ବିନା ଭକ୍ତରେ ସାକ୍ଷୀଗୋପାଳରେ ହେଲା ରାମନବମୀ

ସାକ୍ଷୀଗୋପାଳ,୨୧/୪(ଏସଏସନିୟୁଜ) କରୋନା କଟକଣା ଯୋଗୁ ବିନା ଭକ୍ତରେ ଶେଷ ହେଲା ସାକ୍ଷୀଗୋପାଳରେ ରାମନବମୀ ପର୍ବ । ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରେ ଥିବା ରାମ ମନ୍ଦିରରେ କେବଳ ଠାକୁରଙ୍କ ନୀତିକାନ୍ତି କରାଯାଉଛି । ସକାଳୁ ଦ୍ୱାରଫିଟା, ସ୍ନାନ, ଆଳତି, ଅବକାଶ, ବାଳଭୋଗ, ଖେଚୁଡି ଭୋଗ କରାଯାଇଥିଲା । ପରେ ପରେ ଜନ୍ମବିଧି ଅନୁଯାୟୀ ହୋମଯଜ୍ଞର ଆୟୋଜନ କରାଯାଇଥିଲା ।

 

Comments (0)
Add Comment