Browsing category

ମହାନଗର

ପ୍ରମିଳାହେବେ ବିଜେଡି ବାଚସ୍ପତିପ୍ରାର୍ଥୀ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ରାଜସ୍ୱମନ୍ତ୍ରୀ ପ୍ରମିଳାମଲ୍ଲିକ ହେବେ ବାଚସ୍ପତିପ୍ରାର୍ଥୀ।ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିବାପାଇଁ ଘୋଷଣା କରିଛି ବିଜେଡି।ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା୨୨ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ ବୋଲି ଜଣାପଡିଛି।

କ୍ରୀଡ଼ାବିତ ଚୟନରେ ପାତରଅନ୍ତର

ଭୁବନେଶ୍ୱର,୧୮।୯(ଏସଏସନିଉଜ)ଜାତୀୟସ୍ତରର ଜିମ୍ନାଷ୍ଟିକ ଖେଳାଳିଙ୍କୁ ଅଣଦେଖା ସମ୍ପର୍କରେ ମୁହଁଖୋଲିଛନ୍ତି ତାଙ୍କ ମାଆ ମୀରାରାଣୀ ଦାସ। ମିରାରାଣୀ ହେଉଛନ୍ତି ଜେଏମ୍ସ ଏକାଡେମୀର ଅଧକ୍ଷା। ତାଙ୍କର ଝିଅ ହେଉଛନ୍ତି ରିତିକା ।ସେ କଟକ ଦିଲ୍ଲୀପବ୍ଳିକସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଛନ୍ତି । ଗତ ୩ବର୍ଷ ହେଲେ ସେ କଟକଜିଲ୍ଲା ତରଫରୁ ସ୍କୁଲ ଗେମ୍ ଅଫ୍ ଫେଡେରେସନ ଦ୍ୱାରା ଆୟୋଜିତ ଜିମ୍ନାଷ୍ଟିକ ଖେଳରେ ଜାତୀୟ ସ୍ତରରେ ଭାଗ ନେଇଆସିଛନ୍ତି। ମାତ୍ର ଚଳିତବର୍ଷ ତାଙ୍କୁ ଏ ଖେଳରୁ ବଞ୍ଚିତ କରାଯାଇଛି । ରିତିକା ୨୦୨୧-୨୨ ମସିହାରୁ […]

ଗଣେଶପୂଜାରେ ଅଘଟଣ

ବାରଙ୍ଗ,୧୯।୯(ଏସଏସନିଉଜ)ନରାଜସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଅଘଟଣ ଘଟିଛି।ଗଣେଶମୂର୍ତ୍ତି ନେଇ ଆସିଲାବେଳେ ୧୧ କେଭିତାରରେ ଲାଗିଲା ମୂର୍ତ୍ତି।ଯାହାଫଳରେ ୨ଜଣ ଛାତ୍ର ଓ ଜଣଛାତ୍ରୀ ଟ୍ରାକ୍ଟରରେ ବଡ଼ ମୂର୍ତ୍ତି ନେଇ ଆସୁଥିବା ବେଳେ ଅଭାବନୀୟ ଘଟଣା ଘଟିଲା। ୧୧କେଭି ତାର ଲାଗିବାରୁ ଜଣେଛାତ୍ର ଘଟଣା ସ୍ଥଳରେ ମୃତୁବରଣ କରିଥିବାବେଳେ ଜଣେଛାତ୍ରୀ ଓ ଜଣେଛାତ୍ର ଗୁରୁତର ଆହତ ହୋଇ ଘରୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

