Browsing category

ମହାନଗର

ଉପ-ନିର୍ଦେଶକଙ୍କ କାର୍ଯ୍ୟାଳୟସାମ୍ନାରେ ଗଞ୍ଜେଇଗଛ

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନ ଉପ ନିର୍ଦେଶକଙ୍କକାର୍ଯ୍ୟାଳୟ  ସାମ୍ନାରେ ଉଠିଛି ଗଞ୍ଜେଇଗଛ। କାର୍ଯ୍ୟାଳୟସାମ୍ନାରେ ଥିବା ବେଟାରୀଅଟୋ ଚାର୍ଜରଘର ଆଗରେ ଗଛଟି ରହିଛି।ସେଇବାଟ ଦେଇ କିରାଣୀ ମାନଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆ ଅଧିକାରୀମାନେ ସବୁଦିନେ ଯିବାଆସିବା କରୁଛନ୍ତି ।ସବୁଠାରୁ ବଡ଼ କଥାହେଲା ନନ୍ଦନକାନନ ପକ୍ଷରୁ ଠିକାଦାର ଙ୍କୁ ଦିଆଯାଇଥିବା ବେଟାରୀ ଅଟୋ ଚାର୍ଜରଘର ସବୁଦିନେ ଖୋଲାଯାଉଛି। ନନ୍ଦନକାନନ ରେ ଚାଲୁଥିବା ବେଟାରୀ ଚାଳିତ ଅଟୋ ଏହିଘରେ ରହି ଚାର୍ଜ ହେଉଛି । ଏହାପରେ ମଧ୍ୟ ବେଟାରୀଚାଳିତ ଅଟୋ ଚାଳକଙ୍କଠାରୁ ଆରମ୍ଭକରି ନନ୍ଦନକାନନ […]

ଛାତ୍ର ଅପହରଣ ଘଟଣା

ମେଣ୍ଢାଶାଳ,୭ା୭(ଏସଏସନିଉଜ) ମଙ୍ଗଳବାର ଚନ୍ଦକାଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଦୁଇ ଦଶମଶ୍ରେଣୀଛାତ୍ରଙ୍କ ନିଖୋଜ ହୋଇଥିବା ଘଟଣା ଉପରୁ ପରଦା ଉଠାଇଛି ସିସିଟିଭି। ସିସିଟିଭି ଫୁଟେଜ୍‌ରେ ଜଣାପଡ଼ିଛିଯେ, ଦୁଇନାବାଳକ ନିଜେ ତାଙ୍କ ଇଚ୍ଛାରେ ଅଟୋରୁ ଓହ୍ଲାଉଛନ୍ତି। ଆଉ ଇଚ୍ଛା ମୁତାବକ ବୁଲାବୁଲି କରୁଛନ୍ତି । ଏ ଘଟଣା ଉପରୁ ଶୁକ୍ରବାର ଦିନ ପରଦା ଉଠାଇଛି ଚନ୍ଦକାପୋଲିସ । ଦୁଇଛାତ୍ର ନିଖୋଜ ହେବାପରେ ବିଭିନ୍ନମହଲରୁ ବିଭିନ୍ନକଥା ଶୁଣିବାକୁ ମିଳିଥିଲା।କିଏ କହୁଥିଲା ଗୁଣିଗାରେଡ଼ି ସନ୍ଦେହ ତ ଆଉ କିଏକହୁଥିଲା ଆନ୍ତଃରାଜ୍ୟ […]

ଦାୟିତ୍ୱହିନତା ଯୋଗୁ ପୋଡିଗଲା ଇନକ୍ୟୁବେଟର

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନର ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କର୍ତ୍ତୃପକ୍ଷ ଘରୋଇକରଣ ଉପରେ ନିର୍ଭର କରୁଥିବାବେଳେ କେତକ ଖାଦ୍ୟ ଯୋଗାଣକୁ ନିଜ ଅଧିନରେ ରଖିଛନ୍ତି।ଏହାସତ୍ତ୍ୱେ କର୍ମଚାରୀ ମାନଙ୍କ ଦାୟିତ୍ବହୀନତା ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ବେଳେବେଳେ କର୍ତ୍ତୃପକ୍ଷଙ୍କୁ ଅପଦସ୍ତ ହେବାକୁ ପଡିଥାଏ।ଯାହାର ଜ୍ୱଳନ୍ତ ଉଦାହରଣ ନନ୍ଦନକାନନରେ ଥିବା ଜୀବନ୍ତ ଖାଦ୍ୟ ପ୍ରଜାଜନକେନ୍ଦ୍ରରେ ଦେଖିବାକୁ ମିଳିଛି।କୁକୁଡ଼ା ଚିଆଁ କରିବାପାଇଁ ଥିବା ଇନକ୍ୟୁ ବେଟର ମେସିନଟି ପୋଡିଯିବାରୁ ମେସିନରେ ଥିବା ୨୫୦ଟି ଅଣ୍ଡା ନଷ୍ଟ ହୋଇଯାଇଛି। […]

