Browsing category

ମହାନଗର

ମୋଦିଙ୍କ ମୁହଁରେ କଟକ ବାଲିଯାତ୍ରା

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଇଣ୍ତୋନେସିଆ ବାଲିରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି ।ସେଠାରେ ପହଁଚି ବ୍ରିଟେନ୍‌ର ନୂଆପ୍ରଧାନମନ୍ତ୍ରୀ ରିଷିସୁନକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ତୋନେସିଆ ବାଲିରେ ପ୍ରବାସୀଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଦେଇ କଟକର ଐତିହାସିକ ବାଲିଯାତ୍ରା କଥା କହିଛନ୍ତି । ବାଲିରେ ଏତେ ବଡ଼ଯାତ୍ରା ଧୂମଧାମରେ ପାଳନ କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  

ଇତିହାସ ରଚିଲା ରୌପ୍ୟ ନଗରୀ

କଟକ,୧୫/୧୧(ଏସଏସନିଉଜ) ୨୨ମିନିଟରେ ୩୫ହଜାର କାଗଜଡଙ୍ଗା ତିଆରିକରି ରେକର୍ଡ ସୃଷ୍ଟି, କରିଛନ୍ତି ବାରବାଟୀ ଷ୍ଟାଡିଅମରେ ସ୍କୁଲ ଛାତ୍ରଛାତ୍ରୀ ଓ ସିଏମ୍‌ସି ଅଧିକାରୀ । କାଗଜଡଙ୍ଗା ତିଆରିରେ ଗିନିଜ ବୁକ୍ ଅଫ୍ ରେକର୍ଡ କରିଛି ।୨୧୨୧ଜଣପିଲା ୩୫ ମିନିଟରେ ତିଆରି କଲେ ୨୩ ହଜାର କାଗଜଡଙ୍ଗା ତିଆରିକରି ଗିନିଜ ୱାର୍ଲ୍ଡ ରେକର୍ଡ କରିପାରିଛି। ପୂର୍ବରୁ ବାହାର ରାଜ୍ୟରେ ୧୩୦୪ଟିଡଙ୍ଗା ନିର୍ମାଣ କରିଥିବା ବେଳେ ତାହାକୁ ଅତିକ୍ରମ କରିଛି କଟକ। ବାଲିଯାତ୍ରା କୁ ବିଶ୍ଵ ଦରବାରରେ ପ୍ରସିଦ୍ଧି ପାଇଁ କରାଯାଇଥିବା ଏହି […]

ମହାପ୍ରଭୂଙ୍କ ପାଇଁ ମାମୁଁ ଘରୁ ଗଲା ପୋଢୁଆଁ ଭାର

ପୁରୀ,୧୫/୧୧(ଏସଏସନିଉଜ) ବୁଧବାର ମାର୍ଗଶୀର ଅଷ୍ଟମୀ ତିଥି ପ୍ରଥମାଷ୍ଟମୀ ରେ ପୋଢ଼ୁଆଁ ହେବେ ବଡ଼ ଠାକୁର । ପ୍ରାଚୀକୁଳ ମାଧବଜଗନ୍ନାଥ ମହାପ୍ରଭୁଙ୍କ ମାମୁଁ ।ତେଣୁ ମହାପ୍ରଭୁଙ୍କପାଇଁ ମାମୁଁ ଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର ।ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ପଠାଯାଇଛି ।ସପ୍ତମୀତିଥି ମଙ୍ଗଳବାର ସକାଳ ୭ଟା ୩୦ରେ ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପୋଢୁଆଁ ଭାର ଶୋଭାଯାତ୍ରାରେ ବାହାରିଛି […]

କେନ୍ଦୁପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଦିବସ ପାଳନ

ବାରଙ୍ଗ,୧୪/୧୧(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତଦାଢା,ରଘୁନାଥପୁର,କଲ୍ୟାଣପୁର,ବରିମୁଣ୍ଡ,ଇଞଣା ଆଦି ୫ପଞ୍ଚାୟତର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଶିଶୁଦିବସ ପାଳନ ହୋଇଯାଇଛି।ଦାଢା ପଞ୍ଚାୟତର କେନ୍ଦୁପାଟଣା -୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ମହାଆଡମ୍ବର ସହ ଶିଶୁଦିବସ ପାଳିତ ହୋଇଯାଇଛି।ଅଙ୍ଗନଓ୍ବାଡି କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଶିବାନୀ ବିଶୋଇ ଶିଶୁ ଦିବସରେ କୁନିକୁନି ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ଗୋଟିଏ ଲେଖାଏଁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ।ଏହି ପରିପେକ୍ଷୀରେ ଶ୍ରୀମତୀ ବିଶୋଇଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ବ୍ଲକ ମହିଳା ଶିଶୁ […]

