Browsing category

ମହାନଗର

୬ମାସରେ ୫-ଟିରେ…

ଭୁବନେଶ୍ୱର, ୨୧।୮(ଏସଏସନିଉଜ) ଆଜି ଜନତାମୈଦାନରେ ପୁଲିସ ଛାଉଣିରେ ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନିରପ୍ରାୟ୧୫ହଜାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ୍ ।ଏହିଅବସରରେ ସେ କହିଛନ୍ତି ଯେ, କଲେଜ ସମ୍ପର୍କିତ ରହିଥିବା ସମସ୍ୟା ଭିତ୍ତିଭୂମି ଓ ପାଠପଢ଼ାକୁ ନେଇ ହେଉଥିବା ସମସ୍ୟା ଏଭଳି ବିଭିନ୍ନ ପ୍ରସଙ୍ଗରେ ୫-ଟି ସଚିବଙ୍କ ପାଖରେ ଅଭିଯୋଗ ରଖିବେ ଛାତ୍ରଛାତ୍ରୀ। ଖୋର୍ଦ୍ଧାଜିଲ୍ଲାର ସବୁ ହାଇଅର ସେକେଣ୍ଡାରୀ ସ୍କୁଲ ଓ ଯୁକ୍ତ୩କଲେଜ ୬ ମାସରେ ୫-ଟିରେ […]

ଦିନକପରେ ନିଖୋଜମହିଳାଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ, ୨୦।୮(ଏସଏସନିଉଜ)ପୁରୀ ମୁଖ୍ୟକେନାଲକୁ ଲୁଗା ଧୋଇବାକୁ ଶନିବାର ସନ୍ଧ୍ୟାରେ ଯାଇ ନିଖୋଜ ହୋଇଯାଇଥିବା ମହିଳାଙ୍କ ମୃତଦେହ ରବିବାର ଦିନ କେନାଲରୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମବାହିନୀ। ପ୍ରକାଶଯେ, ଶନିବାର ସଂନ୍ଧ୍ୟାରେ ବଡ଼ମୁଣ୍ଡଳୀ ଗ୍ରାମର ପ୍ରେମଲତାସାହୁ ପୁରୀ ମୁଖ୍ୟ କେନାଲକୁ ଲୁଗାଧୋଇବାକୁ ଯାଇ ନିଖୋଜ ହୋଇଯାଇ ଥିଲେ।ପରିବାର ଲୋକ ବହୁ ଖୋଜା ଖୋଜି କରି ନିରାଶ ହେବାରୁ କେନାଲରେ ବୁଡିଯାଇଥିବାର ସନ୍ଦେହ କରି ବାରଙ୍ଗ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ।ରାତିରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ମଧ୍ୟ […]

କାଳୀମାଡ଼ କରିଥିବା ଯୁବକକୁ ଛାଡିଲା ପୋଲିସ

ସାକ୍ଷୀଗୋପାଳ,୨୦।୮(ଏସଏସନିଉଜ) ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଯୁବକ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି।ଗତକାଲି ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତମିଳାଉଥିବା ବେଳେ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ […]

ଜେ.ଏମ.ସ୍ପୋର୍ଟସ ଏକାଡେମୀ ପାଳିଲା ପ୍ରତିଷ୍ଠାଦିବସ

ଭୁବନେଶ୍ୱର,୧୮।୮(ଏସଏସନିଉଜ)ରାଜଧାନୀ ଭୁବନେଶ୍ବରର ଅନ୍ୟତମ ପ୍ରତିଷ୍ଠିତ ଜେ. ଏମ. ସ୍ପୋର୍ଟସ ଏକାଡେମୀ ତାରଦ୍ୱାଦଶତମ ପ୍ରତିଷ୍ଠାଦିବସ ମଞ୍ଚେଶ୍ୱର ଜେ. ଏମ. ସ୍ପୋର୍ଟସ ଏକାଡେମୀ ଇଣ୍ଡୋର ହଲରେବହୁ ଆଡମ୍ବର ସହ ପାଳନ କରିଛି।ଏହି ଉପଲକ୍ଷେ ଏକାଡେମୀଅଧକ୍ଷା ମିରାରାଣୀ ଦାସଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ଅତୀଶ କୁମାର ରାଉତ,ପୃଷ୍ଠପୋଷାକଯଶୋବନ୍ତଦାସ, ସମ୍ପାଦକ ତଥା ଆଇନପରାମର୍ଶଦାତା ସୁବ୍ରତ ମହାପାତ୍ର,ଏକାଡେମୀର କୋଷଧକ୍ଷ ଦେବବ୍ରତ ପଟ୍ଟନାୟକ ପ୍ରମୁଖଅତିଥିଭାବେ ଯୋଗଦାନ କରି ଏକାଡେମୀର ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ।ଏଥିରେ ଜିମାସ୍ଟିକ ରଖେଳାଳି, ଅଭିଭାବକମାନେ ଉପସ୍ଥିତ ଥିଲେ।ଏହିଅବସରରେ ସାଂକୃତିକ କାର୍ଯ୍ୟକ୍ରମ ସାଙ୍ଗକୁ […]

