ସୋର,୪/୮(ଏସ ଏସ ନିଉଜ) ବାସିଖାଦ୍ୟ ଖାଇଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି ।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ ଘଟିଛି ।ରବିବାର ଜଣଙ୍କର ମୃତ୍ୟୁକୁ ମିଶାଇ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ୪ ଜଣ ଚିକିତ୍ସାଧୀନ ରେ ରହୁଛନ୍ତି ।ସିମୁଳିଆ ଦଧିବାମନପୁରରେ ବାସିଖାଦ୍ୟ ଖାଇଏହି ଅଘଟଣ
ଘଟିଥିଲା ।