Browsing category

ମହାନଗର

ହସ୍ପିଟାଲରେ ଭର୍ତ୍ତିହେଲେ ସୋନିଆଗାନ୍ଧୀ

ଭୁବନେଶ୍ୱର,୩ା୯(ଏସଏସନିଉଜ) କଂଗ୍ରେସର ଅଧକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତାଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥଅବସ୍ଥା ସ୍ଥିର ଅଛି । ଗତକିଛିଦିନ ହେବ ସୋନୀଆ ଗାନ୍ଧୀସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତ । ସୂଚନା ଅନୁସାରେ ତାଙ୍କୁ ଜ୍ୱର ହୋଇଥିବାର ଜଣାପଡିଛି ।  

ଚନ୍ଦ୍ରପୃଷ୍ଠରେ ଶୋଇଛି ପ୍ରଜ୍ଞାନ

ଭୁବନେଶ୍ୱର,୩ା୯(ଏସଏସନିଉଜ)ଶୋଇରହିଛି ପ୍ରଜ୍ଞାନ । ପ୍ରଥମପର୍ଯ୍ୟାୟକାର୍ଯ୍ୟ ଶେଷକରି‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ନିଷ୍କ୍ରିୟ ଅବସ୍ଥାରେ ରଖାଯାଇଛି । ୧୪ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ସୂର୍ଯ୍ୟୋଦୟହେଲେ ‘ରୋଭର୍ ପ୍ରଜ୍ଞାନ’ ନିଦରୁ ଉଠିବ ବା ସକ୍ରିୟ ହେବ ବୋଲି ‘ଇସ୍ରୋ’ ଆଶା କରୁଛି।‘ଏପିଏକ୍ସଏସ୍‌’ ଓ ‘ଏଲ୍‌ଆଇବିଏସ୍’ ପ୍ଲେଲୋଡ୍‌କୁ ‘ସୁଇଚ୍ ଅଫ୍‌’ କରିଦିଆଯାଇଛି । ସେପ୍ଟେମ୍ବର ୨୨ରେ ହେବାକୁ ଥିବା ପରବର୍ତ୍ତୀସୂର୍ଯ୍ୟୋଦୟ ସମୟରେ ଯେମିତି ଆଲୋକଗ୍ରହଣ କରିପାରିବ, ସେମିତିଭାବେ ‘ସୋଲାର୍ ପାନେଲ୍‌’କୁ ରଖାଯାଇଛି। ‘ରିସିଭର୍‌’ ଅନ୍ […]

ମହିଳାଙ୍କକାର୍ଡରୁ ୧୪ହଜାର ନେଇଗଲେ ସୁରକ୍ଷାକର୍ମୀ

ଜଟଣୀ,୨ା୯(ଏସଏସନିଉଜ) ଜଣେ ମହିଳାଙ୍କ ଏଟିଏମ୍ କାର୍ଡରୁ ଚଞ୍ଚକତାକରି ୧୪ହଜାର ଟଙ୍କା ଉଠାଇନେଥିବା ଅଭିଯୋଗରେ ଜଟଣୀଥାନା ପୁଲିସ ଡେଲାଙ୍ଗ ଥାନା ହରିରାଜପୁର ଅଞ୍ଚଳର ରୋହିତଲାଲ୍ ପଣ୍ଡା ଓରଫ୍ କାହ୍ନା ନାମକ ଏଟିଏମ୍ ସୁରକ୍ଷାକର୍ମୀକୁ କୋର୍ଟ ଚାଲାଣ କରିଛି। ପୁଲିସ ତାନିକଟରୁ ମହିଳାଙ୍କ ଏଟିଏମ୍ କାର୍ଡ ଓ ଟଙ୍କା ଜବତ କରିଛି। ପୁଲିସ ସୂଚନାଅନୁଯାୟୀ ଆଜି ସକାଳେ ଅଭିଯୋଗକାରିଣୀ ଜଣେ ମହିଳା ଆକ୍ସିସ୍ ବ୍ୟାଙ୍କକୁଯାଇ ତାଙ୍କ ଏଟିଏମ୍ କାର୍ଡର ପାସ୍‌ୱାର୍ଡ ବଦଳାଇବାକୁ ସେଠାରେ କାର୍ଯ୍ୟରତ ସିକ୍ୟୁରିଟିଗାର୍ଡ କାହ୍ନାର ସାହାଯ୍ୟ ମାଗିଥିଲେ।ଏହି […]

