ବଢିଲା ବସ ଭଡା

ଭୁବନେଶ୍ୱର,୩୧/୩(ଏସଏସନିଉଜ)ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାରୁ ରାଜ୍ୟରେ ବସ ଭଡା ମଧ୍ୟ ବୃଦ୍ଧିପାଇଛି ।ତେବେ ସାଧାରଣ ଭଡା କିମି ପିଛା ୮୭ରୁ ୯୦ ପଇସା,ଏକ୍ସପ୍ରେସ ଭଡା କିମି ପିଛା ୯୧ ରୁ ୯୪ ପଇସା,ଡିଲକ୍ସ ଭଡା ୧ ଟଙ୍କା ୨୫ ପଇସାରୁ ୧ଟଙ୍କା ୩୧ ପଇସା,ଏସି ଡିଲକ୍ସ ଭଡା ୧ଟଙ୍କା ୫୩ରୁ ୧ଟଙ୍କା ୫୯ ପଇସା,ସୁପର ପ୍ରିମିୟମ ଭଡା ୨ଟଙ୍କା ୩୮ ରୁ ୨ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଥିବାନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକଙ୍କଠାରୁ ସୂଚନା ମିଳିଛି।

 

Comments (0)
Add Comment