ଗୁଜରାଟ ମୁହାଁ ବାତ୍ୟା

0 127

ଭୁବନେଶ୍ୱର,୧୩।୬(ଏସଏସନିଉଜ)ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇରେ ଉଠୁଛି ଉଚ୍ଚଉଚ୍ଚ ଲହଡ଼ୀ। ଆରବ ସାଗରରେ ବାତ୍ୟା ଅତି ଭୀଷଣ ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।ଲ୍ୟାଣ୍ଡଫଲ ପୂର୍ବରୁ ତାଣ୍ଡବ ରଚିଛି ବିପର୍ଯ୍ୟୟ।ଗୁଜରାଟ ମୁହାଁ ହୋଇଛି ବାତ୍ୟା ।ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛପଡ଼ି ମହିଳା ମୃତୁ ବରଣ କରିଥିବା ବେଳେ ଅନେକ ଆହତ ହୋଇଥିବାର ଜଣାପଡିଛି।୧୫ ତାରିଖ ମଧ୍ୟହ୍ନ ସୁଦ୍ଧା ଜଖୌ ବନ୍ଦର ପାଖରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି।ସୌରାଷ୍ଟ୍ର ଓ କଚ୍ଛରେ ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା।୧୨ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ପ୍ରଶାସନର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

Leave A Reply

Your email address will not be published.