ଭ୍ୟାନିଟ ଲୁଟିପଳାଉଥିବା ଲୁଟେରାକୁ ଧରିଲେ ଲୋକ

ବାରଙ୍ଗ,୭।୭(ଏସଏସନିଉଜ)ଶୁକ୍ରବାର ବିଲମ୍ଭି ତ ରାତିରେ ଗୋଡିସାହି ଫାଣ୍ଡି ନିକଟରୁ ଚଳନ୍ତା ବାଇକରୁ ଭ୍ୟାନିଟ ଝାମ୍ପି ନେଇ ଫେରାର ହେଉଥିବା ବେଳେ ବାଇକ ରୁ ଖସି ଜଣେ ଲୁଟେରା ଧାରାପଡିଥିବାବେଳେ ଆଉ ଜଣେ ଫେରାର ହୋଇଯାଇଛି। ଶୁକ୍ରବାର ବିଲମ୍ଭିତ ରାତିରେ ଏକ ଦମ୍ପତି ବାଙ୍କୀ ପଟକୁ ବାଇକ ରେ ଯାଉଥଲେ ।ତାଙ୍କୁ ପିଛା କରି ଗୋଡିସାହି ଫାଣ୍ଡିଠାରୁ ଅଳ୍ପଦୁରରର ଦୁଇଜଣ ଲୁଟେରା ଏକ ବାଇକ ରେ ଆସି ମହିଲାଙ୍କ ଭ୍ୟାନିଟ ନେଇ ତ୍ରିଶୂଳିଆ ଆଡେ ପଳାଇଆସୁଥିଲେ।ଏହି ସମୟରେ ଆସୁଥିବା […]

ରାସ୍ତାରେ ଓଲଟିପଡିଲା ହାଇୱା

ମେଣ୍ଢାଶାଳ, ୭ା୭(ଏସଏସନିଉଜ)ଦାରୁଠେଙ୍ଗଗାଁ ନିକଟ ଜୁଝଗଡ଼ଠାରେ ବାରଙ୍ଗପଟୁ ବାଲିନେଇ ଚନ୍ଦକା ଆଡେ ଆସୁଥିବା ଓଡି୦୨-ଏକ୍ୟୁ-୪୭୭୫ନଂ ହାଇୱାଟି ଶୁକ୍ରବାର ଅପରାହ୍ନରେ ରାସ୍ତା ଉପରେ ଓଲଟିପଡିଛି ।ଦ୍ରୁତଗତିରେ ଆସୁଥିବାବେଳେ ହାଇୱାଟି ଭାରସମ୍ୟହରାଇ ରାସ୍ତାଉପରେ ଓଲଟିପଡିଥିଲା ।ଏହିସମୟରେ ସେହିରାସ୍ତାରେ ଯାଉଥିବା ଏକ ବାଇକ ଚାଳକ ଶୈାଭାଗ୍ୟବଶତଃ ବଂଚିଯାଇଥିଲେ ।ଦୁର୍ଘଟଣାପରେ ସ୍ଥାନୀୟ ଲୋକମାନେ ଆହତ ହୋଇଥିବା ହାଇୱା ଚାଳକ ଓ ହେଲପରକୁ ଉଦ୍ଧାର କରି ଚିକିସ୍‌।ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଶିବରାଜସିଂହ ଚୌହାନଙ୍କ ମହାନତା

ଭୁବନେଶ୍ୱର,୬।୭(ଏସଏସନିଉଜ)ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁଡାକି କ୍ଷମାମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ। କ୍ୟାମେରାସାମ୍ନାରେ ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ।ଏହାକୁ ମୁଣ୍ଡରେ ମଧ୍ୟ ମାରିଥିଲେ।ତାଙ୍କୁ ସେ ଟିକା ଲଗାଇ ଦେବା ସହ ଧଳା ସାଲ୍‌ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି।ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ […]

ନିଖୋଜପିଲାଙ୍କୁ ନେଇ ଫେରୁଥିବାବେଳେ ଧକାଦେଲା କାର

ଭୁବନେଶ୍ୱର,୬।୭(ଏସଏସନିଉଜ)ଚନ୍ଦକାରୁ ନିଖୋଜ ୨ ନାବାଳକଙ୍କୁ ଟିଟଲାଗଡ଼ରୁ ଉଦ୍ଧାରକରି ଫେରୁଥିବା ବେଳେ ନୟାଗଡ଼ର ବାଣିଗୋଛା ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସଗାଡ଼ି । ଅନ୍ୟ ଏକ କାର ସହ ଚନ୍ଦକା ପୋଲିସର ଫର୍ଚୁନରକାର ଧକ୍କା ହୋଇଛି । ଫଳରେ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ୱର ଅସିଛନ୍ତି ପୋଲିସ କର୍ମୀ । ଏହି ଦୁର୍ଘଟଣାରେ ସାମାନ୍ୟ ଆହିତ ହୋଇଛନ୍ତି ପୋଲିସ କର୍ମଚାରୀ ।ଗତକାଲି ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରୁ ଠାବ ହୋଇଥିଲେ । ଏହି ଦୁଇ ଛାତ୍ର […]

