Browsing category

ବାଣିଜ୍ୟ

ବିଜୟ ଯାତ୍ରାରେ ପ୍ରତିବନ୍ଧକ

୧-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି । ୨-ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩-ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ ୪–ଓଡିଶାରେ ବଢୁଛି […]

ବଦଳିଲା ଭାଗ୍ୟ

୧-କୌଣସି ସଦସ୍ୟଙ୍କ ଅଶ୍ଳୀଳ ପୋଷ୍ଟ ପାଇଁ ହ୍ଵାଟ୍ସଆପ୍ ଗ୍ରୁପର ଆଡମିନ୍ ଦାୟୀ ନୁହନ୍ତି ।-ବମ୍ବେ ହାଇକୋର୍ଟ ୨-ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ । ୩-ବଦଳିଲା ଭାଗ୍ୟ: ଚାରି ମ୍ୟାଚ୍ ହାରିବା ପରେ ଶେଷରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ଦେଲା ମାତ୍ । ୪-ଆଜିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍ ଜାରି କଲା ଶିକ୍ଷା ବିଭାଗ ୫-ଓସ୍କାର ୨୦୨୧: […]

କାମ ହେଇନି, ଉଠାଯାଇଛି ଟଙ୍କା

୧-ଆଇପିଏଲ୍ ୨୦୨୧ : ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କଲା । ୨-କୋଭିଡ-୧୯ ଭ୍ୟାକ୍ସିନ , ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ଉପରେ ୩ ମାସ ପାଇଁ ସୀମା ଶୁଳ୍କ ଛାଡକଲେ ସରକାର । ୩-ଦୁଇଦିନିଆ ସଟଡାଉନର ପ୍ରଭାବରେ ଦୋକାନ ବଜ଼ାର ବନ୍ଦ, ରାସ୍ତା-ଘାଟ ଶୂନଶାନ । ୪-ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ଘଂଟାରେ […]

ମିଆଁମାର ସ୍ଥିତି ସଙ୍ଗୀନ

୧-ଆଇପିଏଲ୍ ୨୦୨୧ : ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଉଇକେଟରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ୨-ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ; କଟକଣାକୁ ଜୋରଦାର କରିବା ପାଇଁ ପୋଲିସର କଡ଼ାକଡ଼ି ଚେକିଂ । ୩-ଅକ୍ସିଜେନ ଅଭାବ ଦୂର କରିବାକୁ ଓଡ଼ିଶା ବଢ଼ାଇଲା ସହାୟତାର ହାତ । ଯେକୌଣସି ରାଜ୍ୟ ଅକ୍ସିଜେନ୍ ମାଗିଲେ ପଠାଇବ ଓଡ଼ିଶା । ୪–ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ସାଧାରଣ ଯାତ୍ରୀଙ୍କ ଲାଗି ନିୟମିତ ‘ମୋ […]

ବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌

୧-ଦେବଦତ୍ତଙ୍କ ଧୂଆଁଧାର ଶତକ । ୧୦ ୱିକେଟରେ ବିଜୟୀ ହେଲା ବାଙ୍ଗାଲୋର । ପଏଣ୍ଟ ଟେବୁଲ ଟପରେ ରୟାଲ ଚାଲେଞ୍ଜର୍ସ । ୨-ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଏହି ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌(ବି.୧.୬୧୮) ସ୍ଥାନୀୟ ଅଞ୍ଚଳରେ ଅତି ଦ୍ରୁତ ଗତିରେ ସଂକ୍ରମଣ କରୁଥିବା ନଜରକୁ ଆସିଛି। ୩-ସଂକ୍ରମଣ ବୃଦ୍ଧି ପରେ ଇସିଙ୍କ କଡ଼ା ନିର୍ଦ୍ଦେଶ, ପଶ୍ଚିମବଙ୍ଗରେ ରୋଡ୍ ଶୋ ବନ୍ଦ, ରାଲିରେ କେବଳ ୫୦୦ ଜଣଙ୍କୁ ଅନୁମତି । ୪-ଓଡିଶାରୁ ଦିଲ୍ଲୀ ପାଇଲା ଅକ୍ସିଜେନ କୋଟା । ଦିଲ୍ଲୀ […]

