ବଜ୍ରପାତ ନେଲା ୩ ଜୀବନ

ଉମରକୋଟ, ୧୩/୬(ଏସନିଉଜ)ବିଲରେ କାମ କଲା ବେଳେ ବଜ୍ରପାତରେ ଚାଲିଗଲା  ୩ଜଣଙ୍କ ଜୀବନ ।ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ପାତ୍ରିମାଲ ଗାଁରେ ଏହି ଅଘଟଣ ଘଟିଛି ।ମୃତକଙ୍କ ମଧ୍ୟରେ ଜମି ମାଲିକାଣୀ, ଟ୍ରାକ୍ଟର ଡ୍ରାଇଭର ଓ ଜଣେ ଶ୍ରମିକ ଥିବାର ଜଣାପଡିଛି ।

Comments (0)
Add Comment