ଜାପାନ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୩(ଏସଏସନିଉଜ) ଏପ୍ରିଲ୩ରୁ୯ତାରିଖଯାଏ ଜାପାନଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗଦେବୋ ଜାପାନର ପ୍ରମୁଖଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ ।
Browsing category
ଭୁବନେଶ୍ୱର,୨୭ା୩(ଏସଏସନିଉଜ) ଏପ୍ରିଲ୩ରୁ୯ତାରିଖଯାଏ ଜାପାନଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗଦେବୋ ଜାପାନର ପ୍ରମୁଖଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ ।
ଭୁବନେଶ୍ୱର,୨୭ା୩(ଏସଏସନିଉଜ) ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନଜିଲ୍ଲାରେ ଆସନ୍ତା ୨୯ତାରିଖଯାଏ ବର୍ଷାହେବାର ସମ୍ଭାବନା ରହିଛି। ଏହାସହ ଆଜି ୧୩ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷାହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି। ଏସବୁ ଜିଲ୍ଲାରେ ବର୍ଷା ହେବାସହ ଘଡ଼ଘଡ଼ିହେବାର ସମ୍ଭାବନା ରହିଥିବାରୁ ୧୩ଜିଲ୍ଲାକୁ ପାଣିପାଗବିଭାଗ ୟେଲୋ ୱାର୍ଣିଂ ଜାରି କରିଛି।
ମେଣ୍ଢାଶାଳ,୨୬ା୩(ଏସଏସନିଉଜ) ମେଣ୍ଢାଶାଳଗ୍ରାମପଂଚାୟତରର ଡେରାସବନ୍ଧଠାରେ ରବିବାର ଅପରାହ୍ନରେ ଅର୍ଜ୍ଜୁନପରିଡାଙ୍କ ନେତୃତ୍ୱରେ ବିଜୁଜନତାଦଳର କର୍ମୀସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି ।ଜଟଣୀନିର୍ବାଚନମଣ୍ଡଳୀର୩୧ଗୋଟି ଗ୍ରାମପଂଚାୟତରେ ସଙ୍ଗଠନ ସୁଦୃଢକରିବାପାଇଁ ପରିଡାଙ୍କୁ ଦାୟିତ୍ୱଅର୍ପଣ କରାଯିବାକୁ ଦାବୀ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସଜ୍ଜନସିଂ ,ହୁଲାସ ଜେନା, ଟାଙ୍ଗିଆପଡାନାରିନେତ୍ରୀ କଲ୍ୟାଣିଦଳେଇ ,ପ୍ରିୟରଞନଭୋଇ, ଆଶିଷ ରଞନ ମହାପାତ୍ର, କାଳନ୍ଦିସ୍ୱାଇଁ,ପବିତ୍ରପରିଡା,ଛତାବରପଂଚାୟତର ନାରିନେତ୍ରୀ ପ୍ରଭାତିସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ ।ଏହି ସମ୍ମୀଳନୀରେ ଜଟଣୀ ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା ଓ ପୁରୁଷକର୍ମୀ ଯୋଗଦେଇଥିଲେ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)
ଭୁଵନେଶ୍ବର,୨୬ା୩(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ଗଞ୍ଜାମଜିଲ୍ଲା ଗସ୍ତକରି ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗର ଆଦିସ୍ଥାନରେ ୨୦୦୦କୋଟି ଟଙ୍କାର ବିଭିନ୍ନପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୁର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା।ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ୨୦ହଜାରଲୋକଙ୍କୁ ଗ୍ରାମକଣ୍ଠଜମି ପଟ୍ଟା ପ୍ରଦାନ କରିଛନ୍ତି। ଛତ୍ରପୁର ରେ ୩୫୦୦ ପଟ୍ଟା, ହିଞ୍ଜିଲରେ ୪୫୦୦ ପଟ୍ଟା ଓ କବି ସୂର୍ଯ ନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆ ଯାଇଥିଲା।ଏହି ସବୁସ୍ଥାନରେ […]