କାଠକଟାମେସିନ ଚୋରୀକରି ଧରାପଡିଲା

ବାରଙ୍ଗ,୧୮ା୮(ଏସଏସନିଉଜ) କାଠଗୋଲାଡିପୋରୁ କାଠ କଟା ମେସିନ ଚୋରୀ କରି ନେଇଯାଇଥିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ସୋମବାରଦିନ ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛିା ସିଏ ହେଉଛନ୍ତି ନରସିଂହପୁର ବାଲିସାହିର ଦିପୁରଞନଭଟ ।ନନ୍ଦନକାନନଥାନା ପାଖରେ ଥିବା ଏକ କାଠଗୋଲାଡିପୋରେ ଦିପୁ କାମକରୁଥିଲ।।ବୁଧବାରଦିନ ଡିପୋରେ କେହିନଥିବାର ସୁଯୋଗରେ ଦିପୁ କାଠ କଟା ମେସିନ ଚୋରୀ କରିନେଇଯାଇଥିବାର ଡିପୋମାଲିକ ସୁଧୀର କୁମାର ସାହୁ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୧୩ା/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତକରିବାସହ ନନ୍ଦନକାନନ ଗୋଲେଇ ଛକ ବସଷ୍ଟପରୁ ଦିପୁକୁ ରବିବାରରାତିରେ କାବୁକରି […]

୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ !

ବାରଙ୍ଗ,୧୮ା୯(ଏସଏସନିଉଜ)ଜଣେ ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବାଭଳି ଲଜ୍ୟାଜନକ ଘଟଣା ରବିବାରରାତିରେ ବାରଙ୍ଗଥାନା ଅଧିନସ୍ଥ ଅରିଲୋ ଗ୍ରାମରେ ଘଟିଛି ।ଜଣେଶିଶୁକନ୍ୟାକୁ ଖାଇବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବାର ତାଙ୍କପରିବାରପକ୍ଷରୁ ଅଭିଯୋଗହେବାପରେ ବାରଙ୍ଗପୋଲିସ ଯୁବକକୁ ଗିରଫକରି ଡାକ୍ତରିମାଇନାପାଇଁ ପଠାଇଛି ।ଏହି ଖବର ଏବେ ବାରଙ୍ଗଅଂଚଳରେ ଚର୍ଚ୍ଚା ଯୋରଧରିଛି । ପ୍ରକାସ ଯେ, ଢେଙ୍କାନାଳ ଅଞ୍ଚଳର ଜଣେ ରାଜମିସ୍ତ୍ରୀ ପିଲାଛୁଆଧରି ଦୀର୍ଘଦିନଧରି ଅରିଲୋ ଅଂଚଳରେ ଭଡାରେ ରହିଆସୁଥିଲେ ।ତାଙ୍କଘରପାଖକୁ ବଡମ୍ବା ଅଞ୍ଚଳର ପାପୁନ ଦଳେଇ ନାମକ ଯୁବକଙ୍କ ପରିବାର ମଧ୍ୟ ରହୁଥିଲେ […]

୩ଘଂଟାପାଇଁ ରାସ୍ତାବନ୍ଦ

ବାରଙ୍ଗ,୧୮।୯(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ଗ୍ରାମପଞ୍ଚାୟତର ଭାଲୁଙ୍କା ଶବରସାହି ଓ ମୁଣ୍ଡା ସାହିରେ ରହୁଥିବା ଲୋକମାନଙ୍କ ଜାଗାକୁ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟକୁ ଲିଜ ଆକାରରେ ଦିଆଯାଇଛି। ସୋମବାର ଦିନ ଏଥିନିମନ୍ତେ ଦୁଇଟି ଜେସିବି ଲଗାଇ ସଫା କରାଯିବାକୁ ନେଇ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଗ୍ରାମବାସୀମାନେ କାମକୁ ବନ୍ଦ କରିବାସହ ରାସ୍ତା ଅବରୋଧ କରିଥିଲେ ।ଖବରପାଇ ବାରଙ୍ଗପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ସ୍ଥାୟୀସମାଧାନ ପାଇଁ ଯିଦ ଧରିବସିଥିଲେ ।ତହସିଲଦାର ଆସି ଗ୍ରାମବାସୀଙ୍କୁନେଇ […]

