ଭୁବନେଶ୍ୱରରେ ପହଁଚିଲା କୋଭିସିଲ୍ଡ ଟିକା

ଭୁବନେଶ୍ୱର,୧/୭(ଏସଏସନିୟୁଜ) ୧୭୨କିଲୋଗ୍ରାମ ବିଶିଷ୍ଟ ଦୁଇଟି ବାକ୍ସରେ ଏକଲକ୍ଷ ଡୋଜ ବିଶିଷ୍ଟ କୋଭିସିଲ୍ଡ ଟିକା ଭୁବନେଶ୍ୱରରେ ପହଁଚିଛି ।ଆସନ୍ତାକାଲି ଆଉ କିଛି ଟିକା ଆସିବାର ସମ୍ଭାବନା ଥିବାରୁ ଟିକାର ଅଭାବ ନହେବାସହ ନିରନ୍ତରଭାବେ ଟିକାରଣ ଚାଲିବ ବୋଲି ଆଶା କରାଯାଉଛି ।ତେବେ ପ୍ରତିଦିନ ୩ଲକ୍ଷ ହିତାଧିକାରୀଙ୍କୁ ଟିକାକରଣର ଲକ୍ଷ ରଖିଛି ସ୍ୱାସ୍ଥ୍ୟବିଭାଗ ।

Comments (0)
Add Comment