ଦେଢ଼ବର୍ଷପରେ ଧରାପଡିଲା

ବାରଙ୍ଗ, ୧୭ା୮ (ଏସଏସନିଉଜ)ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଦେଢ଼ବର୍ଷ ଧରି ଫେରାର ଥିବା ଜଣେ ମଦ ବେପାରୀକୁ ଗିରଫ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବାରଙ୍ଗ ଥାନା ସାନମୁଣ୍ଡଳୀ ଗ୍ରାମର ଦୁଷ୍ମନ୍ତ ଲେଙ୍କା ଓରଫ ଧକୁ(୩୧)। ପ୍ରକାଶ,ଯେ ଗତବର୍ଷ ମାର୍ଚ୍ଚ୪ତାରିଖ ସନ୍ଧ୍ୟାସମୟରେ ଧକୁ ଏକ ନମ୍ବରବିହୀନ ମାରୁତିସୁଜୁକି କାରରେ ଦେଶୀମଦ ଚୋରା ଚାଲାଣ କରିଥିଲା।ଗୋଡିସାହି ପୁରୀ କେନାଲ ବ୍ରିଜ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର […]

ମାଇଟ୍ୟାଲେଂଟର ବାର୍ଷିକସ୍‌ବ

ବାରଙ୍ଗ,୧୬।୮(ଏସଏସନିଉଜ) ବାରଙ୍ଗରେ ଥିବା ମାଇଟ୍ୟାଲେଂଟ ଶିକ୍ଷାନୁଷ୍ଠାନର ବାର୍ଷିକସ୍‌ବ ମଙ୍ଗଳବାର ରାତିରେ ବାରଙ୍ଗସ୍ଥିତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛିୁ ।ଏଥିରେ କଳିଙ୍ଗହସ୍ପିଟାଲର ସହନିର୍ଦ୍ଦେଶକ ଜ୍ଞାନେନ୍ଦୁ ମହାପାତ୍ର,କୁଞବିହାରିମହାବିଦ୍ୟାଳୟର ବାଣିଜ୍ୟବିଭାଗ ଅଧ୍ୟାପିକା ଲକ୍ଷ୍ମିପ୍ରିୟାସ୍ୱାଇଁ ,ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ୨୦୧୦ମସିହାରେ ଉତ୍କଳବିଶ୍ୱବିଦ୍ୟାଳୟରେ ସ୍ୱର୍ଣପଦକହାସଲକରିଥିବା ରଶ୍ମିଅଗ୍ରୱାଲା ଅତିଥିଭାବେ ଯୋଗଦେଇ ବାରଙ୍ଗଅଂଚଳରେ ଛାତ୍ରୀଛାତ୍ରମାନଙ୍କୁ ଆପଣାର କରି ଲୋପ୍ରିୟତା ହାସଲ କରିପାରିଥିବାରୁ ଶିକ୍ଷାନୁଷ୍ଠାନର ସମସ୍ତଙ୍କୁ ପ୍ରଂଶସା କରିଥିଲେ ।ଏହିଅବସରରେ ନବାଗତଛାତ୍ରୀଛାତ୍ରମାନଙ୍କୁ ସମ୍ମାନୀତ କରାଯାଇଥିଲା ।ଶିକ୍ଷାନୁଷ୍ଠାନରେ ପାଠପଢି ଯୁକ୍ତ୩ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା ।ସେଥିମଧ୍ୟରୁ […]

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫ା୮(ଏସଏସନିଉଜ)ପଟିଆ: କାନନବିହାର ଫେଜ୨ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ଵାଧୀନତାପ୍ରାପ୍ତିର ଅମୃତମହୋତ୍ସବ ତଥା ୭୭ତମ ସ୍ୱାଧୀନତାଦିବସ ମହାଆଡମ୍ବରରେ ପାଳନ କରାଯାଇଛି। ବିଦ୍ୟାଳୟର ମକ୍ଷର୍ଗଦର୍ଶକ ଅଲେଖନାୟକଙ୍କ ଉପସ୍ଥିତରେ ପ୍ରଧାନଶିକ୍ଷକ ତଥା ସଂପାଦକ ପ୍ରଦୀପକୁମାର ପାଣି ଜାତୀୟପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟସଂଗୀତ ଗାନପରେ ପ୍ରଧାନଶିକ୍ଷକ ତାଙ୍କର ଅଭିଭାଷଣରେ ଦେଶ ସ୍ଵାଧୀନ ହେବାର ମହାପୁରୁଷମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିଥିଲେ । ଉକ୍ତଦିବସର ଗୁରୁତ୍ଵ ବର୍ଣ୍ଣନାକରି ଛୋଟଛୋଟ ଶିଶୁମାନଙ୍କୁଆଶୀର୍ବଚନ ପ୍ରଦାନ କରିବା ସହିତ ପିଲାମାନଙ୍କର […]