ପୁରୀ ମେନକେନାଲରେ ବୁଲୁଛି କୁମ୍ଭୀର

ବାରଙ୍ଗ,୨।୯(ଏସଏସନିଉଜ)କାନପୁର ଗ୍ରାମ ନିକଟସ୍ଥ ବାରଙ୍ଗ ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ବୁଲୁଥିବାର ଚର୍ଚ୍ଚା ଜୋର ଧରିଛି।ଶନିବାରରାତି ପ୍ରାୟ ୯ଟାସମୟରେ କାନପୁର ଗ୍ରାମର କିଛି ଯୁବକ କେନାଲକୁ ଶୌଚ ହେବାପାଇଁ ଯାଇଥିବା ସମୟରେ କେନାଲ କୂଳରେ ଏକ ବିରାଟ ଘଡ଼ିଆଳ କୁମ୍ଭୀର ଥିବା ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ସେମାନେ ସେଠାରୁ ଉପରକୁ ଚାଲି ଆସିଥିଲେ। ଏହି ଖବର ପ୍ରସାରିତ ହେବାପରେ କୁମ୍ଭୀରକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା।ପରେ ସେଠାରେ ଆଉ କୁମ୍ଭୀରକୁ ଦେଖିବାକୁ ମିଳିନଥିଲା। […]

ପୂର୍ବତନ ବାଚସ୍ପତି ସୂର୍ଯ୍ୟପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୨ା୯ (ଏସଏସନିଉଜ) ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି । ଏକ ଘରୋଇହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ପାତ୍ର ଶେଷନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଆଜି ସନ୍ଧ୍ୟା୭ଟା ୩୧ ମିନିଟରେ ଶ୍ରୀ ପାତ୍ରଙ୍କର ପରଲୋକ ଘଟିଛି । ଶାରୀରିକ ଅସୁସ୍ଥତା କାରଣରୁ କିଛିଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ବିଜେଡି ଟିକେଟରେ ବିଧାୟକ ଭାବେ ଏକାଧିକ ଥର ନିର୍ବାଚିତ ହୋଇଥିବାବେଳେ ସେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା […]

ଟଙ୍କା ନେଲେ ଦେଲେନି ଜମି

ବାରଙ୍ଗ,୧।୯(ଏସଏସନିଉଜ)ଜମି ବିକ୍ରି କରିବାକୁ ରାଜିହୋଇ ଅଗ୍ରୀମ ବାବଦରେ ଟଙ୍କା ଆଣି ଜମି ନଦେବା ଓ ଜମି ଦେବାକୁ କହିଥିବା ବିଲଡରକୁ ଗାଳିଗୁଲଜ କରିବା ଅଭିଯୋଗରେ ବାରଙ୍ଗ ପୋଲିସ ଜମି ବିକ୍ରେତାକୁ ଗିରଫ କରି ଶୁକ୍ରବାର ଦିନ କୋର୍ଟଚାଲଣ କରିଛି।ଗିରଫ ହୋଇଥିବା ଜମି ମାଲିକ ହେଉଛନ୍ତି ମଧୁପୁର ଗାଁର ସରୋଜ ଚନ୍ଦ୍ର ସାହୁ। ପ୍ରକାଶ ଯେ, କଟକ ବାଦାମବାଡିଥାନା ଶଙ୍କରପୁର ଅଂଚଳର ପିଙ୍କି ପ୍ରଧାନ ନାମକ ମହିଳା ବାରଙ୍ଗ ଅଂଚଳରେ ରିଏଲ ଇଷ୍ଟେଟ ବ୍ୟବସାୟ କରୁଛନ୍ତି।ଗତ ୨୦୧୯ ନଭେମ୍ବର […]

