Browsing category

ମହାନଗର

ମିଳିଲା ବାରହାର ମୃତଦେହ

ମେଣ୍ଢାଶାଳ, ୨୦/୧୧ (ଏସଏସନିଉଜ) ଯାମୁଝରସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରଶ୍ରମ ପରିସର ରେ ଏକ ଦନ୍ତା ବାରାହାର ପଚା ଶବ ପଡିଥିବା ଦେଖାଯାଇଥିଲା । ଶୁକ୍ରବାରଦିନ କିଛି ଅନ୍ତେବାସୀ ଦେଖିବାପରେ ଜେଲରଙ୍କ ଦୃଷ୍ଟିକୁ ଆଣିଥିଲେ। ଜେଲ ତରଫରୁ ବନବିଭାଗକୁ ଖବର ଦିଆଯିବାପରେ ଶନିବାର ସକାଳେ ହଳଦିଆ ରେଞ୍ଜର କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଁଚିଥିଲେ ।ଏହାପରେ ବନବିଭାଗ କର୍ମଚାରୀମାନେ ମେଡିକାଲ ଅଫିସରଙ୍କୁ ନେଇ ଘଟଣା ସ୍ଥଳରେ ମୃତବାରାହାର ଶବ ବ୍ୟବଚ୍ଛେଦ କରିବାପରେ ଜେଲ ଭିତରେ ପୋତି ଦେଇଛନ୍ତି। ବାରାହାଟି ଜଙ୍ଗଲରୁ […]

ଚାଲିଗଲା ଚନ୍ଦନବୋଡାର ଜୀବନ

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ସରୀସ୍ବପ ଉଦ୍ୟାନର ୪୪ନମ୍ବର(ଗ) ଖୁଆଡରେ ରହୁଥିବା ଏକ ୬ବର୍ଷର ଚନ୍ଦନବୋଡା ସାପ ଗତକାଲି ସନ୍ଦ୍ୟାରେ ମୃତ୍ୟୁ ଘଟିଛି।ମୃତ ସାପ କିଛିଦିନ ହେବ ଅସୁସ୍ଥ ଥିଲା।ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ।ତେବେ ଏହି ସାପଟିକୁ ପ୍ରାଣୀଉଦ୍ୟାନ ପରିସର ମଧ୍ୟରୁ ଉଦ୍ଧାର କରାଯାଇଥିଲା।ତାର ମୃତ୍ୟୁ ପରେ ଏହି ପ୍ରଜାତିର ଚନ୍ଦନବୋଡା ୨କୁ ହ୍ରାସପାଇଛି।ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ଗୋଟିଏ ଅଣ୍ଡିରା ରହିଲେ।ସାଧାରଣତଃ ଏହି ପ୍ରଜାତିର ସାପ ଭାରତର ସବୁ ସ୍ଥାନରେ ଦେଖାଯାଆନ୍ତି।ବିଶେଷକରି ଦକ୍ଷିଣ-ପୂର୍ବ-ଏସିଆରେ ବହୁଳ […]

ପଦ୍ମପୁରରେ କଟିଲେ୨

ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଯାଞ୍ଚ ପରେ ୨ ଜଣ କଟିଲେ।ନାମାଙ୍କନ କରିଥିବା ୧୩ ଜଣଙ୍କ ମଧ୍ୟରୁ କଟିଲେ ୨ ସ୍ୱାଧୀନ ପ୍ରାର୍ଥୀ।୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୧୧ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଥିବାର ଜଣାପଡିଛି।

ବଙ୍ଗୋପସାଗରରେ ଲଘୁଚାପ!

ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)୧୯ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।ଆଗାମୀ ୩ ଦିନରେ ଲଘୁଚାପ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ଆକଳନ କରାଯାଇଛି।ଏହାର ପ୍ରଭାବରେ ୨୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ।

ଉଦ୍‌ଯାପିତ ହେଲା କଟକର ଐତିହାସିକ ବାଲିଯାତ୍ରା

କଟକ,୧୭/୧୧(ଏସଏସ ନିଉଜ)ବାଲିଯାତ୍ରାର ଶେଷ ରାତ୍ରୀରେ ବି ପ୍ରବଳ ଭିଡ।କଟକର ତଳ ଓ ଉପର ବାଲିଯାତ୍ରା ପଡିଆରେ ପଡିଥିବା ୪୨୦ଟି ଷ୍ଟଲରେ ହୋଇଛି ଜବରଦସ୍ତ ବେପାର । ୧୦ ଦିନରେ ପାଖାପାଖି ୨ ଶହ କୋଟିର ହୋଇଛି ବିଜନେସ୍ । ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ଼ ସୃଷ୍ଟି ହୋଇଛି । ଆକର୍ଷଣୀୟ ଲେଜର ସୋ ତାସାଙ୍ଗକୁବଲିଉଡ ଓ ଓଲିଉଡ୍ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବି ସାଜିଥିଲା ବାଲିଯାତ୍ରାର ଆକର୍ଷଣ । ଏଥର ବାଲିଯାତ୍ରାକୁ ପ୍ଲାଷ୍ଟିକ […]

ନିମନ୍ତ୍ରଣ ରହିଲା ସାର୍

ଭୁବନେଶ୍ୱର,୧୭/୧୧(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିବାହର ନିମନ୍ତ୍ରଣପତ୍ର ଦେଲେ ଯୁବ ବୈଜ୍ଞାନିକ ଶେଷ କିଷାନ। କୋର୍ଟମ୍ୟାରେଜ ପରେ ଆନୁଷ୍ଠନିକଭାବେ ବିବାହ କରିବାକୁ ଯାଉଛନ୍ତି ଶେଷ। ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନବୀନଙ୍କୁ କଲେ ନିମନ୍ତ୍ରଣ ।

