Browsing category

ମହାନଗର

ନନ୍ଦନକାନନକୁ ଆଇଜଲ୍ ରୁ ଆସିଲା ୫ନୂଆଜନ୍ତୁ

ବାରଙ୍ଗ,୮।୯(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଶୁକ୍ରବାରରାତିରେ ୫ନୂଆ ଅତିଥିଆସି ପହଁଚିଛନ୍ତି । ମିଜୋରାମର ଆଇଜଲ୍ ଚିଡିଆଖାନାରୁ ଆସିଥିବା ନୁଆ ଅତିଥିମାନଙ୍କ ମଧ୍ୟରେ ରହିଛି କୁକଟି ନାମକ୪ବର୍ଷର ଅଣ୍ଡିରା ହୁଲକ ଗିବନ ଓ ୧୩ବର୍ଷର ସାଲବୀନ ନାମକ ମାଈ ହୁଲକ ଗିବନ,୭ବର୍ଷ ବୟସର ହଳେ ଘୁଷୁରିଲାଞ୍ଜ ମାକାକ,୧୧ବର୍ଷର ଦିୱାଲୀ ନାମକ ମାଈ ହିମାଳୟ କଳାଭାଲୁ । ଏହାର ପ୍ରତିବଦଳ ରେ ନନ୍ଦନକାନନ କର୍ତ୍ତୁପକ୍ଷ ଆଗରୁ ଅର୍ଥାତ ଗତ ମାର୍ଚ୍ଚମାସ ୨୭ତାରିଖରେ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣବାଘ […]

ପଦ୍ମକେଶରୀପୁରରୁ ୧୬ଗିରଫ

ଚନ୍ଦ୍ରଶେଖରପୁର,୭ା୯(ଏସଏସନିଉଜ) ମଞ୍ଚେଶ୍ଵରଥାନା ଅଧିନସ୍ଥ ପଦ୍ମକେଶରୀପୁରରେ ପୂର୍ବ ବିବାଦକୁ କେନ୍ଦ୍ର କରି ଉପୁଜିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ଆଜି ଉଭୟପକ୍ଷରୁ ୧୬ଜଣଙ୍କୁଗିରଫ କରି କୋର୍ଟଚାଳଣ କରିଛି ।ଗତ ତା ୦୧.୦୯.୨୦୨୩ ରିଖ ଓ ତା.୦୨.୦୯.୨୦୨୩ ରିଖ ଦିନ ପଦ୍ମକେଶରୀପୁରରେ ଦୁଇଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏଥିରେ ଘରେ ଜୋରଜବରଦସ୍ତ ପଶି ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଗୃହପଯୋଗୀ ଆସବାବପତ୍ର ସବୁକୁ ଫୋପଡାଫିଙ୍ଗା ହୋଇଥିଲା । ଏପରିକି ମହିଳା ସଦସ୍ୟଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ […]

ଅକ୍ଟୋବର ୪ରୁ ଦଶମ ଷାଣ୍ମାସିକପରୀକ୍ଷା

ଭୁବନେଶ୍ୱର,୭ା୯(ଏସଏସନିଉଜ) ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମଶ୍ରେଣୀ ଷାଣ୍ମାସିକପରୀକ୍ଷା ପାଇଁ ସୂଚୀ ଜାରି କରାଯାଇଛି । ଅକ୍ଟୋବର ୪ ତାରିଖରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଦିନ୧୦ଟାରୁ ୧୨ଟା ୩୦ ପ୍ରଥମ ଓ ସାଢ଼େ୧ଟାରୁ ୪ଟା ୨ୟ ସିଟିଂ ପରିକ୍ଷା କରାଯିବ ।୪ରେ ପ୍ରଥମସିଟିଂରେ ଓଡ଼ିଆ, ଦ୍ୱିତୀୟ ସିଟିଂରେ ଇଂରାଜୀ,୫ରେ ଗଣିତ, ୬ରେ ବିଜ୍ଞାନ, ୭ରେ ସାମାଜିକବିଜ୍ଞାନ , ୭ତାରିଖ ଦ୍ୱିତୀୟସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା କରାଯିବ ବୋଲି ସୁଚନା […]

