ବର୍ଷାପାଇଁ ୭ଜିଲ୍ଲାକୁ ସତର୍କ

0 129

ଭୁବନେଶ୍ୱର,୧୩।୬(ଏସଏସନିଉଜ)୭ଜିଲ୍ଲାକୁ ବର୍ଷାପାଇଁ ସତର୍କତା କରାଯାଇଛି।୭ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।୩ଘଣ୍ଟା ପାଇଁ ସତର୍କ ରହିବାକୁ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ସତର୍କ ସୂଚନା ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ମଧ୍ୟ ସତର୍କତା କରାଯାଇଛି।

Leave A Reply

Your email address will not be published.