ବ୍ୟାଗରେ ନବଜାତ ଶିଶୁପୁତ୍ର

କେନ୍ଦୁଝର,୧୬/୧୦(ଏସଏସ ନିଉଜ)କେନାଲରେ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି।ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗାଁ ପାଖ କେନାଲରୁ ଉଦ୍ଧାର ହୋଇଛି।
ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଚାଇଲ୍ଡଲାଇନକୁ କଲ୍ କରିଥିଲେ।ଶିଶୁକୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

Comments (0)
Add Comment