ଭୁବନେଶ୍ୱରରୁ ଜବତହେଲା ଚୋରାସୁନା

ଭୁବନେଶ୍ୱର,୭ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ପାଖାପାଖି ଅଢେଇ କିଲୋଗ୍ରାମ ଓଜନର ଚୋରାସୁନାଜଣେ ବ୍ୟକ୍ତିଙ୍କପାଖରୁ ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ୧୦ତୋଳାସୁନା ଜବତ କରିଛି ।ଜବତହୋଇଥିବା ସୁନା ବିସ୍କୁଟ ଆକାରର ହୋଇଥିବାବେଳେ ବିଦେଶରେ ତିଆରିହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛିାଏହି ଘଟଣାରେ ଜଣଙ୍କୁ ଗିରଫକରିଛି ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସା  

ଗିରଫହେଲେ ୨ବାଉନ୍ସର

ଭୁବନେଶ୍ୱର,୭ା୯(ଏସଏସନିଉଜ) ଦାଦାବଟି ନଦେବାରୁ ଜଣେ ବାରକର୍ମଚାରୀଙ୍କୁ ଅପହରଣ କରି ମାଡମାରିବା ଅଭିଯୋଗରେ ୨ଜଣବାଉନ୍ସରକୁ ଏୟାରଫିଲ୍ଡ ଥାନା ପୁଲିସ ୧୮୨/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଆଶିଷସାହୁ ଓ ଆଦିତ୍ୟବରାଳ । ଅପହରଣକାରୀମାନେ କଟକରୋଡ଼ ମହାନ୍ତିବାରରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିଥିଲୋ ଫ୍ଲୋରମ୍ୟାନେଜର ମୁଜିବୁର ରେହମାନଙ୍କୁ ଏକ ସ୍କର୍ପିଓ ଗାଡ଼ିରେ ଅପହରଣ କରି ମାସକୁ ୫୦ହଜାରଟଙ୍କା ବଟି ଦେବାକୁ ଦାବୀ କରିଥିଲେ । ପରେ ଟଙ୍କା ନଦେବାରୁ ମାଡ଼ ମାରି […]

ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ

ବାରଙ୍ଗ,୬ା୯(ଲିଙ୍ଗରାଜରାଉତ)ପ୍ରତ୍ୟକବର୍ଷଭଳି ଚଳିତବର୍ଷ ମେଣ୍ଢାଶାଳଗ୍ରାମର ଦୁଲାଦେବୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀକୃଷ୍ନଜନ୍ମୋସ୍‌ବ ମହାସମାରୋହରସହ ପାଳିତ ହୋଇଯାଇଛି ।ଆସନ୍ତାକାଲି ନନ୍ଦୋସ୍‌ବ ପାଳନକରାଯାଇ ଅଂଚଳର ଦଶଗୋଟି ଗ୍ରାମର ଚାରିହଜାରେରୁଉର୍ଦ୍ଧ ଶିଶୁମାନଙ୍କୁ ଉସ୍‌ସବକମିଟିତରଫରୁ ପ୍ରସାଦ ବତରଣୀ ବ୍ୟବସ୍ଥା କରାଯାଇଥିବାର କମିଟିପକ୍ଷରୁ କୁହାଯାଇଛି ।ସେହିଭଳିଭାବେ କୁହ୍ନେଇଁପଡା ଗ୍ରାମ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିରରେ ବୁଧବାରଦିନ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହାସହିତ ଗୁରୁବାର ଦିନ ନନ୍ଦୋତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ରାତି୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । […]

ଦେଶୀମଦ ସହ ବେପାରୀ ଗିରଫ

ବାରଙ୍ଗ, ୬।୯(ଏସଏସନିଉଜ) ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଗୋଡ଼ିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ ପକ୍ଷରୁ ପୁରୀ ମୁଖ୍ୟ କେନାଲ ନିକଟରେ ନାକାବନ୍ଦୀ କରାଯାଇଥିଲା। ଏହି ସମୟରେ ଏକ ନାଲି ରଙ୍ଗର ଆକ୍ଟିଭା ସ୍କୁଟି ଓଡ଼ି୦୫ଏୱାଇ୪୮୮୦ ରେ ଦେଶୀମଦ ନେଇ ଆସୁଥିବା ସାନମୁଣ୍ଡଳୀ ଗ୍ରାମର କାହୁଁ ଚରଣ ଦଳେଇ(୨୬) ପୋଲିସ ଅଟକାଇବାପରେ ବ୍ୟବସାୟ ଉଦେଶ୍ୟରେ ନେଇଯାଉଥିବା ୪ଟି ବ୍ଲାଡରରେ ଥିବା ୮୦ ଲିଟର ଦେଶୀରନ୍ଧାମଦକୁ ଜବତ କରିବାରେ ପୋଲିସ ସକ୍ଷମ ହୋଇଥିଲା।ଏହାସହ ସ୍କୁଟି […]

