Browsing category

ମହାନଗର

ଦାମୀମୋବାଇଲ ଫେରାଇଲେ ବସ ମାଲିକ

ବାରଙ୍ଗ,୨୪।୫(ଏସଏସନିଉଜ) ସୋମବାର ରାତିରେ ବସରେ ଯାତ୍ରା କରୁଥିବା ବେଳେ ଭୁଲ ବଶତଃ ବସରେ ଛାଡିଯାଇଥିବା ଏକ ଦାମୀ ମୋବାଇଲକୁ ଫେରାଇ ଚର୍ଚ୍ଚାରେ ରହିଛନ୍ତି ଟାଉନବସ ଡ୍ରାଇଭର।ମଙ୍ଗଳବାର ରାତିରେ ମାଷ୍ଟରକ୍ୟାଣ୍ଟିନ୍ ରୁ ନନ୍ଦନକାନନକୁ ଆସୁଥିବା ମା ଯୋଗମାୟା ନାମକ ଟାଉନ ବସରେ ପୁରୀର ଦୀପକ ପାତ୍ର ନାମକ ଯୁବକ ଆସି ପଟିଆରେ ଓହ୍ଲାଇଥିଲେ।ଭୁଲବସତ ତାଙ୍କର ମୋବାଇଲ ଫୋନଟି ବସିବା ସିଟରୁ ଖସି ତଳେ ପଡିଯାଇଥିବାରୁ କୌଣସି ଯାତ୍ରୀଙ୍କ ନଜରରେ ନଥିଲା।ବସଟି ରାହଣୀସ୍ଥଳୀ ରଘୁନାଥପୁର ଗାମୁଣ୍ଡ ବସ ମାଲିକଙ୍କ କାର୍ଯ୍ୟାଳୟରେ […]

ଫାଣ୍ଡିପାଇଁ ମିଳିଲା ଜାଗା

ମେଣ୍ଢାଶାଳ,୨୪।୫(ଏସଏସନିଉଜ) ୧୯୮୮ ମସିହାରେ ମେଣ୍ଢାଶାଳ ଠାରେ ଏକ ନୂତନ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା।ଜାଗା ନମିଳିବାରୁ ଫାଣ୍ଡି ଡେରାସଫାର୍ମ ଓ ପରେ ବିଦ୍ୟାଳୟର ଏକ ପରିତ୍ୟକ୍ତ ଘରେ କାର‌୍ୟ୍ୟ କରୁଥିଲା।ମେଣ୍ଢାଶାଳ ଠାରେ ସରକାରୀ ଜାଗା ନଥିବାରୁ ଗିରିଙ୍ଗାପୁଟ ଠାରେ ଚନ୍ଦକା ପିତାପଲି ରାସ୍ତା କଡରେ ଥିବା ରଖିତ ଅନାବାଦୀ ଜାଗାକୁ ଭୁବନେଶ୍ୱର ତହସିଲ ପକ୍ଷରୁ ପୋଲିସ ବିଭାଗକୁ ହସ୍ତାନ୍ତର କରାଯାଇଛି।ବୁଧବାର ଦିନ ତହସିଲ ଓ ପୋଲିସ ଉପସ୍ଥିତିରେ ଜାଗା ଚିହ୍ନଟ କରାଯାଇଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ବାଙ୍କି ବିଧାୟକ ହାଏ ହାଏ ,ନିଆଳି ବିଧାୟକ ହାଏ ହାଏ

ବାରଙ୍ଗ,୧୩ା୫(ଏସଏସନିଉଜ)ବୁଧବାରଦିନ ବାରଙ୍ଗ ପଂଚାୟତସମିତର ହୋଇଥିବା ଷଷ୍ଠ ସାଧାରଣ ବୈଠକରେ ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ଘଂଟବଜାଇ ପ୍ରବଳ ହଟଗୋଳ କରିବାରୁ ସମିତି ବୈଠକ ବନ୍ଦ ହୋଇଯାଇଥିଲା ।ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ସେମାନଙ୍କ ସମ୍ମାନ କ୍ଷୁର୍ଣ ହୋଇଥିବାର ପ୍ରତିବାଦ ଦର୍ଶାଇ ବିଧାୟକ,ଅଧକ୍ଷା ଓ ବିଡିଓଙ୍କ ବିରୁଦ୍ଧରେ ନାରାବାଜି ଲଗାଇରଖିଥିବାରୁ ବାଧ୍ୟହୋଇ ଦୁଇବିଧାୟକ କକ୍ଷତ୍ୟାଗ କରିବାପରେ ବୈଠକ ବାତିଲ ହୋଇଯାଇଥିଲା ।ଏହିଘଟଣାକୁ ଏବେ ବାରଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାସ ଯେ,ପୁର୍ବପ୍ରସ୍ତୁତି ଅନୁଯାୟୀ ବୁଧବାର ପୂର୍ବାହ୍ନରେ ସମିତିକାର୍ଯ୍ୟାଳୟରେ ବାରଙ୍ଗ ପଂଚାୟତସମିତର ଷଷ୍ଠ […]