ଭୁବନେଶ୍ୱର,୨୬ା୩(ଏସଏସନିଉଜ) ବିଶ୍ବ ମହିଳାବକ୍ସିଂରେ ଭାରତର ନିଖାତ ଜରିନ୍ଙ୍କ ସଫଳତା ଅର୍ଜ୍ଜନ କରିଛନ୍ତି ।ଦ୍ବିତୀୟ ଥରପାଇଁ ସ୍ବର୍ଣ୍ଣପଦକ ଜିତିଛନ୍ତି ନିଖାତା ୨ ଥରର ଏସୀୟଚାମ୍ପିଅନ ଗୁୟେନ ଥିଟାମଙ୍କୁ ହରାଇ ଦେଶପାଇଁ ସ୍ବର୍ଣ୍ଣପଦକକୁ ଉତ୍ସର୍ଗ କରିଛନ୍ତି ନିଖାତ ଜରିନ୍ ।
ଭୁବନେଶ୍ୱର,୨୬ା୩(ଏସଏସନିଉଜ) ବିଜେପି ରାଜ୍ୟକାର୍ଯ୍ୟାଳୟରେ ନୂଆସଭାପତି ମନମୋହନସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ଦଳର ବରିଷ୍ଠନେତୃବୃନ୍ଦ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ସମ୍ବର୍ଦ୍ଧନାଉତ୍ସବରେ ଦଳୀୟସାଂସଦ ଓ ବିଧାୟକ ଙ୍କ ସମେତ ରାଷ୍ଟ୍ରୀୟଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ପୁରନ୍ଦେଶ୍ୱରୀ ,ବିରୋଧୀଦଳନେତା ଜୟନାରାୟଣମିଶ୍ର ଉପସ୍ଥିତ ଥିଲେ ।
ଭୁବନେଶ୍ୱର,୨୬ା୩(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବ କଶ୍ମୀର ଭ୍ୟାଲିଠାରେ ଥିବା ଚେନାବ୍ ବ୍ରିଜ୍ ପରିଦର୍ଶନ କରିବା ସହ ଉଦ୍ଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସେବା ପ୍ରୋଜେକ୍ଟରକାର୍ଯ୍ୟ ତଦାରଖ କରିଛନ୍ତି ।
ମେଣ୍ଢାଶାଳ,୨୬।୩(ଏସଏସନିଉଜ) ରବିବାର ପୂର୍ବାହ୍ନ ସମୟରେ ଅଙ୍ଗାରପଡାଗାଁ ନିକଟ ଜଙ୍ଗଲରୁ ଏକ ଝୁଲନ୍ତା ମୃତଦେହକୁ ମେଣ୍ଢାଶାଳଫାଣ୍ଡି ପୋଲିସ ଉଦ୍ଧାର କରିଛି।ମୃତୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ସୁରେଶ ମହାପାତ୍ର (୪୩)।ସୁରେଶଙ୍କଘର ଜଙ୍କିଆଥାନା ଅଧିନସ୍ତ ମଳିପଡାଗାଁରେ ହୋଇଥିବା ବେଳେ ସେ ମଞ୍ଚେଶ୍ୱର ଥାନାଅଧିନସ୍ଥ ଗାଡକଣରେ ରହିଥିଲେ। ପ୍ରକାସ ଯେ,ଅଙ୍ଗାରପଡା ଗାଁପାଖ ଗ୍ରାମ୍ୟଜଙ୍ଗଲରେ ନିଲସାଗଛରେ ବେକରେ ରାଶିଲଗାଇ ସୁରେଶ ଆତ୍ମହତ୍ୟା କରିଥିବାର ଜଣାପଡିଥିଲା। ସ୍ଥାନୀୟ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ଘଟଣାଦେଖି ପେଲିସକୁ ଖବରଦେଇଥିଲେ । ଗତ ୨୩ତାରିଖରେ […]
ଭୁବନେଶ୍ୱର,୨୬ା୩(ଏସଏସନିଉଜ) ଦୀର୍ଘଦିନର ବ୍ୟବଧାନପରେ ପୁଣି ରାଜଧାନୀରେ ଏନକାଉଣ୍ଟର ହୋଇଛି । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ବାଂକୁଆଲ ନଦୀଘାଟ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲଟିମ୍ । ପୋଲିସକୁ ଦେଖି ଜିତେନ୍ଦ୍ର ଚଳାଇବାପରେ ପୋଲିସ ପ୍ରତିଆକ୍ରମଣରେ ଗୁଳି ଚାଳନା କରିଥିଲାା ଗତ୧୭ତାରଖରେ ୪ନମ୍ବରସ୍ଥିତ ସୁନାଦୋକାନୀ ଶ୍ରୀଜୁଏଲର୍ସ ରେ ବୋମାମାଡ଼ କରିଥିବା ସହ ୫୦ରୁ ଅଧିକ ଅପରାଧିକମାମଲାରେ ଜିତେନ୍ଦ୍ରର ସମ୍ପୃକ୍ତି ରହିଛି ।
ବାରଙ୍ଗ,୨୪ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଗୁରୁବାରଦିନ ଏକ କୋକିଶିଆଳି ମୃତ୍ୟୁବରଣ କରିଥିବାବେଳେ ଶୁକ୍ରବାରଦିନ ଏକ ଧଳାମୟୁର ମୃତ୍ୟୁବରଣ କରିଛି ।ପ୍ରାୟ୫ବର୍ଷର ଏହି ଧଳାମୟୁରଟି ଗତଦୁଇଦିନ ହେବ ଅସୁସ୍ଥ ହେବା ସହ ଛୋଟେଇଛୋଟେଇ ଚାଲୁଥିଲା ।ସେରହୁଥିବା ପକ୍ଷୀଶାଳାର ୬୭ନଂଏନକ୍ଲାଜେରରେ ଇଞେକସନ ଦିଆଯାଇ ଚିକିସ୍ାଆରମ୍ଭ କରିଯାଇଥିଲେ ମଧ୍ୟ ସୁସ୍ଥ ହୋଇନଥିଲା ।ସ୍ାବସ୍ଥ୍ୟରେ ପରିବର୍ତନ ନହେବାରୁ ଶୁକ୍ରବାର ଅପରାହ୍ନ୩ଟାରେ ତାକୁ ନିଶାଇଞେକସନ ଦିଆଯାଇ ଡାକ୍ତରଖାନାକୁ ଅଣାଯାଇଥିଲା ।ସେଠାରେ ତାର ଚିକିସ୍ା ଆରମ୍ଭ ସହ ଛୋଟେଇବାର ପକୃତ କାରଣ ଜଣାପଡିବା ପରେ ତାପେଟରେ ଥିବା ଅଣ୍ଡାକୁ […]