ବାଲେଶ୍ବରରେ ହେବ ଟଙ୍କାଛାପା କାଗଜ କାରଖାନା

ବାଲେଶ୍ଵର, ୧୩/୭(ଏସଏସନିଉଜ) ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା ରେମୁଣା ତହସିଲ ଅଞ୍ଚଳରେ ହେବାନେଇ ସର୍ବେକ୍ଷଣ ଆରମ୍ଭ ହୋଇଛି । ମଙ୍ଗଳବାରଦିନ ଆର୍‌ବିଆଇର ତିନିଜଣିଆ ଅଧିକାରୀ ଜମି ସର୍ବେକ୍ଷଣ ଲାଗି ଆସିଥିଲେ ।ଏହିତିନଜଣିଆ ଦଳ ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଆଲୋଚାନ କରିବାପରେ ରେମୁଣା ବ୍ଳକ ପଦାବଡ଼ଗଠାରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ସହିତ ଯୋଗାଯୋଗ ସୁବିଧାକୁ ଯାଞ୍ଚ କରିଥିଲେ।

Comments (0)
Add Comment