ବାରଙ୍ଗ ପ୍ରେସ୍‌ କ୍ଲବ୍ ରେ ସାମ୍ବାଦିକ ଦିବସ

ବାରଙ୍ଗ ,୧୭/୧୧(ଡିଏନଏ) ଆନନ୍ଦ ବଜାର ସ୍ଥିତ ବାରଙ୍ଗ ପ୍ରେସ୍‌ କ୍ଲବ୍ ପରିସରରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। କ୍ଲବ୍ ର ସଭାପତି ଲିଙ୍ଗରାଜ ରାଉତଙ୍କ ସଦ୍ଭାପତିତ୍ଵରେ ଅନୁଷ୍ଠିତ ସଭାରେ ସାମ୍ବାଦିକତା ଓ ସାମ୍ବାଦିକ ସୁରକ୍ଷା ଓ ବିଭିର୍ଣ ପ୍ରସଙ୍ଗକୁ ନେଇ  ଆଲୋଚନା କରାଯାଇଥିଲା। ସମ୍ପାଦକ ରୁଦ୍ର ନାରାୟଣ ଷଡଙ୍ଗୀ ପରିଚାଳନା କରିଥିବା ବେଳେ ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସ୍ଵାଇଁ, କମଳାକାନ୍ତ ନାୟକ,ତୁଷାର କାନ୍ତ ବେହେରା, ତାପସ କୁମାର ଜେନା, ଦୁଷ୍ମନ୍ତ କୁମାର ଜେନା, […]

ଖାଉନି ଅନିତା,ବଢୁଛି ଚିନ୍ତା

ବାରଙ୍ଗ,୧୭/୧୧ (ଏସଏସନିଉଜ) ଏବେ ନନ୍ଦନକାନନରେ କଲରାପତରିଆ ବାଘୁଣୀ ଅନିତା ଖାଇବା ଛାଡ଼ିଦେଇଛି । ସେ ଦୁଇଦିନ ହେବ କିଛି ଖାଉଛି ନା ଠିକ୍ ସେ ଚଲାବୁଲା କରୁଛି । ସେ ଏବେ ଗୁରୁତର ହୋଇ ତାର ଚିକିତ୍ସା ଚାଲିଛି । କିଛିଦିନ ଖାଦ୍ୟ ଖାଉନଥିବା ବେଳେ ମଳତ୍ୟାଗ କରୁନାହିଁ । ତେବେ ପ୍ରାଣୀ ଚିକିତ୍ସକ ତାର ଅଲଟ୍ରାସାଉଣ୍ଡ କରିବା ପରେ ତାର ପେଟରେ ପାଣି ଜମିବା ସହିତ ଲିଭର୍ ସଂକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ […]

ସମବାୟସମିତିରେ ଆର୍ଥିକ ସାକ୍ଷରତା ଶିବିର

ବାରଙ୍ଗ,୧୬/୧୧(ଏସ ଏସ ନିଉଜ) ମେଣ୍ଢାଶାଳ ସେବା ସମବାୟ ସମିତିରେ ସମବାୟ ସପ୍ତାହ ପାଳନ ଅବସରରେ ନାବାର୍ଡ ସହାୟତାରେ ଆର୍ଥିକସାକ୍ଷରତାଶିବିର ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମବାୟବ୍ୟାଙ୍କର ଶାଖାପରିଚାଳିକା ସସ୍ମିତାନାୟକ. ସୁପରଭାଇଜର ସନ୍ତୋଷକୁମାରମଙ୍ଗରାଜ. ସମିତିରସଭାପତି ମହେନ୍ଦ୍ରକୁମାର ପ୍ରଧାନ.ସମ୍ପାଦକ ହିମାଂଶୁ ଶେଖର ସାମନ୍ତରାୟ.ସଭ୍ୟ ମୁରଲୀଧର ମହାନ୍ତି. ରାଜା ଖାନ. ନିମାଇଁ ବିଶ୍ୱାଳ. ସରୋଜପାତ୍ର. କୁନ୍ତଳାପଟ୍ଟନାୟକ. ପବିତ୍ର ପଟ୍ଟନାୟକ.ଗୁରୁପ୍ରସାଦ ସାମନ୍ତରାୟ. କାଳୁ ଦାସ. ରତ୍ନାକର ସାହୁ. ପ୍ରଫୁଲ କୁମାରଶ୍ରୀଚନ୍ଦନ. ଭାସ୍କରଚନ୍ଦ୍ର ସୁବୁଦ୍ଧି.ବାଙ୍କବିହାରୀଦାସ. କାର୍ତିକଦାସ. ପଠାଣି ମହାରଣା, ବିଧୁରଞ୍ଜନ ସାମନ୍ତରାୟ  ଉପସ୍ଥିତଥିଲେ […]

ଆଉ ଗୋଟେଦିନ ବଢିଲା କଟକବାଲିଯାତ୍ରା

କଟକ, ୧୫/୧୧(ଏସଏସନିଉଜ) ୧୬ ତାରିଖ ପରିବର୍ତ୍ତେ ୧୭ ତାରିଖରେ ଶେଷ ହେଵ ବାଲିଯାତ୍ରା ।ବାଲିଯାତ୍ରା ଦିନଟିଏ ବଢ଼ିଲା ।ଐତିହାସିକ କଟକବାଲିଯାତ୍ରା ଗୋଟିଏଦିନ ବଢ଼ିଲା। ଗୋଟିଏଦିନ ବୃଦ୍ଧିନେଇ କଟକଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା କିନ୍ତୁ ଗୁରୁବାର ସରିବ ବାଲିଯାତ୍ରା ।