ବର୍ଷାପାଣି ଭର୍ତ୍ତି ଗାତ ନେଲା ଶିଶୁର ଜୀବନ

ନୀଳଗିରି, ୧୮/୮(ଏସଏସନିଉଜ)ବର୍ଷାପାଣି ଭର୍ତ୍ତି ଗାତରେ ପଡ଼ି ୫ ବର୍ଷର ଶିଶୁପୁତ୍ର ମୃତ୍ୟୁବରଣ କରିଛି । ବେଗୁନିଆ ଗାଁରେ ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ମୃତ୍ୟୁହୋଇଛି । ଖୋଳାଯାଇଥିବା ଗାତ ପୋତାଯାଇ ନଥିବା ଅଭିଯୋଗ ହୋଇଛି । ବର୍ଷାପାଣି ଭର୍ତ୍ତି ହୋଇଥିବାରୁ ପିଲାଟି ଜାଣିପାରିନଥିଲା ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

Comments (0)
Add Comment