ବର୍ଷାପାଇଁ ୭ଜିଲ୍ଲାକୁ ସତର୍କ

ଭୁବନେଶ୍ୱର,୧୩।୬(ଏସଏସନିଉଜ)୭ଜିଲ୍ଲାକୁ ବର୍ଷାପାଇଁ ସତର୍କତା କରାଯାଇଛି।୭ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।୩ଘଣ୍ଟା ପାଇଁ ସତର୍କ ରହିବାକୁ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ସତର୍କ ସୂଚନା ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ମଧ୍ୟ ସତର୍କତା କରାଯାଇଛି।

Comments (0)
Add Comment