Browsing category

ମହାନଗର

ରାଜଧାନୀରେ ଅଘଟଣ

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ପୋଖରୀରେ ବୁଡି ଜୀବନ ହରାଇଲେ ୨ ଛାତ୍ର । ସେମାନେ ହେଉଛନ୍ତି ଏୟାରଫିଲ୍ଡ ପୋଖରୀପୁଟ ଅଂଚଳର ଗଣ୍ଡମୁଣ୍ଡା ସ୍କୁଲର ଛାତ୍ର ପ୍ରକାଶମହାରଣା ଓ ଶୁଭମଜେନା ।ଟ୍ୟୁସନସାରି ଘରକୁ ଫେରୁଥିବାବେଳେ ଝାରପୋଖରୀକୁ ଯାଇଥିଲେ ।ଗାଧୋଇବାବେଳେ ବୁଡିଯାଇଥିଲେ ।ଖବରପାଇ ଦମକଳବାହିନୀ ଆସି ମୃତକଦ୍ୱୟଙ୍କୁ ଉଦ୍ଧାର କରିଛି ।

ଉଠୁନି ବିକ୍ରମ,ପ୍ରଜ୍ଞାନ !

ଭୁବନେଶ୍ୱର,୨୨ା୯(ଏସଏସନିଉଜ) ଉଠୁନି ବିକ୍ରମ, ପ୍ରଜ୍ଞାନ ।ଏବେ ଚନ୍ଦ୍ରର ଦକ୍ଷିଣମେରୁରେ ଦିନ ହୋଇଯାଇଥିବାରୁ ପ୍ରଜ୍ଞାନରୋଭର ଓ ବିକ୍ରମଲାଣ୍ଡର ସକ୍ରିୟ ହେବାର ସମୟ ଆସିଯାଇଛି । ସେମାନଙ୍କୁ ନିଦ୍ରାବସ୍ଥା ବା ସ୍ଲିପ୍ ମୋଡ୍ ରୁ ବାହାର କରିବାପାଇଁ ଇସ୍ରୋ ପକ୍ଷରୁ ଉଦ୍ୟମ କରାଯାଉଛି । ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ସେମାନଙ୍କ ସ୍ଥିତି ଓ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନସୁଦ୍ଧା କୌଣସିସଙ୍କେତ ମିଳିନଥିାବବେଳେ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ ଜାରି ରହିବ ବୋଲି ଇସ୍ରୋ ପକ୍ଷରୁ […]

ବାତ୍ୟା ସୂଚନା ଦେଇନୁ

ଭୁବନେଶ୍ୱର,୨୨ା୯(ଏସଏସନିଉଜ) ଦୁର୍ଗାପୂଜା ପୂର୍ବରୁ ଅର୍ଥାତ ଅକ୍ଟୋବର ପ୍ରଥମସପ୍ତାହରେ ବାତ୍ୟାଆଶଙ୍କା ରହିଥିବାନେଇ ଚର୍ଚ୍ଚା ଯୋରଧରିଛି । ବାତ୍ୟା ଚର୍ଚ୍ଚାକୁନେଇ ଓଗଊ ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୁଚନା ଦେଇଛନ୍ତି ।ସେକହିଛନ୍ତି ବାତ୍ୟା ନେଇ ଆମେ ଏଯାଏ କୌଣସି ସୂଚନା ଦେଇନୁ। ଏଯାବତ୍ ଅନୁଧ୍ୟାନ ଅନୁସାରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି।ସେପ୍ଟେମ୍ବରଶେଷସପ୍ତାହ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଅକ୍ଟୋବର ପ୍ରଥମସପ୍ତାହରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି […]