ବ୍ରିଜରେ ଝୁଲିଲା ବାଲିବୋଝେଇ ହାଇୱା

ବାରଙ୍ଗ,୧।୯(ଏସଏସନିଉଜ)ଦ୍ରୁତଗତିରେ ଆସୁଥିବା ହାଇୱାଟି ଭାରସାମ୍ୟ ହରାଇ ରଘୁନାଥପୁର ଗାଁମୁଣ୍ଡରେ ଥିବା ବୁଢାନାଳ ସେତୁର ବ୍ୟାରିକେଡ଼କୁ ଧକ୍କାଦେଇ ଝୁଲି ପଡିଥିଲା।ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଥିବା ବେଳେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ପ୍ରକାଶ ଯେ, ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରଗାଁ ମୁଣ୍ଡ ବ୍ରିଜ ଉପରେ ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ଭୁବନେଶ୍ୱର ପଟୁ ନନ୍ଦନକାନନ ଅଭିମୁଖେ ଆସୁଥିବା ବାଲି ବୋଝେଇ ହାଇୱା ଓଆର୦୨ ବିଏଲ୯୧୩୧ ଟି କୌଣସି କାରଣରୁ ଭାରସାମ୍ୟ […]

ନୂଆବନ୍ତରେ ରକ୍ତଦାନ ଶିବିର

ବାରଙ୍ଗ,୧ା୯(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତ ଆନୁକୂଲ୍ୟରେ କଲ୍ୟାଣପୁରପଞ୍ଚାୟତର ନୂଆବନ୍ତସ୍ଥିତ ରାମକୃଷ୍ଣପତି ସ୍ମୃତି ପୀଠପରିସରରେ ଶୁକ୍ରବାରଦିନ ରକ୍ତଦାନଶିବିର ଅନୁଷ୍ଟିତ ହୋଇଯାଇଛି।ଏଥିରେ ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବକ ଯୁବତୀ,ମହିଳା ଓ ପୁରୁଷ ସମେତ ଲୋକପ୍ରତିନିଧି ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ସହାୟତାରେ ଡାକ୍ତର କନକଲତା ଦେଇଙ୍କଦ୍ୱାରା ମୋଟ ୧୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏଥିରେ ରଘୁନାଥପୁର,ଦାଢା, କଲ୍ୟାଣପୁର,ବରିମୁଣ୍ଡ ଓ ଇଞଣା […]

ନନ୍ଦନକାନନକୁ ଆସିଲେ ନୂଆଅତିଥି

ବାରଙ୍ଗ,୩୧ା୮(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଗୁରୁବାରଦିନ ହାଇଦ୍ରାବାଦରୁ ହଳେ ଗୋଲଡେନ୍ ହ୍ୟାଣ୍ଡ୍ ତାମରିନ୍ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତୁପକ୍ଷ ଆଣିଛନ୍ତି ।ଯାହାଫଳରେ ନନ୍ଦନକାନନ ତାଲିକାରେ ପଶୁପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧିପାଇଛି । ତେଲେଙ୍ଗାନାର ଜନ୍ ଗ୍ରୋଭ୍ ଆଣ୍ଡ ଫାର୍ମଏହି ନୁତନ ଅତିଥିଙ୍କୁ ଆଣି ନନ୍ଦନକାନନରେ ପ୍ରଦାନ କରିଛି ।ଏହି ନୁଆ ଅତିଥି ନନ୍ଦନକାନନକୁ ଆସିବାପରେ ସେମାନଙ୍କ ସ୍ୱସ୍ଥ୍ୟ ପରୀକ୍ଷା ଏଠାକାର ଡାକ୍ତରମାନଙ୍କଦ୍ୱାରା କରାଯାଇଛି ।ଆସିଥିବା ୪ଜଣଅତିଥିଙ୍କୁ କ୍ୱାରେଟଂଟାଇନରେ ଡାକ୍ତରମାନଙ୍କ ନଜରବନ୍ଦିରେ ୧ମାସ ପର୍ଯ୍ୟନ୍ତ ସେମାନଙ୍କ ଉପରେ ତିକ୍ଷଣ […]

ଭାରତ ଆସିବେନି ଜିନପିଙ୍ଗ୍

ଭୁବନେଶ୍ୱର,୩୧।୮(ଏସଏସ ନିଉଜ)ଭାରତ ଆସିବେନି ଚୀନ୍ ରାଷ୍ଟ୍ରପତି ସି- ଜିନପିଙ୍ଗ୍।ଆସନ୍ତା ସପ୍ତାହରେ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ଆସିବେନି।ରଏଟର୍ସକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ପ୍ରଚାର ଚାଲିଛି।