ଭୁବନେଶ୍ୱରରେ ନିଖୋଜ, ଟିଟିଲାଗଡରେ ଠାବ
ମେଣ୍ଢାଶାଳ,୫ା୭(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଚନ୍ଦକାଥାନା ଅଧୀନସ୍ଥ ସୁନ୍ଦରପୁର ଅଞ୍ଚଳରେ ଥିବା ଏକ ଘରୋଇସ୍କୁଲର ଦଶମଶ୍ରେଣୀର ଦୁଇଜଣ ଛାତ୍ର ନିଖୋଜ ହୋଇ ଯାଇଥିବା ନେଇ ଚନ୍ଦକାଥାନାରେ ଅଭିଯୋଗ ହୋଇଛି ।ଛାତ୍ର ଦୁଇଜଣ ନିଖୋଜ ହୋଇଛନ୍ତି ନା ତାଙ୍କୁ କେହି ଅପହରଣ କରିନେଇଛି ସେହି ଦ୍ୱନ୍ଦରେ ପୋଲିସ ରହିଥିବାବେଳେ ୨୦ଘଂଟା ପରେ ପିଲାଦୁଇଜଣ ଅପହରଣର ଶିକାର ହୋଇଥିବାନେଇ ନିଜେ ପରିବାର ଲୋକଙ୍କୁ ଜଣାଇଛନ୍ତି ।ପିଲାଦୁଇଜଣଙ୍କ ପତାଜଣାପଡିବାପରେ ସେମାନଙ୍କୁ ଆଣିବାପାଇଁ ପୋଲିସ ସହ ପରିବାର ଲୋକ ଟିଟିଲାଗଡ ଗ୍ରସ୍ଥ କରିଛନ୍ତି । […]