ନନ୍ଦନକାନନକୁ ଆସିଲା ୪ ଓଟପକ୍ଷୀ

ବାରଙ୍ଗ,୨୧।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଗୁରୁବାର ଅପରାହ୍ନରେ ହାଇଦ୍ରାବାଦରୁ ଗୋଟିଏ ଅଣ୍ଡିରା ୩ଟି ମାଈ ଓଟପକ୍ଷୀ ଅଣାଯାଇଛି।ଯାହା ଫଳରେ ଏହି ପ୍ରଜାତିର ଓଟପକ୍ଷୀ ସଂଖ୍ୟା ନନ୍ଦନକାନନରେ ବୃଦ୍ଧିପାଇଛି।ବେଗମ୍ ପେଟ ସ୍ଥିତ ଏକ ସଂସ୍ଥାରୁ ଉପହାର ସ୍ବରୁପ ଏହି ନୂଆ ଅତିଥିଙ୍କୁ ୮ଲକ୍ଷଟଙ୍କା ଗସ୍ତ ଖର୍ଚ୍ଚ କରି ନନ୍ଦନକାନନ କର୍ତ୍ତୁପକ୍ଷ ଆଣିଛନ୍ତି।ଏହି ନୂଆ ଅତିଥି ପ୍ରାଣୀଉଦ୍ୟାନକୁ ଆସିବାପରେ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ସେମାନଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ଏହାପରେ ସେମାନଙ୍କୁ ନନ୍ଦନକାନନ ନୂତନ କ୍ବାରେଣ୍ଟାଇନର ପୃଥକୀକରଣ ଏନକ୍ଲୋଜରରେ ଛଡାଯାଇଛି।ପୂର୍ବରୁ ପ୍ରାଣୀଉଦ୍ୟାନ […]

ଏକାଠିହେଲେ ସମିତିସଭ୍ୟ

ବାରଙ୍ଗ,୨୧।୯(ଏସଏସନିଉଜ)କଟକଜିଲ୍ଲା ସମିତିସଭ୍ୟମାନଙ୍କର ଏକ ସମ୍ମିଳନୀ ନନ୍ଦନକାନନ ଛକସ୍ଥିତ ଏକ ମଣ୍ଡପରେ ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଟକଜିଲ୍ଲାର ୧୪ଟିବ୍ଲକର ବହୁ ସମିତିସଭ୍ୟ ଓ ସଭ୍ୟାମାନେ ଯୋଗଦେଇ ସେମାନଙ୍କର ବିଭିର୍ଣ ସମସ୍ୟା ଉପରେ ଆଲୋଚନା କରିଥିଲେ ।ସରମ୍ପଚମାନେ ଯେଉଁଭଳିଭାବ ନିର୍ବାଚିତ ହେଉଛନ୍ତି ସେହିଭଳିଭାବେ ସମିତିସଭ୍ୟମାନେ ନିର୍ବାଚିତ ହେଉଥିବାବେଳେ ସେମାନଙ୍କର କୈାଣସି କ୍ଷମତା ନାହିଁ ।ତେଣୁ ଆଗାମିଦିନରେ ୮ଦଫାସମ୍ଭଳିତଦାବୀପତ୍ର ରାଜ୍ୟସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତି ହୋଇଥିଲା ।ଏହିଅବସରରେ କଟକଜିଲ୍ଲାସମିତିସଭ୍ୟ ସଂଘ ଗଠନ କରାଯାଇଥିଲା ।ସର୍ବସମ୍ମତି କ୍ରମେ ବଡମ୍ବାବ୍ଲକର ମନୋଜକୁମାରନନ୍ଦ ସଭାପତି,ବାରଙ୍ଗବ୍ଲକର […]

ମହିମାଗାଦିରେ ନବାନ୍ନ ଭକ୍ଷଣ ମହୋତ୍ସବ

ମେଣ୍ଢାଶାଳ,୨୧।୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦବାବାଙ୍କ ଗାଦିପୀଠରେ ନବାନ୍ନଭକ୍ଷଣ ମହୋତ୍ସବ ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି ।ସାଧୁସନ୍ଥମାନେ ବୁଧବାରଦିନ ବିଶ୍ୱର ମଙ୍ଗଳ ପାଇଁ ସମବେତ ପ୍ରାଥନା,ଧର୍ମଆଲୋଚନା ଓ ଭଜନଗାୟନ ଅହୋରାତ୍ର କରିଥିଲେ। ସିଦ୍ଧସାଧୁ ବ୍ରହ୍ମଲୀନ ଅବଧୁତ ଜୟକୃଷ୍ଣବାବାଙ୍କ ଆଦେଶ ଅନୁସାରେ ଏବଂ ବ୍ରହ୍ମ ଅବଧୁତ ବ୍ରଜବନ୍ଧୁ ବାବାଙ୍କ ତତ୍ତ୍ୱବଧାନରେ ଆଜି ପୂର୍ବାହ୍ନରେ ନୂଆଧାନରୁ ପ୍ରସ୍ତୁତ ଚୁଡାରେ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା କ୍ଷ ସେଥିରେ ଗୁଡ଼. ବିଭିର୍ନ୍ନ ଫଳ. ଅଦା. ଗୋଲ ମରିଚ. ଗୁଆଘିଅ. ନଡ଼ିଆ. ଆମ୍ବୁଲଖଟା. ହଳଦୀ ପିଠା. […]

ବୈଜୟନ୍ତପଣ୍ଡାଙ୍କୁ ହତ୍ୟା ଧମକ !