ବ୍ଲାଙ୍କଫାୟରିଂ କରି ଲୁଟିଲେ

କଟକ,୬।୯(ଏସଏସନିଉଜ)କନ୍ଦରପୁରଥାନା ମତଗଜପୁର ରେଳଫାଟକ ନିକଟରେ ବ୍ଲାଙ୍କ ଫାୟରିଂକରି ନଗଦ ୨୫ ହଜାର ଟଙ୍କା ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୁତ।ଆଜି ଦିନ ସାଢ଼େ୧୧ ଟା ସମୟରେ ଏହି ଘଟଣା ଘଟିଛି।କନ୍ଦରପୁରଥାନା ପରମହଂସ ପଞ୍ଚାୟତ ହାଟସାହିରର ବିକାଶ ପାତ୍ର ନିଜ ସ୍କୁଟିରେ ଯାଉଥିବା ସମୟରେ ୬ଜଣ ଦୁବୃତ୍ତ ତିନୋଟି ବାଇକରେ ଆସିଥିବା ତାଙ୍କୁ ରେଳଫାଟକ ନିକଟରେ ରୋକିଥିଲେ।ଜୀବନରୁ ମାରିଦେବାର ଭୟ ଦେଖାଇ ଫଲସ୍ ଫାୟରିଂ କରି ବ୍ୟାଗରେ ଥିବାନଗଦ ୨୫ ହଜାର ଟଙ୍କା ସହିତ ୩ ଟି ସୁନାଚେନ ଏବଂ […]

ମୁକୁଳା ପାଣିଟାଙ୍କିରୁ ମିଳିଲା ମୃତଦେହ

ବାରଙ୍ଗ,୫ା୯(ଏସଏସନିଉଜ)ରଘୁନାଥପୁର ଗାଁମୁଣ୍ଡରେ ଥିବାଏକ ଖୋଲାପାଣିଟାଙ୍‌କିରୁ ଭାସୁଥିବା ଅବସ୍ଥାରେ ଏକ ମୃତଦେହକୁ ଉଦ୍ଧାର କରିଛି ନନ୍ଦନକାନନଥାନାପୋଲିସ । ମୃତକ ହେଉଛନ୍ତି କେଉଁଝର ଆନନ୍ଦପୁରର ମାର୍ଶାପାଳ ଗାଁରପିତାମ୍ବରମୁର୍ମୁ(୫୮) ।ପିତାମ୍ବର ତାର ଅନ୍ୟଜଣେ ସାଥି ସୁନାରାମ ସୁରେନ ସହିତ ରଘୁନାଥପୁର ଗାଁମୁଣ୍ଡରେ ନିର୍ମାଣଧିନ ଅଟାଳିକାରେ କାମକରିବାକୁ ଶୁକ୍ରବାରଦିନ ଗାଁରୁ ଆସିଥିଲା ।କିନ୍ତୁ ସୋମବାରରାତିରେ ସେ ରହୁଥିବା କ୍ୟାମ୍ପରେ ତାଙ୍କର ଦେଖାନମିଳିବାରୁ ତାଙ୍କପୁଅ ମାଧବକୁ ସୁନାରାମ ଜଣାଇଥିଲେ ।ମାଧବ ମଙ୍ଗଳବାର ଦିହିପହରରେ ପହଁଚିବାପରେ ମୁକୁଳାପାଣିଟାଙ୍କିରେ ଭସୁଥିବା ମୃତଦେହ ତାଙ୍‌କ ବାପାଙ୍କର ବୋଲି ଚିହ୍ନଟ […]

ଜଟଣୀ ଖାସମାହଲ ଜମିସମସ୍ୟାର ସମାଧାନ ହେଲା

ଜଟଣୀ,୪।୯(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ 5T  ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା । ଏ ସମସ୍ୟା ସଂପର୍କରେ ଜନସାଧାରଣ 5T ସଚିବଙ୍କୁ ଜଣାଇଥିଲେ । […]