ପୁଣି ମାତିଲେ ନକଲି ପୋଲିସ

କଟକ, ୫ା୭(ଏସଏସନିଉଜ)ପୁଲିସ ପରିଚୟଦେଇ ବଜ୍ରକବାଟୀନିକଟରେ ଜଣେ ଲୁହାବ୍ୟବସାୟୀ ବିଜୟକୁମାରସାହୁଙ୍କ ନିକଟରୁ ପ୍ରାୟ ୩ଲକ୍ଷ୨୪ହଜାରଟଙ୍କାର ସୁନାଅଳଙ୍କାର ଲୁଟିନେଇଥିବାନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି ।କଲେଜଛକରେ ଲୁହାବ୍ୟବସାୟ କରୁଥିବା ଜୁନୁସପାଟଣା ଅଞ୍ଚଳର ବିଜୟ କୁମାର ସାହୁ ନାମକ ୬୬ବର୍ଷୀୟ ବୃଦ୍ଧ କଲେଜଛକରୁ ନିଜ ସ୍କୁଟିରେ ରାଣୀହାଟ ଦେଇ ଦୋଳମୁଣ୍ଡାଇ ଆଡ଼କୁ ଆସୁଥିବାବେଳେ ତାଙ୍କୁ ପିଛାକରି ଦୁଇଜଣ ଯୁବକ ବଜ୍ରକବାଟୀ ପୋଲନିକଟରେ ବୃଦ୍ଧଙ୍କୁ ରୋକିଥିଲେ ।ଗାଡିରହିବା କ୍ଷଣି ପୁଲିସ ପରିଚୟପତ୍ର ଦେଖାଇ ପିନ୍ଧିଥିବା ସୁନାଚେନ ଓ ମୁଦିକୁ ନିରାପଦ ଦୃଷ୍ଟିରୁ ଗାଡିରେ […]

ନୟାଗଡ଼ ଷ୍ଟେସନରେ ପୁଣି ଅଟକିଲା ସେବା ଏକ୍ସପ୍ରେସ୍‌’

ନୟାଗଡ଼, ୬ା୭(ଏସଏସନିଉଜ) ଯାନ୍ତ୍ରିକତ୍ରୁଟି ଯୋଗୁ ନୟାଗଡ଼ଷ୍ଟେସନରେ ସେବା ଏକ୍ସପ୍ରେସ୍ ୨ଘଂଟାକାଳ ଅଟକିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍ ସମୟରେ ଟ୍ରେନ୍‌ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ ଅବସ୍ଥାରେ ରହିବା ପରେ ଟ୍ରେନ୍‌ଟି ସକାଳ ୯ଟାରେ ଭୁବନେଶ୍ବର ଅଭିମୁଖେ ଗଡ଼ିଥିଲା।

ନାଗଦମ୍ପତି ଉଦ୍ଧାର

ମେଣ୍ଢାଶାଳ,୫ା୭(ଏସଏସନିଉଜ) ଛତାବରଠାରେ ଥିବା ଲୋଟସଫେସନ ପ୍ରାଇଭେଟ ଲିମିଟେଡ କମ୍ପେ୍‌ଲ୍ସ ପରିସରରେ ଥିବା ଏକ ଆପାର୍ଟମେଂଟରେ ରହୁଥିବା ଅଶୋକକୁମାରରାଉତରାୟଙ୍କ ଘରୁ ଦୁଇଟି ନାଗସାପ ଉଦ୍ଧାର ହୋଇଛି ।ମଙ୍ଗଳବାରରାତିରେ ଏକ ଚମ୍ପାନାଗ ଓ ବୁଧବାର ସକାଳେ ସେହିସ୍ଥାନରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି ।ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂଯୁକ୍ତପାତ୍ର ସାପଦୁଇଟିକୁ ଧରି ଡେରାସବନ୍ଧନିକଟରେ ଛାଡିଦେଇଥିବାର ଜଣାପଡିଛି ।ଧରାଯାଇଥିବା ସାପଦୁଇଟିର ଲମ୍ବ ପ୍ରାୟ ୫ଫୁଟରୁ ଉର୍ଦ୍ଧ ହୋଇଥିବାବେଳେ ଚମ୍ପାନାଗଟି ଅଣ୍ଡିରା ଓ ଆଜି ଧରାଯାଇଥିବା ନାଗସାପଟି ମାଇ ବୋଲି ପାତ୍ର କହିଛନ୍ତି […]