ଭୁବନେଶ୍ୱର,୨୧ ୯(ଏସଏସନିଉଜ)ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଆସିଛି।ଫୋନ୍‌ କଲ୍‌ ଯୋଗେ ଧମକ ମିଳିଥିବା ପୋଲିସ୍‌ରେ ଅଭିଯୋଗ ହୋଇଛି।ବୈଜୟନ୍ତଙ୍କ ଜଣେ ସହଯୋଗୀ ଉକ୍ତ ଫୋନ୍‌ କଲ୍‌ ରିସିଭ୍‌ କରିଥିଲେ।ନବଦାସଙ୍କ ଭଳି ବୈଜୟନ୍ତ ସମାନଦଶା ଭୋଗିବେ କହିଥିଲେ କଲର୍‌।ଧମକକଲ୍‌ ନେଇ ଦିଲ୍ଲୀ ପୋଲିସରେ ଏତଲା କରାଯାଇଛି।ସତ କି ପ୍ରାଙ୍କ୍‌ କଲ୍‌ ଜଣାପଡ଼ିବା ସମ୍ଭବ ନଥିବାରୁ ଏତଲା ହୋଇଛି।ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି।

ବିଜେଡିରୁ ବିଦାହେଲେ ସୌମ୍ୟ ଓ ସୁଧାଂଶୁ

ଭୁବନେଶ୍ୱର,୨୧।୯(ଏସଏସନିଉଜ)ବିଜେଡିଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡା ।ସୁଧାଂଶୁ ଶେଖର ପରିଡା ରେମୁଣା ବିଧାୟକ ହୋଇଥିବାବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାୟକ ଥିଲେ।ଉଭୟଙ୍କୁ ଦଳରୁ ବହିଷ୍କାର ନେଇ ନିଜେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ସୌମ୍ୟରଞ୍ଜନ ପଟ୍ଟନାୟକନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ତେବେ ବିଜେଡିରେ ରହି ଦଳ ବିରୋଧରେ କହିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳବିରୋଧୀ କାର୍ଯ୍ୟ ଯୋଗୁ ଉଭୟଙ୍କୁ ବହିଷ୍କାର କରାଯାଇଛି […]

ମହିମାଗାଦିରେ ଲାଗିଲା ଝାଡ଼ଦ୍ୱୀପ

ମେଣ୍ଢାଶାଲ,୨୦।୯(ଏସ ଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ଚଳିତବର୍ଷ ଭାଦ୍ରଵ ଶୁକ୍ଳପକ୍ଷ ଦିତୀୟା ତିଥି ବୁଧବାର ଅପରାହ୍ନରେ ସାଧୁ ଭୋଜନ. ଘୃତବତୀ ପ୍ରଜ୍ୱଳନ ଅନୁଷ୍ଠିତ ହୋଇଯାଇଛ  !ଏଥି ସହିତ ସାୟଂ ସରଣଦର୍ଶନ. ବିଶ୍ୱ ବ୍ରହ୍ହ୍ମାଣ୍ଡର ମଙ୍ଗଳ ପାଇଁ ସମବେତ ପ୍ରାର୍ଥନା ଓ ଧର୍ମ ଆଲୋଚନା ହୋଇଥିଲା ।ସାଧୁ ସନ୍ଥମାନେ ଅହୋରାତ୍ର ଭଜନ ଗାୟନରେ ମଜି ଯାଇଥିଲେ  l ସିଦ୍ଧସାଧୁ ବ୍ରହ୍ମଲୀନ ଅବଧୁତ ଜୟକୃଷ୍ଣବାବାଙ୍କ ଆଦେଶ ଅନୁସାରେ ଏବଂ ବ୍ରହ୍ମ ଅବଧୁତ ବ୍ରଜବନ୍ଧୁ ବାବାଙ୍କ […]

ନୂଆଖାଇରେ କାଳିଆଭେଟି

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଖାତାକୁଗଲା କାଳିଆ ଟଙ୍କା।ଚାଷୀଙ୍କଖାତାକୁ ଗଲା ୯୦୦ କୋଟିର କାଳିଆ ଟଙ୍କା।ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଭେଟି।୨୦୨୩-୨୪ ରବି ଫସଲ ପାଇଁ ଦିଆଗଲା ସହାୟତା।୪୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ।ପ୍ରତ୍ୟେକ ଖାତାରେ ଜମା ହେଲା ୨-୨ ହଜାର ଟଙ୍କା।