୬୯ତମ ସମବାୟସପ୍ତାହ ପାଳିତ

ମେଣ୍ଢାଶାଳ,୧୪/୧୧(ଏସଏସ ନିଉଜ)ରାଜ୍ୟସମବାୟ ବ୍ୟାଙ୍କମାନଙ୍କ ତରଫରୁ ସୋମବାରଠାରୁ ପାଳିତ ହେଉଥିବା ସମବାୟସପ୍ତାହ ଉପଲକ୍ଷେ ମେଣ୍ଢାଶାଳ ସେବା ସମବାୟସମିତି ଏହାକୁ ପାଳନ କରିଛି ।ଏହି ଉପଲକ୍ଷେ ସକାଳେ ସେବାସମବାୟ ସମିତି ଓ କେନ୍ଦ୍ରସମବାୟବ୍ୟାଙ୍କ ଶାଖା ପରିସରରେ ସମବାୟ ପତାକା ଉତୋଳନ କରାଯାଇଥିଲା ।ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରରେ ସମବାୟବ୍ୟାଙ୍କ ଶାଖାପରିଚାଳକ ସସ୍ମିତାନାୟକ,ସନ୍ତୋଷ କୁମାର ମଙ୍ଗରାଜ, ମୁରଲିଧର ମହାନ୍ତି,ରାଜଖାନଙ୍କ ସମେତ ସମିତିର ବହୁସଦସ୍ୟ ମାନେ ଉପସ୍ଥିତ ଥିଲେ ।ସୁସ୍ଥସମବାୟସମିତି ରହିଲେ ଗ୍ରାମାଂଚଳର ଚାଷୀମାନେ ଉପକୃତ ହୋଇପାରିବେ […]

ପଦ୍ମପୁରପାଇଁ ପ୍ରାର୍ଥୀ ଘୋଷଣାକଲା ବିଜେପି

ଭୁବନଶ୍ୱେର,୧୧/୧୧(ଏସଏସନିଉଜ)ପଦ୍ମପୁର ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରିଛି ଦଳ । ଆସନ୍ତା ୧୪ତାରିଖରେ ନାମାଙ୍କନ ଦାଖଲକରିବେ ପ୍ରଦୀପ । ପ୍ରଦୀପପୁରୋହୀତ ପ୍ରାର୍ଥୀ ହୋଇଥିବା ନେଇ କୁସୁମ ଟେଟେ ସୂଚନା ଦେଇଛନ୍ତି ।ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଲେ ବିଜେଡି ଏବଂ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।ଡେସେମ୍ବର୫ତାରିଖରେ ହେବ ମତଦାନ । ୮ତାରିଖରେ ହେବ ଭୋଟ ଗଣତି । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ […]

ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ

ଭୁବନେଶ୍ୱର,୧୧/୧୧(ଏସଏସ ନିଉଜ)ଖୋଲିଲା ଅର୍ଚ୍ଚନା ଜଗବନ୍ଧୁଙ୍କ କଳା ସାମ୍ରାଜ୍ୟର ଗୁମର । ଦୁହିଁଙ୍କ ଆକାଉଣ୍ଟରେ ଜମା ହୋଇଛି ଦେଢ଼ କୋଟି ଟଙ୍କା । ୨୦୧୭ ପରଠୁ ଜମା ହୋଇଛି ନଗଦ ଟଙ୍କା । ଏଟିଏମ ଓ ବ୍ୟାଙ୍କ ଜରିଆରେ ଟଙ୍କା ଜମା ହୋଇଛି । କିଏ ଓ କାହିଁକି ଟଙ୍କା ଜମା କରିଛି ତଦନ୍ତ କରୁଛି ଇଡି ।

ଖାଲିଥିବା ଶିକ୍ଷକ ପଦବୀ ପୂରଣହେବ

ଭୁବନେଶ୍ୱର,୧୧/୧୧(ଏସଏସ ନିଉଜ)୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲ ର ସବୁ ପଦବୀ ପୂରଣ ହେବ । ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ […]

ଆରମ୍ଭ ହେଲା ମାର୍ଗଶିର ମାସ

ଭୁବନେଶ୍ୱର,୯/୧୧(ଏସଏସ ନିଉଜ)ଆଜିଠାରୁ ଆରମ୍ଭ ହେଲା ମାର୍ଗଶିର ମାସ l ସତ୍ୟଯୁଗରେ ଏହି ମାସରୁ ଆରମ୍ଭ ହେଉଥିଲା ବର୍ଷ lଶ୍ରୀମଦ୍ ଭଗବତଗୀତା ଅନୁସାରେ ଏହା ଭଗବାନ୍ ଶ୍ରୀକୃଷ୍ଣଙ୍କର ପ୍ରିୟ ମାସ ଅଟେ ।ଏହିମାସରେ ଭଗବାନ୍ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କର ବିଶେଷ ପୂଜା କରାଯାଇଥାଏ ।ଏହି ମାସରେ ତୀର୍ଥଯାତ୍ରା କରିବା ଦ୍ୱାରା ରୋଗ , ଶୋକ ଓ କଷ୍ଟରୁ ମୁକ୍ତି ମିଳିଥାଏ ।

ଆଂଶିକ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର ,୮/୧୧(ଏସଏସନିଉଜ)କଟକ, ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଂଶିକ ଦୃଶ୍ୟମାନ ହେଲା ବର୍ଷର ଶେଷଚନ୍ଦ୍ରଗ୍ରହଣ ।୨୦୨୩ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଓଡ଼ିଶାକୁ ଆଂଶିକ ଦୃଶ୍ୟମାନ ହେବ ।୨୦୨୫ ସେପ୍ଟେମ୍ବର ୭ ତାରିଖରେ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।ପଠାଣୀସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।