ମନଇଛା ବଢୁଛି ଗ୍ୟାସ ଦର

ମେଣ୍ଢାଶାଳ,୨୪।୫(ଏସଏସନିଉଜ)ରାଜଧାନୀ ଉପକଣ୍ଠରେ ଘରୋଇ ଗ୍ୟାସ୍ ଦର ଉପରେ ଅଙ୍କୁସ ରହୁନାହିଁ ଡିଷ୍ଟିବୁଟରମାନେ ସତେ ଯେମିତି ପ୍ରତିଯୋଗିତା ଭିତିରେ ଏବଂ ମନମୁଖି ବଢାଇ ଚାଲିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଘରେ ପହଁଚାଇବା ସହ ଏକ ନିଧିଷ୍ଟ ମୂଲ୍ୟ ଚାରିଆଡେ ସମାନ ନିର୍ଦ୍ଧାରଣ କରିଥିବା ବେଳେ କିନ୍ତୁ ସରକାର ଗ୍ୟାସ୍ ଦର ଯେତେ ବୃଦ୍ଧି କରି ଚାଲିଛନ୍ତି ସେହି ଅନୁସାରେ ଘରେ ଘରେ ଗ୍ୟାସ୍ ସିଲିଣ୍ଡର ପହଁଚାଉ ଥିବା କର୍ମଚାରିମାନେ ମଧ୍ୟ ତାଙ୍କ ମନଇଛ ଦର ନିର୍ଦ୍ଧାରଣ କରୁଛନ୍ତି […]

ଚୋରାଗାଡି ଜବତ,ଜଣେ ଗିରଫ

ମେଣ୍ଢାଶାଳ,୨୩।୫(ଏସଏନିଉଜ ) ମଙ୍ଗଳବାର ରାଜଧାନୀ ଉପକଣ୍ଠ ଯାଁଳା ଅଞ୍ଚଳର ରାଧାଚରଣପୁର ଗ୍ରାମରୁ ଏକ ବାଇକ୍ ଚୋରି କରି ଜଣେ ଗିରଫ୍ ହୋଇ ଆଜି କୋର୍ଟ ଚାଲାଣ ହୋଇଛି । ସୂଚନା ମୁତାବକ ଗତ ୧୩ତାରିଖ ସକାଳେ ୧୬ନମ୍ବର ଜାତୀୟ ରାଜପଥର ଜଟଣୀ ଗେଟ୍ ପାଖ ରାଧାଚରଣ ପୁରର ଗ୍ରାମର କିରଣ କୁମାର ପ୍ରଧନଙ୍କ ଦାଣ୍ଡଦୁଆରୁ ବାଜାଜ୍ ଡିସ୍କଭରୀ ମୋଟର ସାଇକେଲ୍ ଟିକୁ କୌଣସି ଦୃର୍ବୁତ ଚୋରି କରି ନେଇ ଯାଇଥିଲା । ଚାରିଆଡେ ବହୁ ଖୋଜା ଖୋଜି […]

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ୱର,୨୪।୫(ଏସଏସ ନିଉଜ) ରାଜଧାନୀ ଭୁବନେଶ୍ୱରୟୁନିଟ-୧ ଜିଇଡି ବସ୍ତିରେ ରହୁଥିବା ସୁଶାନ୍ତ ନାୟକ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଜୀବନ ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ନୟାଗଡ ଅଞ୍ଚଳର ସୁଶାନ୍ତ ନାୟକ ଓ ତାଙ୍କ ପରିବାର ୟୁନିଟ-୧ ଜିଇଡି ବସ୍ତିରେ ରହୁଛନ୍ତି । ସେହି ବସ୍ତିରେ ରହୁଥିବା ସୁଜିତଙ୍କ ପରିବାର ସହ ଗତକିଛିଦିନ ହେଲା ତାଙ୍କର ବିବାଦ ଲାଗି ରହିଥିଲା । ତେବେ ଗତମାସରେ ସୁଶାନ୍ତଙ୍କ ଝିଆରିଙ୍କୁ ସୁଜିତ […]