ମହିଳାଙ୍କୁ ସରକାରୀଚାକିରିଦେବା ନାଁରେ ନେଇଗଲେ ଟଙ୍କା

ମେଣ୍ଢାଶାଳ,୧୪ା୮(ଏସଏସନିଉଜ) ସରକାରୀ ଚାକିରୀ କରିଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୬ଲକ୍ଷରୁ ଉର୍ଦ୍ଧଟଙ୍କା ଠକିନେଇଥିବା ଦୁଇଯୁବକକୁ ଗିରଫକରି ସୋମବାରଦିନ କୋର୍ଟଚାଲାଣ କରିଛି ଚନ୍ଦକାପୋଲିସ ।ଗିରଫଯୁବକ ନୟାଗଡ଼ ନୂଆଗାଁଥାନା ଅଧିନସ୍ଥ ଗଦାଧରପୁରଗ୍ରାମର ଅଭିଜିତପ୍ରଧାନ ଓ ନୟାଗଡ ସଦର ଥାନାଅଧୀନସ୍ଥ ରାୟପୁରଗ୍ରାମର ଅଚ୍ୟୁତପ୍ରଧାନ । ସୂଚନାଯୋଗ୍ୟ ଯେ, ଗତବର୍ଷ ଚନ୍ଦକାଥାନା ଅଧୀନରେଥିବା ଗୋଠାପାଟଣାରେ ଥିବା ଟାଇମ୍ସ ଗୁରୁକୁଳରେ ଚାକିରିକରିଥିବା ମାନିନୀ(ଛଦ୍ମନାମ)ନାମକ ଜଣେ ଯୁବତୀ ନିମ୍ନୋକ୍ତ ଜଣେ ଅଭିଯୁକ୍ତ ଅଚ୍ୟୁତପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ, ଯିଏକି ତାଙ୍କୁ ଅନ୍ୟଜଣେ ଅଭିଯୁକ୍ତ ଅଭିଜିତପ୍ରଧାଙ୍କ ଜରିଆରେ […]

ସମବାୟସମିତିରେ ସ୍ୱାଧୀନତାଦିବସ ପାଳନ

ମେଣ୍ଢାଶାଳ,୧୫।୮(ଏସଏସ ନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତିରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏଥିରେ ମେଣ୍ଢାଶାଲ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳ ଶାଖା ପରିଚାଳକ ବିକାଶ କୁମାର. ସୁପରଭlଇଜର ସନ୍ତୋଷ ମଙ୍ଗରାଜ.ପରିଚାଳନା ନିର୍ଦେଶକ ରାଜ ଖାନ. ନିମାଇଁ ଚରଣ ବିଶ୍ୱାଳ. କାଳୁ ଦାସ. ସରୋଜ ପାତ୍ର. ଗୁରୁପ୍ରସାଦ ସାମନ୍ତରାୟ ଏବଂ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ସୁରେନ୍ଦ୍ର ସାମନ୍ତରାୟ .ପ୍ରଫୁଲ ଶ୍ରୀଚନ୍ଦନ. […]

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା

ଭୁବନେଶ୍ବର, ୧୦ା୮(ଏସଏସନିଉଜ) ହୋଟେଲ ଦୀପାଳିରେ ଘଟିଥିବା ଶୁଭଲକ୍ଷ୍ମୀସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ରହସ୍ୟ ହଟାଇବାପାଇଁ ପୋଲିସ ପ୍ରଚେଷ୍ଟା ଆରମ୍ଭ କରିଛି । ଦୀପାଲି ବାରରେ ବାରଡ୍ୟାନ୍ସର ଭାବେ କାମକରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳାକମିଶନ ଅଧ୍ୟକ୍ଷା ଉଦବେଗ ପ୍ରକାଶ କରିବାସହ ୧୫ଦିନ ମଧ୍ୟରେ ତଦନ୍ତରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ କମିଶନରେଟ ପୁଲିସ ତଦନ୍ତ ଆରମ୍ଭ କରିବାସହ ଏହିଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ମଧ୍ୟ […]