ଝିଆରୀକୁର୍ଦୁବ୍ୟବହାର, ଦାଦାକୁଆକ୍ରମଣ
ଭୁବନେଶ୍ବର,୨୬।୮(ଏସଏସନିଉଜ)ଘରେ ଏକୁଟିଆ ଥିବାର ସୁଯୋଗରେ ଘରେପଶି ଯୁବତୀଙ୍କୁ ର୍ଦୁବ୍ୟବହାର କରିବା ଓ ଏହାକୁ ପ୍ରତିବାଦ କରିବାରୁ ଯୁବତୀଙ୍କ ଦାଦାକୁ ଆକ୍ରମଣ କରି ରକ୍ତାକ୍ତ କରିବାଭଳି ଅଭାବନୀୟ ଘଟଣାରେ ମଞ୍ଚେଶ୍ବର ଥାନା ପୋଲିସ ପଦ୍ମକେଶରୀପୁର ଅଞ୍ଚଳର ଜଗନଦାସ ନାମକ ଯୁବକକୁ ଗିରଫ କରିଛି।ଗୁରୁବାର ସନ୍ଧ୍ୟା ସମୟରେ ରୁଦ୍ରଦାସଙ୍କ ଝିଆରୀ ଘରେ ଏକୁଟିଆ ଥିବା ସମୟରେ ଜଗନ ଓ ତା’ର ସହଯୋଗୀ ଘରେ ପଶିର୍ଦୁବ୍ୟବହାର କରିଥିଲେ।ଯୁବତୀଜଣଙ୍କ ଏହାକୁ ବିରୋଧ କରି ପାଟି କରିବାରୁ ଦାଦା ରୁଦ୍ର ଧାଇଁ ଆସିଥିଲେ।ଏଥିରେ […]