ଭାଟଖାଲି ପାହାଡରେ ଅଘଟଣ

ଆସିକା,୨୭ା୩(ଏସଏସନିଉଜ) କବିସୂର୍ଯ୍ୟନଗର  ବାଲିଛାଇ ଭାଟଖାଲି ପାହାଡରେ ଅଘଟଣ ଘଟିଛି । ପଥର ଫୁଟି ଜଣେ ଶ୍ରମିକ ମୃତ୍ୟୁବରଣ କରିଛି । ମୃତ ଶ୍ରମିକ ଜଣକ ଖୋର୍ଦ୍ଧା ଅଂଚଳର ହୋଇଥିବାର ସୂଚନା ମିଳିଛି ।

Comments (0)
Add Comment