ପରଲୋକରେ ଆଦର୍ଶ ଶିକ୍ଷୟିତ୍ରୀ

ବାରଙ୍ଗ,୧୮ା୯(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଦାଢାପଞ୍ଚାୟତର ବାଲିପଡା ଗ୍ରାମର ଆଦର୍ଶ ଶିକ୍ଷୟିତ୍ରୀ ସବିତା ସ୍ବାଇଁ(୫୭)ଙ୍କର ସୋମବାର ପରଲୋକ ହୋଇଛି।ସେ ଭୁବନେଶ୍ବର ବ୍ଲକ ଉତ୍କଳମଣି ବାଳିକା ଉଚ୍ଚବିଦ୍ୟାଳୟରେ ସାହିତ୍ୟ ଶିକ୍ଷୟିତ୍ରୀ ଥିଲେ।କିଛିଦିନ ହେବ ସେ ବ୍ଲଡ କ୍ୟାନସର ରୋଗରେ ପିଡୀତଥିଲେ।ଆଜି ଚିକିତ୍ସା ନିମନ୍ତେ ଚିକିତ୍ସାଳୟକୁ ଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।ସେ ଜଣେ ପରଉପକାରୀ ଓ ଧର୍ମପରାୟଣ ମହିଳା ଥିବାରୁତାଙ୍କର ବିୟୋଗରେ ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଖବରପାଇ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ,ବରିଷ୍ଠସାମ୍ବାଦିକ ଲିଙ୍ଗରାଜ […]

ମୋବାଇଲ ପାଇଁ ନେଇଗଲେ ଜୀବନ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ମୋବାଇଲଫୋନ ଓ ମନିପର୍ସ ଚଡାଇନେବାବେଳେ ବିରୋଧ କରିବାରୁ ସ୍କ୍ରୁଡ୍ରାଇଭରରେ ମରତ୍ନ୍‌କ ଆକ୍ରମଣ କରି ହତ୍ୟା କରିଥିବା ।ଭିଯୋଗରେ ପୋଲିସ ଆଜି ୨ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସଯେ, ଗତ୧୨ତାରିଖଦିନ ଜଣେ ୨୫ ବର୍ଷୀୟ ଅଚିହ୍ନା ଯୁବକ ଅଚେତ ଅବସ୍ଥାରେ ଗୌତମ ନଗରବସ୍ତି ନିକଟସ୍ଥ ରାସ୍ତାରେ ପଡିଥିବାନେଇ ସୂଚନା ମିଳିବାପରେ ବଡଗଡଥାନା ତରଫରୁ ତାଙ୍କୁ ଉଦ୍ଧାରକରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରକରାଯାଇଥିବା ବେଳେ ଡାକ୍ତରତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବଡ଼ଗଡଥାନାପୁଲିସ […]

ଆଉ ଆସୁଛି ଲଘୁଚାପ !

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପୁଣି ଏକ ଲଘୁଚାପ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନାମିଳିଛି ।ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି ।ଉତ୍ତର-ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି’ାବାୟୁମଣ୍ଡଳର ୩.୧ରୁ ୫.୮ କିମି ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି’ ,ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା ରହିଥିବାର ପାଣିପାଗବିଭାଗ ଅନୁମାନ କରିଛି ।ଅନ୍ୟପଟେ ହୀରାକୁଦଡ୍ୟାମ୍ ର ୮ଟି ଗେଟ୍ ବନ୍ଦ ହୋଇଛି ।ବର୍ତ୍ତମାନ ୧୪ଟିଗେଟ୍ ଦେଇ ଜଳନିଷ୍କାସନ […]

ପଞ୍ଚଭୂତରେ ଲୀନହେଲେ ଗୀତାମେହେଟା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପ୍ରସିଦ୍ଧ ଲେଖିକା, ଚଳଚ୍ଚିତ୍ର ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାପଞ୍ଚଭୂତରେ ଲୀନ ହୋଇଛନ୍ତି ।ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ଏକମାତ୍ର ପୁତ୍ର ଆଦିତ୍ୟ ସିଂ ମେହେଟା ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ , ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ବହୁରାଜନେତା ଶ୍ମଶାନ ଘାଟରେ ଉପସ୍ଥିତଥିଲେ ।ଗତ ଶନିବାର ରାତିରେ […]