ଡକାୟତି ଗ୍ୟାଙ୍ଗକୁ ଧରିଲା ଆସିକା ପୋଲିସ
ଆସିକା,୧/୬(ଏସଏସନିୟୁଜ) ଆଜି ଭୋରସମୟରେ ବଡ଼ଧରଣ ଡକାୟତି ଉଦ୍ୟମ କରିବାକୁ ଉଦ୍ୟମ କରୁଥିବାବେଳେ ଆସିକା ପୋଲିସ ଡକାୟତି ଉଦ୍ୟମ ପଣ୍ଡ କରିଛି ।ଏହିଘଟଣାରେ ୪ ଜଣଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୫ଟି ଜୀବନ୍ତ ବୋମା, ୧ ଟି ପିସ୍ତଲ,୨ଟି ୭.୬୫ ଏମଏମ ଜୀବନ୍ତ କାଟ୍ରିଜ, ୪ଟି କଳା ମାସ୍କ, ଗୋଟିଏ ଚିଲି ପାଉଡର ପ୍ୟାକେଟ, ୩ଟି ଧାରୁଆ ଖଣ୍ଡା,୨ଟି ମୋଟର ଚେନ କ୍ରାଙ୍କ ଦ୍ବାରା ନିର୍ମିତ ମାରଣାସ୍ତ୍ର ଓ ୨ଟି ମୋଟର ସାଇକେଲ ଜବତ କରିଛନ୍ତି।ଆସିକା ଥାନା ଇଲାକା […]