ନୂଆମନ୍ତ୍ରୀ ହେବେ ବିକ୍ରମ,ସୁଦାମ ଓ ସାରଦା

ଭୁବନେଶ୍ୱର,୨୦ା୫(ଏସଏସନିଉଜ) ସୋମବାର ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ।ସେମାନେ ହେଲେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ନାୟକ ।ଏହିତିନିଜଣ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।ଏମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ବିଭାଗର ଦାୟିତ୍ୱ ମିଳିପାରେ । ବିଶ୍ବସ୍ତ ସୂତ୍ରରୁ ସୂଚନା ଆଧାରରେ ଏହି ତିନିବିଧାୟକଙ୍କ ପାଖକୁ ଆଜି ସନ୍ଧ୍ୟାରେ ଫୋନ୍ କଲ ଯାଇଥିବାର ଜଣାପଡିଛି । ରାଜ୍ୟପାଳ ପ୍ରଫେସର […]

ଫୋନ୍‌ କଲ୍‌କୁ ଅପେକ୍ଷା

ଭୁବନେଶ୍ୱର,୨୦।୫(ଏସଏସ ନିଉଜ) କିଏ ହେବେ ନୂଆ ମନ୍ତ୍ରୀ। ବଢ଼ି ଚାଲିଛି ସସ୍‌ପେନ୍ସ।କାହାକୁ ଆସିବ ଫୋନ୍‌ କଲ୍‌ ।ସେନେଇ ଛାତି ଧଡ଼ଧଡ଼ ଆରମ୍ଭ ହୋଇଛି।ଫୋନ୍‌ କଲ୍ ଅପେକ୍ଷା ରେ ମନ୍ତ୍ରୀପଦ ଆଶାୟୀ ମନେ ଅଛନ୍ତି।କିଛି ବରିଷ୍ଠବିଧାୟକ ଭୁବନେଶ୍ୱର ଆସୁଥିବା ମଧ୍ୟ ସୂଚନା ମିଳିଛି।କାଲି ୯ଟା ୫୦ରେ ଲୋକସେବା ଭବନରେ ଶପଥ ଗ୍ରହଣ ଉତ୍ସବ ହେବ ।

ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ୱର,୨୧।୫(ଏସଏସ ନିଉଜ)ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟ କଙ୍କ ଉପସ୍ଥିତିରେ ସକାଳ ୯:୫୦ରେ ଲୋକସେବା ଭବନରେ ରାଜ୍ୟପାଳ ନୂତନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇବା କାର୍ଯ୍ୟକ୍ରମ ରହିଛି ।ତେବେ ଆଜି କିଛିମନ୍ତ୍ରୀ ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ୧୨ତାରିଖ ସନ୍ଧ୍ୟାରେ ହଠାତ ବାଚସ୍ପତି ବିକ୍ରମ ଆରୁଖ, ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରଠାରୁ […]

ସ୍କୁଟିଥୋଇ କୁଆଡେଗଲେ ଯୁବତୀ ?

ବାରଙ୍ଗ,୨୦।୫(ଏସ ଏସନିଉଜ) ଶନିବାର ରାତିରେ ମୁଣ୍ଡଳୀ ବ୍ରିଜ ଉପରେ ଥୁଆ ହୋଇଥିବା ଏକ ସ୍କୁଟିକୁ ଗୋଡିସାହି ଫାଣ୍ଡି ପୋଲିସ ଉଦ୍ଧାର କରିଛି।ସ୍କୁଟିକୁ ନେଇ ଆସିଥିବା ଯୁବତୀ ଜଣଙ୍କ ମହାନଦୀ କୁ ଡେଇଲେ ନା କୁଆଡେ ଗଲେ ତାହା ଏବେ ସନ୍ଦେହ ମଧ୍ୟରେ ରହିଛି ।ତେବେ ପୋଲିସ ଥୁଆହୋଇଥିବା ସ୍କୁଟି ନମ୍ବର ଆଧାରରେ ଯୁବତୀର ପରିଚୟ ଜାଣିବା ସହ ତାର ପରିବାର ଲୋକଙ୍କୁ ସୂଚନା ଦେଇଛି।ନିଖୋଜ ଯୁବତୀ ହେଉଛନ୍ତି ସୁନ୍ଦରପଦା ଅଞ୍ଚଳର ଐଶ୍ୱରୀୟା ପରିଜା ବୋଲି ଜଣାପଡ଼ିଛି।ଯୁବତୀ ଜଣଙ୍କ […]