଡ଼ିଶାକୁ ନାହିଁ ବାତ୍ୟାଭୟ:- ପଶୁପାଳକ

ଭୁବନେଶ୍ୱର,୧୯ା୧୦(ଏସଏସନିଉଜ)ଆସନ୍ତାକାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟା୨୧ରେ ଲଘୁଚାପ, ୨୩ରେ ନେବ ଅବପାତର ରୂପନେବ ।ଏହା ବିଶାଖାପାଟଣା ତଳକୁ ଉପକୂଳ ଛୁଇଁପାରେ ।ବାତ୍ୟା ପାଇଁ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି ।୨୪, ୨୫, ୨୬ରେ ପ୍ରବଳ ବର୍ଷା ହୋଇପାରୋଏବେ ସୁଦ୍ଧା ବାତ୍ୟା ସୃଷ୍ଟି ହେବା ଭଳି ଲାଗୁନିା୨୪ ତାରିଖ ବେଳକୁ ସଂପୂର୍ଣ୍ଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଆଜିର ରାଶିଫଳ

ଅକ୍ଟୋବରମାସ ୨୦ତାରିଖ ୨୦୨୫ ମସିହା (ସୋମବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୩/୨୩ ଗତେ ଅମାବାସ୍ୟା,ନକ୍ଷତ୍ର- ହସ୍ତା ରାତ୍ରି ଘ୦୮/୪୨ ଗତେ ଚିତ୍ରା,ସୁର୍ୟୋଦୟ- ପ୍ରାତଃ ଘ୦୫/ ୪୭/୩୨, ସୂର୍ଯ୍ୟାସ୍ତ-ସନ୍ଧ୍ୟା ,ଘ୦୫ /୧୭/୩୫, ଯୋଗିନୀ ପଶ୍ଚିମେ ଦିବା ଘ୦୩/୨୩ ଗତେ ଐଶାନ୍ୟେ,ବୃଷରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ଦୀପାବଳୀ ,ପୟାଶ୍ରାଦ୍ଧ ଓ ଶ୍ୟମାକାଳୀ ପୂଜା,କାଳବେଳା -ଦିବା ଘ୧୨/୫୫ ଗତେ ଘ ୦୨/୨୪ ମଧ୍ୟେ,ବାରବେଳା- ଦିବା ଘ୦୭/୧୩ଗତେ ଘ ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୨ମଧ୍ୟେ ଓ […]

ଆଜିର ରାଶିଫଳ

ଧନ୍ବନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ,୧୯-୧୦- ୨୦୨୫(ରବିବାର)ଅଦ୍ଯ ତୁଳା ଦି୩ନ, କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଦ୧୯।୩୨ ଦିଘ୧।୩୫,ଉତ୍ତରାଫାଃ ଦ୩୧।୨୨ ସଂଘ୬।୧୯,କନ୍ୟା ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)ତୁଳା ଦ୦/୧୦/୫୦ ଇଂଘ୫/୪୬/୧୩ ଗତେ ଉଦୟ।ମେଷ ଦ୦/୧୦/୩୦ ଇଂଘ ୫/୧୭/୧୫ ଗତେ ଅସ୍ତ ।ଯୋଗିନୀ ଦକ୍ଷିଣେ । ଦିବା ଘ୧।୩୫ ଗତେ ପଶ୍ଚିମେ ।ଦିବା ଘ୧।୩୫ ମଧ୍ୟେ ଯାତ୍ରା ଶୁଭ ଓ ଦେବତା ଗଠନ,ନୌକାଗଠନ ଓ ଚାଳନ,ବାଣିଜ୍ୟ କରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, […]