ମହାରାଷ୍ଟ୍ରରେ କୋଭିଡ ନିୟମ ଉଲ୍ଲଙ୍ଘନ କଲେ ୫୦ ହଜାର ଫାଇନ୍

➡️୧-ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ ମାଧ୍ୟମରେ ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଜାଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବେ । ଅଂଶଗ୍ରହଣ କରିବେଅନ୍ୟ ୪୦ ଜଣ ବିଶ୍ବ ନେତୃବୃନ୍ଦ। ➡️୨-କରୋନା ଯୋଗୁଁ ସ୍ଥଗିତ ହେଲା ବିହାର ପଞ୍ଚାୟତ ନିର୍ବାଚନ! ୧୫ ଦିନ ପରେ ବସିବ ସମୀକ୍ଷା । ➡️୩-ଆସନ୍ତା ୨୫ ତାରିଖରୁ ବନ୍ଦ ହେବ ଭୁବନେଶ୍ୱର ଏମ୍ସର ଓପିଡି, କର୍ମଚାରୀ ପଜିଟିଭ୍ ପରେ ନିଆଗଲା ନିଷ୍ପତ୍ତି । ➡️୪-ମାଟ୍ରିକ୍ ପରୀକ୍ଷାକୁ ବାତିଲ କଲେ ସରକାର । ସିବିଏସଇ […]

ରାସ୍ତାକୁ ଓହ୍ଲାଇଲେ ମାଟ୍ରିକ ବିଦ୍ୟାର୍ଥୀ।

୧-ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ,ଗୋସାଗରେଶ୍ୱର ଛକ ସ୍କୁଲ ନିକଟରେ ଅଟକିଲା ରୁକୁଣା ରଥ, ଅନ୍ଧାର ହେବାରୁ ରଥ ଟାଣିବା ପାଇଁ ଅମଙ୍ଗ ହେଲେ ଖରଡ଼ା ସେବାୟତ। ୨-ଘଟଗାଁ:ଶନିବାର, ରବିବାର ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୩-କଟକରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା, କଟକଣା ଜାରି କଲା ସିଏମ୍‌ସି। ୪-ଭୁବନେଶ୍ୱରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଧର୍ମାନୁଷ୍ଠାନ, ପ୍ରବେଶ ଉପରେ ଲାଗିଲା କଟକଣା। ୫-ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣ କଲା କେନ୍ଦ୍ର: ଏଣିକି […]

ଗାଁ ମୁହାଁ ପ୍ରବାସୀ ଶ୍ରମିକ

୧-ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା, ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ଧାରା ଲାଗୁ । ୨-ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ଏଣିକି ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ । ୩-ମଇ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ନାଗରିକ ମାନଙ୍କ ପାଇଁ ଟୀକାକରଣ ପ୍ରକ୍ରିୟା ଅନିର୍ବର୍ଯ୍ୟ ଅଟେ, ସମସ୍ତ ସରକାରୀ ସଞ୍ଚାଳିତ କୋଭିଡି କେନ୍ଦ୍ରରେ କରୋନା ଟୀକ୍କା ମାଗଣାରେ ଉପଲବ୍ଧ ହେବ । ୪-ପାଠ୍ୟକ୍ରମ ଶେଷ […]

ଖୋଲା ବଜାରରେ ମିଳୁ କରୋନା ଟିକା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୭/୪(ଏସଏସଏନ୍) ଖୋଲା ବଜାରରେ ମିଳୁ  କରୋନା ଟିକା । ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ କେନ୍ଦ୍ରିତ କରିପାରିବେ। ତେଣୁ କୋଭିଡ୍‌-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍‌ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା […]

ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ

୧. ଅନ୍ତଃରାଜ୍ୟ ବସ୍ ସେବା ବାତିଲ କଲେ ସରକାର; ରାଜ୍ୟ ଭିତରେ ବସ୍ ସେବା ଜାରି ରହିବ: ପରିବହନ ମନ୍ତ୍ରୀ । ୨. ପୁଲିସ ବିଭାଗର ଅଜବ ନୀତି: ୪ ବର୍ଷ ଡିଏସ୍‌ପି ପାହ୍ୟାରେ ରହିବା ପରେ ଏବେ ଇନ୍‌ସପେକ୍ଟର । ୩. ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବାର୍ଷିକ ପରୀକ୍ଷା ପଞ୍ଜିକା ପ୍ରକାଶିତ ହୋଇଛି । ୧୭ଟି ନିଯୁକ୍ତି ପରୀକ୍ଷାର ଏକ ତାଲିକା ପ୍ରସ୍ତୁତ କରାଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଓପିଏସ୍‌ସି ୱେବସାଇଟ୍ opsc.gov.in ରେ […]