ଓଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର୧୫ା୭(ଏସଏସନିଉଜ)ଓଏଏସ ସ୍ତରରେ ଅଦଳବଦଳ କରାଯାଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଅଦଳବଦଳ ଅନୁଯାୟୀ ମଦନିଗମ ପରିଚାଳନାନିର୍ଦ୍ଦେଶକ ପ୍ରସନ୍ନକୁମାରଷଡ଼ଙ୍ଗୀଙ୍କୁ ରାଜଧାନୀ କ୍ଷେତ୍ରୀୟ ସହରାଞ୍ଚଳ ପରିବହନର ସାଧାରଣ ପରିଚାଳକ ,ଅଶୋକକୁମାରପଣ୍ଡାଙ୍କୁ ଶ୍ରମ ବିଭାଗର ଅତିରିକ୍ତସଚିବ ସହିତ ଇଏସ୍ଆଅଇର ନିର୍ଦ୍ଦେଶକ , ଦୀପ୍ତିମହାପାତ୍ରଙ୍କୁ କାଜୁ ଉନ୍ନୟନନିଗମର ପରିଚାଳନା ନିର୍ଦ୍ଦେଶକ, ନିବେଦିତାବିଶ୍ୱାଳଙ୍କୁ ଶ୍ରମ ବିଭାଗର ଯୁଗ୍ମସଚିବ ସହ ଓଡ଼ିଶାନିର୍ମାଣ ଶ୍ରମିକ କଲ୍ୟାଣବୋର୍ଡର ଓଏସ୍ଡି୍, ବରଣ୍ୟେନ୍ଦୁମହାନ୍ତିଙ୍କୁ ଅନୁଗୁଳଉପଜିଲ୍ଲାପାଳ, ଜିତେନ୍ଦ୍ରକୁମାରପାତ୍ରଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ, ପରୀକ୍ଷିତସାହୁଙ୍କୁ ଦେବଗଡ଼ଉପଜିଲ୍ଲାପାଳ, ପ୍ରଶାନ୍ତ କୁମାରତରାଇଙ୍କୁ ଆଠଗଡ଼ଉପଜିଲ୍ଲାପାଳ ଏବଂ ସମ୍ପଦକୁମାରଦଳାଇଙ୍କୁ ଭୁବନେଶ୍ୱର […]