୨୧ସୁଦ୍ଧା ଲଘୁଚାପ

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)୨୧ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ରସୃଷ୍ଟି ହେବାର ସମ୍ଭାବନା ରହିଛି।ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଛି।ଦକ୍ଷିଣ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ ନେବ।ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନାକୁ ନେଇ ଆଶଙ୍କା ରହିଛି।ଲଘୁଚାପ ଓ ଅବପାତ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀବର୍ତ୍ତମାନ ସୁଦ୍ଧା କେବଳ ୨୧ରେ ଲଘୁଚାପ, ୨୩ ସୁଦ୍ଧା ଅବପାତ ଆକଳନ କରାଯାଇଛି।ଏହା ଆନ୍ଧ୍ର ପ୍ରଦେଶ […]

ରାତି୯ଟା ପରେ ଫୁଟିବନି ବାଣ

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)ରାତି୯ଟା ପରେ ଫୁଟିବନି ବାଣ।ରାଜଧାନୀରେ ରାତି ୯ଟା ପରେ ଫୁଟିବନି ବାଣ।ରାତି ୯ଟା ପରେ ବାଣ ଫୁଟାଇଲେ ହେବ ଆକ୍ସନ।ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି।ସବୁଜବାଣ ଫୁଟାଇବାକୁ ଲୋକଙ୍କୁ ଅନୁରୋଧ କଲେ କମିଶନରେଟ ପୋଲିସ।ଲୋକାଲ ବାଣ ଫୁଟାଇଲେ ଆକ୍ସନ ନେବ ପୋଲିସ ବୋଲି କୁହାଯାଇଛି।

୨୦ଓ୨୧ତାରିଖ ଦୁଇଦିନ ଛୁଟି

ଭୁବନେଶ୍ଵର,୧୮।୧୦(ଏସଏସନିଉଜ)ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣା ହୋଇଛି।ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ।ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ।ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ ରହିବ।ଏହାସହ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।

ରାଜଧାନୀରେ ଚାଞ୍ଚଲ୍ୟ!

ଭୁବନେଶ୍ୱର,୧୮।୧୦(ଏସଏସନିଉଜ) ଏକ ଲୋମହର୍ଷଣକାରୀ ଘଟଣା ରାଜଧାନୀରେ ଘଟିଛି।ବିହାର ଅଞ୍ଚଳରଜଣେ ନାବାଳିକାକୁ କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଗଣବଳାତ୍କାର କରାଯାଇଛି।ଜଣେ ୧୭ ବର୍ଷର ନାବାଳିକା ଅଶୋକନଗର ଅଞ୍ଚଳ ରାସ୍ତାକଡ଼ରେ ଦରମଲା ଅବସ୍ଥାରେ ପଡ଼ିଥିବା ବେଳେଗତକାଲି ବିଳମ୍ବିତ ରାତିରେ ଉଧାର ହୋଇଛି।କିଛି ଅଟୋଚାଳକ ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଥିବା ବେଳେ ପିନ୍ଧିଥିବା ପୋଷାକ ଚିରା ହୋଇଥିବାର ଦେଖି ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ନାବାଳିକା ଜଣଙ୍କ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୧୮ ତାରିଖ ୨୦୨୫ ମସିହା (ଶନିବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଦ୍ଵାଦଶୀ ଦିବା ଘ୧୨/୧୧ ଗତେ ତ୍ରୟୋଦଶୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ୦୪/୧୮ ଗତେ ଉତ୍ତରରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୬/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୪୫,ଯୋଗିନୀ ନୈରୁତକୋଣେ ଦିବା ଘ୧୧/୧୧ ଗତେ ଦକ୍ଷିଣେ,ବୃଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦ୍ଵାଦଶୀର ଏକୋଦିଷ୍ଟ ଓ ତ୍ରୟୋଦଶୀ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ ୦୫/୧୩ମଧ୍ୟେ ଓ ଦିବା ଘ୦୩/୪୫ଗତେ ଘ ୦୫/୨୦ ମଧ୍ୟେ,ବାରବେଳା- ଦିବା ଘ୦୧/୨୦ ଗତେ ଘ ୦୩/୦୦ ମଧ୍ୟେ,ବିଶୁଦ୍ଧ ଅମୃତ […]