ବଜ୍ରାଘାତରେ ଦୁଇ ମୃତ ,ପାଞ୍ଚ ଗୁରୁତର

ବରଗଡ, ୬/୮(ଏସଏସନିଉଜ) ବରପାଲି ବ୍ଲକ ବରିକେଲ ଗାଁରେ ବଜ୍ରାଘାତ ଘଟିଛି ।ଛକରେ ଛିଡା ହୋଇ କଥା ହେଉଥିବା ସମୟରେ ବଜ୍ରାଘାତ ହୋଇଥିଲା ।ଏଥିରେ ସାତ ଜଣ ଗୁରୁତର ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି ।

Comments (0)
Add Comment